Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗଡ଼ ଥାନା ପକ୍ଷରୁ ପାବୁରିଆ ହାଇସ୍କୁଲ ସଭାଗୃହ ପରିସରରେ ନିଶାମୁକ୍ତ ଓଡିଶା ଅଭିଯାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସାରଙ୍ଗଡ଼ ଥାନା ଅଧିକାରୀଣୀ ସ୍ମିତା ଜେନା ଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି l!-->…
ଦାରିଙ୍ଗବାଡି ସରପଞ୍ଚଙ୍କ ପଦଚ୍ୟୁତ କଲେ କନ୍ଧମାଳ ଜିଲ୍ଲାପାଳ
ବାଲିଗୁଡା, ତା, ୨୧/୦୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲିକଙ୍କୁ ପଦଚ୍ୟୁତ କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୧୨୩୩/୧୯.୦୮. ୨୦୨୬ ରେ ଜାରି ହୋଇଛି। ସରପଞ୍ଚ ପଦଚ୍ୟୁତ!-->…
POCSO ଅଦାଲତ : ସୁନ୍ଦରଗଡ଼ଙ୍କ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ କରାଯାଇ ପ୍ରତ୍ୟେକଙ୍କୁ ଆଜୀବନ କାରାଦଣ୍ଡ ସହିତ…
ସୁନ୍ଦରଗଡ଼ ଜିଲ୍ଲାର ତଦନ୍ତକାରୀ ଅଧିକାରୀ ପୂର୍ବତନ ଏସ୍. ଆଇ. ଅଲେଖ ଚନ୍ଦ୍ର ସେଠୀଙ୍କ ନିଷ୍ଠାପୂର୍ଣ, ଦକ୍ଷ ଓ ପ୍ରଶଂସନୀୟ ପ୍ରୟାସ ଯୋଗୁଁ ଲହୁଣୀପଡ଼ା ଥାନା କେସ୍ ନଂ. ୧୩୮, ତା ୨୮.୧୦.୨୦୧୮, ଧାରା ୩୭୬-DA/୫୦୬ IPC ସହିତ POCSO Act ର ଧାରା ୬ ଅନୁଯାୟୀ ରୁଜୁ ମାମଲାରେ ସଫଳତାର ସହ!-->…
ଏକ ସପ୍ତାହ ହେଲା କିଲୋ ଗ୍ରାମ ପ୍ରତି ୪୬ ରୁ ୭୦ କୁ ଲମ୍ପ ମାରିଲା ଚିନି ଦର….!
ବ୍ରହ୍ମପୁର: ଆଳୁ, ଟମାଟ, ଅଦା ଓ ରସୁଣ ପରେ ଚିନି ଦର ହୁ ହୁ ହୋଇ ବଢ଼ି ଚାଲିଛି। ଗତ ଏକ ସପ୍ତାହ ହେଲା ଚିନି ଦର କିଲୋଗ୍ରାମ ପ୍ରତି ୨୦ ଟଙ୍କା ବୃଦ୍ଧି ହୋଇଛି। ଦୀର୍ଘ ଦିନ ହେଲା ଚିନି ଦର କିଲୋଗ୍ରାମ ପ୍ରତି ୪୬ ଟଙ୍କା ଥିଲା ଏକ ସପ୍ତାହ ହେଲା କିଲୋଗ୍ରାମ ପ୍ରତି ବଜାର ରେ ୭୦ ଟଙ୍କା ରେ!-->…
ବାଲିଗୁଡାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ଉଦଘାଟିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ରସ୍ତୁତି ଲାଇବେରୀ ଠାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଙ୍କ କରକମଳରେ ପ୍ରସ୍ତୁତି ଲାଇବେରୀ ଗୃହ ଠାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ର ଶୁଭାରମ୍ଭ ହୋଇଛି |!-->!-->!-->…
ଗଞ୍ଜାମ ଗସ୍ତରେ ବିଧାନସଭାର ଗୃହ କମିଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନସ୍ୱାର୍ଥ ପ୍ରସଙ୍ଗର ସମୀକ୍ଷା
ଛତ୍ରପୁର : ଓଡ଼ିଶା ବିଧାନସଭାର ଗୃହ କମିଟି (ସବମିଶନ) ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସ୍ଥିତି, କାର୍ଯ୍ୟ ଅଗ୍ରଗତି ଏବଂ ଜନସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗର ସମୀକ୍ଷା କରିଛନ୍ତି।
କମିଟିର ସଦସ୍ୟ ଆସିକା ବିଧାୟକ!-->!-->!-->…
ଏଆଇ ମାଧ୍ୟମରେ ସୁପ୍ରିମକୋର୍ଟ ରାୟର ଆଞ୍ଚଳିକ ଭାଷାରେ ଅନୁବାଦ ଉପରେ ସଚେତନତା
ଭିଡିଓ କନଫରେନ୍ସିଂ, ଆଇସିଟି ଓ ମଧ୍ୟସ୍ଥତା ବ୍ୟବସ୍ଥା ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ
ବ୍ରହ୍ମପୁର : ନ୍ୟାୟ ବ୍ୟବସ୍ଥାକୁ ଅଧିକ ସରଳ, ସୁଗମ, ପ୍ରଯୁକ୍ତିମୁଖୀ ଓ ଜନସାଧାରଣଙ୍କ ନିକଟତର କରିବା ଲକ୍ଷ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଗଞ୍ଜାମ ପକ୍ଷରୁ ବ୍ରହ୍ମପୁରସ୍ଥିତ ଆଞ୍ଚଳିକ!-->!-->!-->!-->!-->…
ଗଞ୍ଜାମ ଗସ୍ତରେ ଆସୁଛନ୍ତି ବିଧାନସଭାର ଗୃହ କମିଟି : ବିଭିନ୍ନ ଉନ୍ନୟନ ପ୍ରକଳ୍ପର କରିବେ ସ୍ଥିତି ଅନୁଧ୍ୟାନ
ଛତ୍ରପୁର : ଓଡ଼ିଶା ବିଧାନସଭାର ଗୃହ କମିଟି (ଉପସ୍ଥାପନ) ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ କମିଟିର ସଦସ୍ୟମାନେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହ ସେଗୁଡ଼ିକର!-->…
ବ୍ଲକସ୍ତରୀୟ ଦୁଇ ଦିନିଆ ନବ ଭାରତ ସାକ୍ଷରତା (ଉଲ୍ଲାସ) କାର୍ଯ୍ୟକ୍ରମ ଉଦ୍ଯାପିତ
ଅଶିକ୍ଷିତ ଓ ଅଧାରେ ପାଠ ଛାଡ଼ିଦେଇଥିବା ଛାତ୍ର ଛାତ୍ରୀଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସାକ୍ଷର କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ
ଛତ୍ରପୁର : ଛତ୍ରପୁରସ୍ଥିତ ପିଏମ୍ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ବ୍ଲକସ୍ତରୀୟ ଦୁଇ ଦିନିଆ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ!-->!-->!-->…
ଗଞ୍ଜାମରେ ୧୨ ସେପ୍ଟେମ୍ବରରେ ତୃତୀୟ ଜାତୀୟ ଲୋକ ଅଦାଲତ
ବ୍ରହ୍ମପୁର : ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ଆସନ୍ତା ୧୨ ସେପ୍ଟେମ୍ବର ୨୦୨୬ରେ ବ୍ରହ୍ମପୁରସ୍ଥିତ ସିଭିଲ୍ କୋର୍ଟ ପରିସରରେ ‘ତୃତୀୟ ଜାତୀୟ ଲୋକ ଅଦାଲତ’ ଅନୁଷ୍ଠିତ ହେବ।
!-->!-->!-->…