Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାଜ୍ୟ ସ୍ୱାର୍ଥ ବିରୋଧି ଖଣି ଓ ଖଣିଜ ପଦାର୍ଥ ବିକାଶ ଓ ନିୟମାବଳୀ ସଂଶୋଧନ ଆଇନ -୨୦୨୬ ତୁରନ୍ତ ପ୍ରତ୍ୟାହାର ଦାବୀରେ…
ନୟାଗଡ଼, ୨୪/୦୮(ନିସର୍ତ୍ତ) : କେନ୍ଦ୍ର ସରକାର ଏକ ତରଫା ଭାବେ ଗ୍ରହଣ କରିଥିବା ଖଣି ଓ ଖଣିଜ ପଦାର୍ଥ ବିକାଶ ଓ ନିୟମାବଳି ସଂଶୋଧନ (MMDR )-- ୨୦୨୬ ଆଇନକୁ ରଦ୍ଦ କରିବା କିମ୍ବା ତୁରନ୍ତ ପ୍ରତ୍ୟାହାର କରିବା ଦାବୀରେ କଂଗ୍ରେସ, ସିପିଆଇ (ଏମ ) ଓ ସମାଜବାଦୀ ପାର୍ଟି ତରଫରୁ ଏକ ମିଳିତ!-->!-->!-->…
ରାଜସୁନାଖଳା କଲେଜରେ ଆତ୍ମା ସୁରକ୍ଷା ତାଲିମ ପ୍ରଶିକ୍ଷଣ ଶିବିର ଉଦଘାଟିତ
ନୟାଗଡ଼,୨୪/୮(ନିସର୍ତ୍ତ): ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶକ୍ରମେନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶକ୍ତି ଶ୍ରୀ ସେଲ ତରଫରୁ ସୋମବାର ଆତ୍ମା ସୁରକ୍ଷା ତାଲିମ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଅଛି । ଏହି!-->…
ବୋରିଗୁମ୍ମାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି : ୪୭ଟି ଅଭିଯୋଗ ଗ୍ରହଣ, ୩ଟିର ତୁରନ୍ତ ସମାଧାନ
ବୋରିଗୁମ୍ମା/କୋରାପୁଟ : ବୋରିଗୁମ୍ମା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏଥିରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି-ଅଭିଯୋଗ ଶୁଣିଥିଲେ।
ଏହି!-->!-->!-->!-->!-->!-->!-->…
ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ : ଅଞ୍ଚଳର ବିକାଶ ପୁରୁଷ ଥିଲେ : ସାଂସଦ
ବାଲିଗୁଡା ,ତା, ୨୪/୦୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କ ପ୍ରଥମ ବାର୍ଷିକୀ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ସଭାଗୃହ ପର୍ଯ୍ୟନ୍ତ ଆସିଥିଲା । ସଭାଗୃହ!-->…
ଗଞ୍ଜାମ ବ୍ଲକରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର : ୧୫୫ଟି ଅଭିଯୋଗର ଶୁଣାଣୀ
୧୦ ଜଣଙ୍କୁ ରାସନ କାର୍ଡ ଏବଂ ୧୪ ଜଣଙ୍କୁ ନୂଆ ପେନସନ ଯୋଜନାର ସୁବିଧା ପ୍ରଦାନ
ଛତ୍ରପୁର : ଗଞ୍ଜାମ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଗଞ୍ଜାମ ଆରକ୍ଷୀ!-->!-->!-->…
ଶ୍ରାବଣ ଶେଷ ସୋମବାରରେ ଜଳାଭିଷେକ ପାଇଁ ଜାଲେଶପଟ୍ଟାର ଜଳେଶ୍ୱରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼
ବାଲିଗୁଡା : ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଥିବା ବିଭିନ୍ନ ଶୈବପୀଠ ରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆ ମାନେ ଗେରୁଆ ବସ୍ତ୍ର ପରିଧ୍ୟାନ ପୂର୍ବକ ଶିବ ଭକ୍ତମାନେ ନିଜ ମାନସିକ ପୂରଣ!-->…
ସୁସ୍ମିତା ଆଣିଲେ ଗୌରବ
ସୁନ୍ଦରଗଡ : ବିଜ୍ଞାନ ସଦା ବେଳେ ଚାହେଁ ପ୍ରୋତ୍ସାହନ। କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନକୁ ଆଗକୁ ବଢ଼ାଇବା ପାଇଁ ଜଣେ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଅବଦାନ ଅତ୍ୟନ୍ତ ଜରୁରୀ। ଶିକ୍ଷାର୍ଥୀଙ୍କ ମନ ଭିତରେ ସେହି ଭାବନାକୁ ଜାଗ୍ରତ କରିବା ପାଇଁ ସେହି ଭଳି ପ୍ରେରଣାଦାୟୀ ଓ!-->…
ସକ୍ଷମ ଅନୁଷ୍ଠାନର ସମନ୍ୱୟ ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼ : ବନ୍ଧପାଲି ନିକଟସ୍ଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ଷମ ପକ୍ଷରୁ ଗତକାଲି ଏକ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ୧୯ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଓରାମ ସାଂସ୍କୃତିକ ସମାଜର ସଦସ୍ୟ ଓ ସଦସ୍ୟାମାନଙ୍କ ସହିତ ୨ଟି କୃଷକ ସଂଗଠନର କାର୍ଯ୍ୟକର୍ତ୍ତାମାନେ!-->…
ବିଜୁ ମହିଳା ଜନତାଦଳର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ହେଲେ ସୁସଂଗଠିକା ଅନିମା
ଆସିକା : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର ମୟୂରଭଂଜ, ବାଲେଶ୍ୱର, ଗଞ୍ଜାମ, କଟକ ମହାନଗର ସାଙ୍ଗଠନିକ ଜିଲ୍ଲାର ମହିଳା ସଭାନେତ୍ରୀ ଏବଂ କାର୍ଯ୍ୟକାରୀ ସଭାନେତ୍ରୀ ମାନଙ୍କ ନାମ ଘୋଷଣା କରିଛନ୍ତି । ବିଜୁ ମହିଳା ଜନତା ଦଳର ଗଞ୍ଜାମ ଜିଲ୍ଲା ଅନ୍ୟତମ କାର୍ଯ୍ୟକାରୀ ସଭାନେତ୍ରୀ!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ‘ଗ୍ରୀନ୍ ଚାମ୍ପିଅନ୍’ମାନଙ୍କୁ ସମ୍ବର୍ଦ୍ଧନା
ବ୍ରହ୍ମପୁର: ସ୍ୱଚ୍ଛ ଶକ୍ତି ଓ ସ୍ଥାୟୀ ଭବିଷ୍ୟତ ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ, ସ୍ୱାଧୀନତା ଦିବସ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗ୍ରାହକ ଓ କର୍ମଚାରୀମାନଙ୍କୁ ‘ଗ୍ରୀନ୍ ଚାମ୍ପିଅନ୍’ ଭାବେ!-->…