Browsing Category

ଆଞ୍ଚଳିକ

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ରାଈକିଆ : କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ବ୍ଲକ ପରିସରରେ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଏହି ଯୋଜନାର ରାଜ୍ୟସ୍ତରୀୟ ଉଦ୍‌ଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଥିଲା।

ଲୋ ଭୋଲ୍ଟେଜ ସମସ୍ୟାକୁ ନେଇ ରାସ୍ତା ଅବରୋଧ

ଉମରକୋଟ /ରାଇଘର : ଲୋ ଭୋଲ୍ଟେଜ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗତ ୨୧ ତାରିଖଦିନ ୪୦ ନଂ ଜାତୀୟ ରାଜପଥ ଉମରକୋଟ ଓ ରାଇଘର ରାସ୍ତା ଅବରୋଧ କରି ଅଖ ଚଖ ବନ୍ଦ କରିଥିଲେ | କିନ୍ତୁ ଗୋଟିଏ ସପ୍ତାହ ନ ପୁରିନୁ ପୁଣି ଆଜି ପାଞ୍ଚୋଟି ପଂଚାୟତର ଚାଷୀକୁଳ ଆନ୍ଦୋଳନକୁ ଓଲ୍ଲେଇ ଉମରକୋଟ ରୁ

ଅନ୍ୱେଷା ଅନ୍ତେବାସୀ ପରିବାରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ଅଗ୍ନିପୁର ପଞ୍ଚାୟତ ର ଟିର୍ଲି ଆମ୍ବଗୁଡା ସ୍ଥିତ ଅନ୍ୱେଷା ଅନ୍ତେବାସୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ନବରଙ୍ଗପୁର ଗୌରୀଶଙ୍କର ମାଝି, ସମ୍ମାନିତ ଅତିଥି ଭାବେ ଅଗ୍ନିପୁର ପଞ୍ଚାୟତର ସରପଞ୍ଚ

ରାଜକବି କୃଷ୍ଣସିଂହ ଜୟନ୍ତୀ ଆସିକା ଠାରେ ପାଳିତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ଆସିକା ଠାରେ ରାଜକଵି କୃଷ୍ଣସିଂହ ଜୟନ୍ତୀ ମହାସମାହରେ ପାଳିତ ହୋଇଯାଇଛି। ସ୍ଥାନୀୟ କୃଷ୍ଣସିଂହ ସାହିତ୍ୟ ପରିଷଦ ର ୮୧ ତମ ପ୍ରତିଷ୍ଠା ଦିବସ ଓ ରାଜକବି କୃଷ୍ଣସିଂହ ଜୟନ୍ତୀ ପରିଷଦ ର ସଭାପତି ପ୍ରଫେସର ମେଜର ରମାରମଣ ପାଢ଼ୀ ଅଧକ୍ଷତାରେ ଏହି

ଚିତ୍ରକୋଣ୍ଡା ଏସଏସଡି ହାଇସ୍କୁଲର ବାର୍ଷିକ ଉତ୍ସବ ଆଡମ୍ବର ସହ ପାଳିତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସ ଏସ ଡି ହାଇସ୍କୁଲ ର ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ବିଶ୍ବାଳ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଲିମେଳା ଜଳ ବିଦ୍ୟୁତ

ଉଦଘାଟିତ ହେଲା ଅନ୍ତ୍ୟୋଦୟ ଗୃହ ଯୋଜନା

ଚିକିଟୀ -- ଏହି ବ୍ଲକରେ ଆଜି ଓଡିଶା ସରକାରଙ୍କ ଦ୍ୱାରା ପ୍ରଚଳିତ ଅନ୍ତ୍ୟୋଦୟ ଗୃହ ନିର୍ମାଣ ସକାଶେ କାର୍ଯ୍ୟାଦେଶ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ କର କମଳରେ ବଣ୍ଟନ କରଯାଇଥିଲା l ପ୍ରଥମେ ରାଜ୍ୟର କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ଠାରେ ଏହି ଯୋଜନାର

ଵାସନ୍ତିକ ଦୁର୍ଗୋତ୍ସଵ ପାଇଁ ମାଁ ରାମଚଣ୍ଡୀ ଙ୍କ ପୀଠ ଚଳଚଞ୍ଚଳ

🚩ଜୟ ମାଁ ରାମଚଣ୍ଡୀ 🚩 ଛତ୍ରପୁର : ଚଳିତ ବର୍ଷ ସମସ୍ତ ଦେବୀ ପୀଠ ମାନଙ୍କରେ ଚୈତ୍ରନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି l ଏହି ନବରାତ୍ରୀ ପୂଜାକୁ ଵାସନ୍ତିକ ଦୁର୍ଗୋତ୍ସଵ ମଧ୍ୟ୍ୟ କୁହାଯାଏ l ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ନୀଳାଦ୍ରୀପୁର ଠାରେ ଅବସ୍ଥିତ ପ୍ରସିଦ୍ଧ

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ : ଷଷ୍ଠଥର ଭାବେ ସଭାପତି ନିର୍ବାଚିତ ହେଲେ ପ୍ରଦୀପ

ଛତ୍ରପୁର : ଛତ୍ରପୁର ଓକିଲସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ ମତଦାନ ହେବା ସହିତ ଫଳାଫଳ ଘୋଷାଣ ହୋଇଯାଇଛି । ଓକିଲ ସଂଘର ସଭାପତି ପଦବୀ ନିମନ୍ତେ ପ୍ରଦୀପ କୁମାର ପାଢୀ ଓ ସଞ୍ଜୟ କୁମାର

ନବଜୀବନ “ବସନ୍ତ ମହୋତ୍ସବ”ର ଦ୍ଵିତୀୟ ସନ୍ଧ୍ୟା

ସୁନ୍ଦରଗଡ - ସୁନ୍ଦରଗଡର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ନବଜୀବନ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ କରିଛି ସୁନାମଧନ୍ୟ ନାଟ୍ୟକାର, ନିର୍ଦ୍ଦେଶକ, ପ୍ରଯୋଜକ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ମାନସପୁତ୍ର "ବସନ୍ତ ମହୋତ୍ସବ"। ଦୀର୍ଘ ପଚିଶି ବର୍ଷ ତଳେ ଏହି ମହୋତ୍ସବର ବୀଜବପନ

ସୁନ୍ଦରଗଡ ଟିଙ୍କରିଙ୍ଗ ଫେଷ୍ଟ ୨୦୨୫…

ସୁନ୍ଦରଗଡ - ୨୯.୦୩.୨୫ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହଯୋଗରେ ସୁନ୍ଦରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ସୁନ୍ଦରଗଡ ଟିଙ୍କରିଙ୍ଗ ଫେଷ୍ଟ ୨୦୨୫ ଆଜି ସ୍ଥାନୀୟ ସାଧ୍ୱୀ ମେରି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ