Browsing Category

ଆଞ୍ଚଳିକ

କେନ୍ଦ୍ର ସମବାୟ ବ୍ୟାଙ୍କ ଓଡ଼ଗାଁ ଶାଖା ସ୍ଥାନାନ୍ତର: ନୂତନ କାର୍ଯ୍ୟାଳୟକୁ ଜିଲ୍ଲାପାଳ ଉଦ୍ଘାଟନ କଲେ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଓଡ଼ଗାଁ ସହରର ସନ୍ତୋଷୀମା ମନ୍ଦିର ନିକଟକୁ ସ୍ଥାନାନ୍ତରିତ ହୋଇଛି ।ଏହି ନୂତନ କାର୍ଯ୍ୟାଳୟକୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଉକ୍ତ ବ୍ୟାଙ୍କ ଶାଖା ଦୀର୍ଘ ଦିନ ଧରି…

ଲକ୍ଷଲକ୍ଷ ଟଙ୍କା ଠକେଇ ମାମଲାରେ ପୋଷ୍ଟମାଷ୍ଟର ଗିରଫ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସାଇନ୍ ପଡା ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରମେଶ ଚନ୍ଦ୍ର ସାହୁ ଜନସାଧାରଣଙ୍କ ଲକ୍ଷ ଲକ୍ଷ ଟଙ୍କା ଠକି ବୁଧବାର ପୋଲିସ ହାବୁଡ଼ରେ ପଡ଼ି କୋର୍ଟ ଚାଲାଣ ହୋଇଛି। ପୋଲିସ ସୂଚନା ଅନୁସାରେ ଉକ୍ତ ପୋଷ୍ଟ ଅଫିସରେ ୨୦୨୧…

ଅବିଭକ୍ତ କୋରାପୁଟ ଜିଲାରେ ବନ୍ଦ ଓ ମିଶ୍ରଣ ହୋଇଛି ୬୮୬ ସ୍କୁଲ

ରାୟଗଡ଼ା : ଅବିଭକ୍ତ କୋରାପୁଟ ଜିଲାରେ ୬୮୬ ସରକାରୀ ସ୍କୁଲ ବନ୍ଦ ଓ ମିଶ୍ରଣ ହୋଇଛି। ଆଦିବାସୀ ବହୁଳ କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ଓଡ଼ିଶା ସରକାର ଗତ ପାଞ୍ଚ ବର୍ଷ ମଧ୍ୟରେ ୬୮୬ଟି ସ୍କୁଲ ବନ୍ଦ ଓ ମିଶ୍ରଣ କରିଛନ୍ତି। ଅଭିିଭକ୍ତ କୋରାପୁଟ ଜିଲାରେ ସରକାରୀ ଓ…

ଭୁବନେଶ୍ୱର OFDRA କ୍ୟାମ୍ପସରେ ମଲ୍ ଓ ମଲ୍ଟିପ୍ଲେକ୍ସ ମାଲିକ ଓ କର୍ମଚାରୀଙ୍କ ନିମନ୍ତେ ଅଗ୍ନି ନିରାପତ୍ତା ସଚେତନତା…

ଭୁବନେଶ୍ୱର : ଆଜି ଓଡ଼ିଶା ଅଗ୍ନିଶମ ଏବଂ ବିପତ୍ତି ନିସ୍ତାର ପ୍ରତିଷ୍ଠାନ (OFDRA), ଭୁବନେଶ୍ୱରଠାରେ ଦୈତ୍ୟନଗରୀ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ମଲ୍ ଏବଂ ମଲ୍ଟିପ୍ଲେକ୍ସ ପରିଚାଳକ, ମାଲିକ ଓ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ନେଇ ଏକ ଅଗ୍ନି ନିରାପତ୍ତା ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ।…

ସ୍ତ୍ରୀର ଜାଲ ଦସ୍ତଖତ କରି ୪୦ ଲକ୍ଷ ଟଙ୍କାର ଋଣ ଉଠାଇଲେ ସ୍ୱାମୀ: କେନ୍ଦୁଝରରୁ ଗିରଫ କଲା ଖାରବେଳ ନଗର ପୁଲିସ

ଭୁବନେଶ୍ୱର: ସ୍ତ୍ରୀର ବିଶ୍ୱାସରେ ବିଷ ଦେଲେ ସ୍ୱାମୀ। ପତ୍ନୀଙ୍କ ଅଜାଣତରେ ତାଙ୍କର ଜାଲ ଦସ୍ତଖତ ଓ ନକଲି କାଗଜପତ୍ର ବ୍ୟବହାର କରି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କାର ଋଣ ଉଠାଇ ନେଇଥିଲେ। ଶେଷରେ ପତ୍ନୀଙ୍କ ଅଭିଯୋଗ କ୍ରମେ ଖାରବେଳ ନଗର ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ…

ବିଧାନସଭାଠାରେ ମା’ ରମାଦେବୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ମା’ ରମାଦେବୀ ହେଉଛନ୍ତି ସଂଗ୍ରାମ, ତ୍ୟାଗ, ସାଂପ୍ରଦାୟିକ ସଦ୍‌ଭାବନା, ମାନବିକତା, ପ୍ରତିବଦ୍ଧତା ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ । ପ୍ରାଚୁର୍ଯ୍ୟରୁ ଆସି ସେ ସରଳତାକୁ ଗ୍ରହଣ କରିଥିଲେ । ଘରକୋଣରୁ ବାହାରି ଜାତୀୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ଲବଣ ସତ୍ୟାଗ୍ରହ, ଭାରତଛାଡ଼…

ସାଙ୍ଗକୁ ଲୁଟିବାକୁ ଡକାୟତ ଲଗାଇଲା ସାଙ୍ଗ, ୨୦ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ…

ମୁଖ୍ୟ ଷଡ଼ଯନ୍ତ୍ରକାରୀ ସରୋଜ ଓ ସହଯୋଗୀ ଗିରଫ ଭୁବନେଶ୍ୱର/ପାହାଳ : ବିଶ୍ୱାସରେ ବିଷ ଦେଲା ସାଙ୍ଗ। ଏକାଠି ବସି ହୋଟେଲରେ ଖାଇଲେ, ଗପସପ ହେଲେ, କିନ୍ତୁ ତଳେ ତଳେ ସାଙ୍ଗକୁ ଲୁଟିବା ପାଇଁ ଡକାୟତଙ୍କୁ ଖବର ଦେଲେ। ପାହାଳ ଥାନା ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ୨୦ ଲକ୍ଷ ଟଙ୍କା ଲୁଟ୍…

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସମାରୋହ

କୋରାପୁଟ : ଜିଲ୍ଲା ପ୍ରଶାସନ କୋରାପୁଟ (ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଉପ-ବିଭାଗ) ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-2025 କୋରାପୁଟ ସ୍ଥିତ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋରାପୁଟଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ କରିବାର…

ଡାକ୍ତର କେ.ଲକ୍ଷ୍ମୀବାଇଙ୍କୁ ସମ୍ବର୍ଦ୍ଧନା କଲେ ଭାଜପା ଜିଲ୍ଲା ସଭାପତି ସରୋଜ ସାବତ

ବ୍ରହ୍ମପୁର : ବ୍ରହ୍ମପୁର ଭାବା ନଗରସ୍ଥିତ ବ୍ରହ୍ମପୁର ସ୍ତ୍ରୀ ରୋଗ ବିଶେଷଙ୍ଗ ଅବସର ପ୍ରାପ୍ତ ପ୍ରଫେସର ଡାକ୍ତର ଲକ୍ଷ୍ମୀ ବାଇ ଶତାୟୁ ମହିଳା ନିଜର ସେବା ଓ ନିକଟରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ନିଜର ସଞ୍ଚିତ ଧନ ୩ କୋଟି ୪୦ ଲକ୍ଷ୍ୟ ଟଙ୍କା ସ୍ତ୍ରୀ ରୋଗ (କର୍କଟ ) ସେବା ପାଇଁ ଦାନ…