Browsing Category

ଆଞ୍ଚଳିକ

ମାଲକାନଗିରିରେ ଜନସେବା ଦ୍ୱାରା ବିଏସଏଫ ଜନ ସାଧାରଣ ଙ୍କ ଆସ୍ଥାଭାଜନ ହୋଇପାରିଛି…

ମାଲକାନଗିରି, ୨୦।୨ ମାଲକାନଗିରି ଜିଲ୍ଲାରେ ବିଏସଏଫ ଆସିବା ଦିନ ଠାରୁ ଲୋକଙ୍କୁ ସୁରକ୍ଷା ସହ ବିଭିନ୍ନ ସେବା ଯୋଗାଇ ଦୁର୍ଗମ ଗ୍ରାମଗୁଡ଼ିକର ଲୋକଙ୍କ ପାଖରେ ପହଞ୍ଚିଛି। ଏହି କ୍ରମରେ ଆଜି ବିଏସଏଫ ପକ୍ଷରୁ ଏକ ଜନ ସମ୍ପର୍କ ଶିବିରର ଆୟୋଜନ କାଯାଇଥିଲା। ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ

କାଳ ବୈଶାଖୀର ତାଣ୍ଡବ : ପ୍ରବଳ ବର୍ଷା ଓ ପବନରେ ଘରର ଛପର ଉଡ଼ିଲା…

ବାଲିଗୁଡା, ତା, ୨୦/୦୨: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ମଣିପୁର ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ହଠାତ ବର୍ଷା ଓ ପବନ ଯୋଗୁଁ ଏକାଧିକ ଲୋକଙ୍କ ଘରର ଛପର ଉଡିବା ସହ ଆଜବେଷ୍ଟସ ଉଡି ଭାଙ୍ଗି ନଷ୍ଟ ହୋଇଛି। ସୂଚନା ଯେ ପ୍ରତିଦିନ

୪୦ ପରିବାରକୁ ମାତ୍ର ଗୋଟିଏ ନଳକୂପ : ସକାଳ ପାଇଲେ ପାଣି ପାଇଁ ଅଶାନ୍ତି ଆରମ୍ଭ, ସମାଧାନ ପାଇଁ ଦାବୀ…

ବାଲିଗୁଡା ,ତା, ୨୦/୦୨: ଆଗକୁ ଆସୁଛି ଗ୍ରୀଷ୍ମ ପ୍ରବାହ । ହେଲେ ତାହା ପୂର୍ବରୁ ଦେଖା ଦେଇଛି ପାଣି ସମସ୍ୟା । ପାଣି ପାଇଁ ସାହିରେ ଦେଖା ଦେଇଛି ଅଶାନ୍ତି, ସକାଳ ହେଲେ ଝଗଡ଼ା ହେଉଛନ୍ତି ମହିଳା । ଦାରିଙ୍ଗବାଡି ପଞ୍ଚାୟତ ଅନ୍ତର୍ଗତ ଗାର୍ଗାବାଡ଼ି ଗ୍ରାମରେ ଏଭଳି କିଛି ଦୃଶ୍ୟ ଦେଖିବାକୁ

ବ୍ଲକସ୍ତରୀୟ ନିପୁଣ ଓଡିଶା ମେଳା

ଛତ୍ରପୁର,୧୯/୨ : ଜାତୀୟ ଶିକ୍ଷାନୀତି -୨୦୨୦ ଉପରେ ଆଧାରିତ ବ୍ଳକ୍ ସ୍ତରୀୟ ଓ ଏନ ସି କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା କାର୍ଯ୍ୟକ୍ରମ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜିତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ

ମା’ ରାମଚଣ୍ଡୀ ମହୋତ୍ସବର ଅନ୍ତିମ ଦିନ : ମୁଖ୍ୟ ଆକର୍ଷଣ କଣ୍ଠଶିଳ୍ପୀ ସୁଶ୍ରୀ ପ୍ରଜ୍ଞା ହୋତା

ମା' ରାମଚଣ୍ଡୀ ମହୋତ୍ସବର ଅନ୍ତିମ ଦିନରେ ମୁଖ୍ଯ ଆକର୍ଷଣ ଥିଲl କଣ୍ଠଶିଳ୍ପୀ ସୁଶ୍ରୀ ପ୍ରଜ୍ଞା ହୋତା ଓ ଓଡ଼ିଆ ଚଳଚିତ୍ର ଜଗତର ସୁପରହିଟ ନାୟିକା ସୁଶ୍ରୀ ଶୀତଲ ପାତ୍ର ll କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ଙ୍କ ସଂଗୀତ ରେ ଝୁମିଲେ ଦର୍ଶକ, ଓ କମ୍ପିଲା ମଞ୍ଚ l ଛତ୍ରପୁର : ଗଞ୍ଜାମ ବ୍ଲକ

ବ୍ରହ୍ମପୁର ସହରର ବିଭିନ୍ନ ଜନ ସମସ୍ୟା ସମାଧାନ ଦାବୀରେ ସିପିଆଇ ପକ୍ଷରୁ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ…

ବ୍ରହ୍ମପୁର, ତା ୧୯/୨-ବ୍ରହ୍ମପୁର ପୌର ପରିଷଦ ରୁ ମହାନଗର ନିଗମ କୁ ଉନ୍ନୀତ ହୋଇଥିଲେ ମଧ୍ୟ ସହରର ଅଧିବାସୀ ମାନେ ପୌର ପରିଷଦ ଅଧିନରେ ମିଳୁଥିବା ସୁବିଧା ସୁଯୋଗ ଆଜିଯାଏଁ ପାଇବାରୁ ବଂଚିତ ରହିଛନ୍ତି । ଫଳରେ ୧୫୦ ବର୍ଷ ପୁରାତନ ଏହି ସହରର ରାସ୍ତା ଘାଟ, ନାଳ ନର୍ଦ୍ଦମା, ପରିମଳ ବ୍ୟବସ୍ଥା

ଆଠ ମାସ ହେଲା ବିଏସଏନଏଲ ନେଟୱାର୍କ ଅଚଳ : ଅଧିକାରୀ ମାନଙ୍କୁ ତାଲା ପକାଇଲେ ଉତ୍ୟକ୍ତ ଗ୍ରାମବାସୀ…

ବାଲିଗୁଡ଼ା, ତା, ୧୯/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ସୁବର୍ଣ୍ଣଗିରି ପଞ୍ଚାୟତରେ ଆଜକୁ ଆଠ ମାସ ହେଲା କାମ କରୁନି ବିଏସଏନଏଲ ନେଟୱର୍କ। ଯାହା ଫଳରେ ଗ୍ରାମବାସୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଦାବି ସତ୍ବେ ସମସ୍ୟାର ସମାଧାନ

ରାସ୍ତାକଡ ଫାଷ୍ଟଫୁଡ ଦୋକାକୁ ଧକ୍କା ଦେଇ ଓଲଟିଲା କାର…

ହିଞ୍ଜିଳିକାଟୁ, ତା ୧୯।୨(): ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ହିଞ୍ଜିଳି ଥାନା ସିନେମାହଲ ଛକରେ ରାସ୍ତା କଡରେ ଥିବା ଏକ ଫାଷ୍ଟଫୁଡ ଦୋକାନ ଧକ୍କା ଦେଇ ଏକ କାର୍ ଓଲଟି ପଡିଛି। ଦୂର୍ଘଟଣାରେ କୈାଣସି ଧନଜୀବନ ନଷ୍ଟ ହୋଇନଥିବା ବେଳେ ଗାଡି ଧକ୍କାରେ ଫାଷ୍ଟଫୁଡ ଦୋକାନଟି

ଲୁଟ ଘଟଣାରେ ୩ଜଣକୁ ଗିରଫ କଲା ଗୋଳନ୍ଥରା ପୁଲିସ

ବ୍ରହ୍ମପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ କେ.ସୁମାଣ୍ଡି ଗ୍ରାମର କେ. ଆପନ୍ନା ପାତ୍ର ତାଙ୍କ ଧର୍ମପତ୍ନୀ କେ. ସଙ୍ଗୀତା ପାତ୍ରଙ୍କ ସହିତ ବ୍ରହ୍ମପୁରରୁ ନିଜ ଗ୍ରାମ ସୁମାଣ୍ଡି କୁ ଫେରୁଥିବା ବେଳେ ହଳଦିଆପଦର ଓଭରବ୍ରିଜରେ ଦୁଇଜଣ ଯୁବକ କେଟିଏମ୍ ବାଇକ ରେ ଆସି ତାଙ୍କୁ ଇଛାପୁରମ ଯିବା ରାସ୍ତା

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାହାର ଓ ଚେନ୍

ହିଞ୍ଜିଳିକାଟୁ : ଗତ କିଛି ମାସର ବ୍ୟବଧାନ ପରେ ହିଞ୍ଜିଳି ଥାନା ଇଲାକାରେ ପୁଣିଥରେ ଲୁଟେରା ଗ୍ୟାଙ୍ଗଙ୍କ ପାର୍ଦୁଭାବ ଦେଖିବାକୁ ମିଳିଛି। ଜୈନିକ ଦମ୍ପତି ଜଣେ ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବାକୁ ମୋଟର ସାଇକେଲରେ ଯାଉଥିବା ବେଳେ ୨ ଲୁଟେରା ଦମ୍ପତିଙ୍କ ପିଛା କରି ମହିଳାଙ୍କ