Browsing Category

ଆଞ୍ଚଳିକ

ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ଦୁଇ ଦିନିଆ ଅଧିବେଶନ ଅନୁଷ୍ଠିତ…

ରାୟଗଡ଼ା : ତା : ୧୩/୦୫/୨୫ ରାୟଗଡ଼ା ସହର ଉପକଣ୍ଠ ସିରିଗୁଡ଼ା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଗୁରୁ ଦ୍ରୋଣାଚାର୍ଯ୍ୟ ଇଣ୍ଡୋର ହଲରେ ରାଜ୍ୟ ସ୍ତରୀୟ ଆଦିବାସୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଦୁଇଦିନିଆ ଅଧିବେଶନରେ ୮ ଟି ଜିଲ୍ଲାର ବୁଦ୍ଧିଜିବୀ, ଶିକ୍ଷାବିତ୍, ସମାଜସେବୀ,

ମନ୍ତ୍ରୀ ପଦ ପାଇବା ଆଶାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ପାଖରେ ବିଧାୟକଙ୍କ ଗୁହାରି……!

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଗତ ସାଧାରଣ ନିର୍ବାଚନ ରେ ବ୍ରହ୍ମପୁର ସାଂସଦଙ୍କ ଗୋଟି ଚାଳନାରେ ପ୍ରଥମ ଥର ଗଞ୍ଜାମ ଜିଲ୍ଲାରେ ପଦ୍ମଫୁଲ ଖାତା ଖୋଲିଲା। ଗତ ସାଧାରଣ ନିର୍ବାଚନ ରେ ଭୋଟର ପରିବର୍ତ୍ତନ ପାଇଁ ନିଷ୍ପତ୍ତି ବିଜେଡ଼ିର ଆତ୍ମ ବିଶ୍ୱାସ ଯୋଗୁଁ ସ୍ବପ୍ନ ଦେଖି ନଥିବା କିଛି ବିଧାୟକ

ସପ୍ତମ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା – ମା’ ଙ୍କ ଆଗମନ ଶ୍ରୀ ଜଗନ୍ନାଥଙ୍କ ପାଖକୁ : ଶତାଧିକ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି l ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଆଜି ସପ୍ତମ

ବସ ଚଳାଚଳର ଶୁଭାରମ୍ଭ କରି ପ୍ରସଂଶିତ ହେଲେ ଲବ ଦତ୍ତ

ଉମରକୋଟ : ଉମରକୋଟ ବ୍ଲକର ଇନ୍ଦ୍ରପୁର ଡିଏନକେ ଗ୍ରାମର ସମାଜ ସେବକ ଲବ ଦତ୍ତଙ୍କୁ ତାଙ୍କର ସମାଜ ପ୍ରତି ନିଷ୍ଠାପର ସେବା କୁ ବିଚାର କରି ଉମରକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କର ପ୍ରତିନିଧି ଭାବରେ ପୂଜାରୀଗୁଡ଼ା ଗୋଷ୍ଟୀ

ତିନି ବିଚାରପତିଙ୍କୁ ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ଦିଆଗଲା ସମ୍ବର୍ଦ୍ଧନା

ବ୍ରହ୍ମପୁର : ଗଞ୍ଜାମ ଓକିଲ ସଙ୍ଘର ଅସ୍ଥାୟୀ ସମ୍ମିଳନୀ କକ୍ଷରେ ତିନି ବିଚାରପତି ଙ୍କୁ ରାମଚରିତ ମାନସ ପୁସ୍ତକ ସହ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବର୍ତମାନର ମୋଟର ଦୁର୍ଘଟଣା କ୍ଷତି ପୂରଣ ଅଦାଲତ ର ବିଚାରପତି ରାମ ଶଙ୍କର ହୋତା ଙ୍କୁ କନ୍ଧମାଳ ଜିଲ୍ଲା

ସରକାରୀ ବାବୁ ଓ ନେତାଙ୍କ ଫାର୍ମ ହାଉସ ରେ ଗୁପ୍ତ ବୈଠକ…..! ଲେଖା ଛିଡ଼େଇବା ପାଇଁ ଖସଡ଼ା ପ୍ରସ୍ତୁତ ..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ନୂତନ ସରକାର ଆସିବା ପରଠାରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆସିକା ଅଞ୍ଚଳ ରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ବାବୁ ମାନେ ନିର୍ବାଚିତ ନେତାଙ୍କ ବୋଲ ମାନୁନଥିବା ଚାରିଆଡେ ଚର୍ଚ୍ଚା ହେଉଛି। ସୂଚନା

ହାଇ ପ୍ରୋଫାଇଲ ଗଞ୍ଜେଇ ମାଫିଆ ଗିରଫ, ଗଞ୍ଜେଇ ସହ ଦାମୀ କାର ଜବତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ରୁ ଆନ୍ତଃ ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ l ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ରୁ ଅନ୍ୟ ରାଜ୍ୟ କୁ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ବାଲିଗୁଡା ପୋଲିସ l ବାରଖମା ଫାଣ୍ଡି ଅଧିକାରୀ ବିକାଶ ଜlଲ ଙ୍କ

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରାର ନଗର ଭ୍ରମଣ : ପଞ୍ଚମ ଦିନରେ ଏକାକୀ ଭକ୍ତଙ୍କ ଗୃହକୁ ଆଗମନ: ଶତାଧିକ ଭକ୍ତଙ୍କ…

ବାଲିଗୁଡା, ତା, ୧୦/୦୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି l ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଆଜି

ଅଭିନବ ମାନବ ସମ୍ବଳ ପଦକ୍ଷେପ ପାଇଁ ଟିପିଏସ୍ଓଡିଏଲକୁ ଓଡ଼ିଶା ଲିଡରସିପ୍ ଆୱାର୍ଡ଼

ବ୍ରହ୍ମପୁର, ମେ ୨୦୨୫: ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ଅଭିନବ ପଦକ୍ଷେପ ଓ ପରିଚାଳନା ପାଇଁ ଓଡ଼ିଶା ଲିଡରସିପ୍ ଆୱାର୍ଡ଼ ୨୦୨୫ରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପୁରସ୍କୃତ ହୋଇଛି। ଏହି ପୁରସ୍କାର ନୂତନ ମାନବ ସମ୍ବଳ ପଦକ୍ଷେପ ମାଧ୍ୟମରେ ଏକ

ଜିଲ୍ଲା ଶିକ୍ଷାବିଭାଗରେ ବୀମା କମ୍ପାନୀ ପାଇଁ ପ୍ରଚାର

ନୟାଗଡ଼: ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗରେ ଶିକ୍ଷକ, କର୍ମଚାରୀ ସ୍ତରରେ ଅନେକ ବର୍ଷ ଧରି ବଦଳି କାର୍ଯ୍ୟକ୍ରମ ହେଉନାହିଁ । ଏହାର ସୁଯୋଗ ନେଇ ଗାଦି ମାଡ଼ି ବସିଥିବା କିଛି ଶିକ୍ଷା କର୍ମଚାରୀ ନିଜ ପଦ ମର୍ଯ୍ୟାଦା କୁ ଖାତିର ନକରି ଦଲାଲି ଆରମ୍ଭ କରିଛନ୍ତି । ନୟାଗଡ଼ ବ୍ଲକ ଶିକ୍ଷା