Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ
ନବରଙ୍ଗପୁର : ଆଜି ପୌରପାଳିକା ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ମୁଖ୍ୟ!-->…
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତହିଞ୍ଜିଳିକାଟୁ ବ୍ଳକର ପାସହାର ୯୮.୩୯%…
ଏ-୧ ରେ ୬ ପରୀକ୍ଷାର୍ଥୀ, ରୋଶନ ବେହେରା ବ୍ଳକ ଟପ୍ପରହିଞ୍ଜିଳିକାଟୁ, ତା ୩।୫(): ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪-୨୫ ଶିକ୍ଷାବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ରାଜ୍ୟରେ ପାସହାର ୯୫% ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକର!-->…
ଆଦିବାସୀଙ୍କ ଜମି ବଙ୍ଗୀୟ ଅନୁପ୍ରବେଶକାରୀଙ୍କ ଜବର ଦଖଲରୁ ଉଛେଦ କରି ଆଦିବାସୀଙ୍କୁ ହସ୍ତାନ୍ତର ଦାବିକଲା ମିଳିତ…
ମାଲକାନଗିରି, ୩।୫ ମାଲକାନଗିରି ଜିଲ୍ଲାରେ ଆଦିବାସୀ ବଙ୍ଗାଳି ମଧ୍ୟରେ ଜମି ବିବାଦ କଥା କିଛି ନୁଆ କଥା ନୁହଁ। ପ୍ରତ୍ୟକ ବର୍ଷ ଜିଲ୍ଲାର ବିଭିନ୍ନ ଅଂଚଳରେ ବଙ୍ଗାଳି ଆଦିବାସୀ ମଧ୍ୟରେ ଜମିଜମା ସଂଘର୍ଷ ଲାଗିରହିଥାଏ। କିନ୍ତୁ ସମସ୍ତ ଘଟଣା ଲୋକଲୋଚନକୁ ଆସୁନାହିଁ। ନିକଟରେ ଚିତ୍ରକୋଣ୍ଡା ତହସିଲ!-->…
ମାଲକାନଗିରି ରେ ପ୍ରେସ ସ୍ଵାଧୀନତା ଦିବସ ପାଳିତ…
ମାଲକାନଗିରି, ୩।୫ ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ନାଲିଷ୍ଟସ୍ (ଏସ୍ୟୁଜେ) ଓଡ଼ିଶା ମାଲକାନଗିରି ଜିଲ୍ଲା ଶାଖା ତରଫରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ" ପାଳିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ସମୟରେ ଜୀବନ ହରାଇଥିବା ସାମ୍ବାଦିକ ଓ ପହଲଗାଓରେ ହୋଇଥିବା!-->…
ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କଚ୍ଛପ ଗତିରେ ଚାଲିଥିବା ପଟ୍ଟା ପ୍ରଦାନ ପାଇଁ ବନ୍ଦୋବସ୍ତ ପ୍ରକ୍ରିୟା ସରକାର ପକ୍ଷରୁ…
ସାଧାରଣରେ ତୀବ୍ର ପ୍ରତିକ୍ରିୟା ..!ବ୍ରହ୍ମପୁର : ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଜନସାଧାରଣ ଜନତା ସ୍ଥାୟୀ ଭାବେ ଶହ ଶହ ବର୍ଷ ଧରି ଗୃହ ନିର୍ମାଣ କରି ଆସୁଛନ୍ତି। ହେଲେ ବିଭିନ୍ନ ଆଳ ଦେଖାଇ ସାଧାରଣର ଜନତାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାରେ ସରକାର ବିଫଳ ହୋଇଛନ୍ତି। ଗତ ୨୦୧୭!-->…
ନବରଙ୍ଗପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ-୨୦୨୫
ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି!-->…
ରାଜ୍ୟସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ
ବାଲିଗୁଡା : ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ‘ବିଶ୍ୱ ପ୍ରେସ ଦିବସ’ ଅବସରରେ ଆୟୋଜିତ ହୋଇଯାଇଛି ଦୁଇଦିନିଆ ରାଜ୍ୟ ସ୍ତରୀୟ ଫଟୋ ପ୍ରଦର୍ଶନୀ - ୨୦୨୫।!-->…
ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଶତପ୍ରତିଶତ ସଫଳତା
ଛତ୍ରପୁର : ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଛାତ୍ର ସୁରଜ କୁମାର ଗୌଡ ସଦ୍ୟତମ ପ୍ରକାଶିତ ଦଶମ ଶ୍ରେଣୀର ବାର୍ଷିକ ବୋର୍ଡ ପରୀକ୍ଷାରେ ୫୬୭ ନମ୍ବର (୯୪.୫%)ରଖି ଛତ୍ରପୁର ବିଦ୍ୟାଳୟର ଟପ୍ପର ହୋଇଛନ୍ତି।
ସେହିପରି ବିଦ୍ୟାଳୟର ମୋଟ ୧୦୮ ଜଣଙ୍କ ମଧ୍ଯରୁ A1 ୫ଜଣ,A2 ୧୪ଜଣ,B1 ୩୩ ଜଣ,!-->!-->!-->…
ମାଟ୍ରିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀଙ୍କ ସଫଳତା : ସମଗ୍ର କନ୍ଧମାଳ ଜିଲ୍ଲାରେ ଶତକଡା ହାର ୯୭.…
କନ୍ଧମାଳ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସୁଶ୍ରୀ ସମ୍ପନ୍ନା!-->…
ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ
କନ୍ଧମାଳ : ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ଶୁଣାଣି କରି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ ଅଦାଲତ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ଅଭିଯୁକ୍ତକୁ ୨୫ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକ ୭ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ!-->…