Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗଞ୍ଜାମରେ ୧୨ ସେପ୍ଟେମ୍ବରରେ ତୃତୀୟ ଜାତୀୟ ଲୋକ ଅଦାଲତ
ବ୍ରହ୍ମପୁର : ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ଆସନ୍ତା ୧୨ ସେପ୍ଟେମ୍ବର ୨୦୨୬ରେ ବ୍ରହ୍ମପୁରସ୍ଥିତ ସିଭିଲ୍ କୋର୍ଟ ପରିସରରେ ‘ତୃତୀୟ ଜାତୀୟ ଲୋକ ଅଦାଲତ’ ଅନୁଷ୍ଠିତ ହେବ।
!-->!-->!-->…
ଟିପିଏସ୍ଓଡିଏଲ୍ ତରଫରୁ ଭୂତଳ ବିଦ୍ୟୁତ ସଂଯୋଗ ସହିତ ଛତ୍ରପୁରର ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ୀକରଣ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏସ.ପି ଅଫିସ ସମେତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ନିରବଚ୍ଛିନ୍ନ ଭୂତଳ ବିଦ୍ୟୁତ ଯୋଗାଣ
ଏହି ଭରସାଯୋଗ୍ୟ ବିଜୁଳି ସେବାରୁ ଏବେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ବାସିନ୍ଦା ଏବଂ ପ୍ରମୁଖ ବ୍ୟାବସାୟିକ ଅଞ୍ଚଳ ଉପକୃତ
ଉନ୍ନତ ସିଷ୍ଟମ ସହିତ ଉପର ଏବଂ ତଳ ବସ୍!-->!-->!-->!-->!-->!-->…
ବ୍ରହ୍ମପୁର ଆଇଟିଆଇ ସମ୍ମୁଖରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଭଙ୍ଗାରୁଜା – ତୁରନ୍ତ ମରାମତି ଦାବି
ଓଡିଆ ଅସ୍ମିତା ପ୍ରତି ସମ୍ମାନ ରହୁ: ପୂଜ୍ୟ ପୂଜା ସମିତି
ବ୍ରହ୍ମପୁର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଭଙ୍ଗାରୁଜା ଘଟଣାକୁ ନେଇ ପୂଜ୍ୟ ପୂଜା ସମିତି ତୀବ୍ର ନିନ୍ଦା କରିଛି। ବ୍ରହ୍ମପୁର ସରକାରୀ ଆଇଟିଆଇ କେନ୍ଦ୍ର!-->!-->!-->…
ନୟାଗଡ଼ରେ ‘ନବ ସୃଜନ’ କାର୍ଯ୍ୟକ୍ରମ ଉଦଘାଟିତ: ଯୁବକମାନଙ୍କୁ ସଫଳ ଉଦ୍ୟୋଗୀ କରିବାକୁ ଆହ୍ୱାନ
ନୟାଗଡ଼ : ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରତି ଜିଲ୍ଲାରେ ଆରମ୍ଭ ହୋଇଥିବା 'ନବ ସୃଜନ' କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ଜିଲ୍ଲାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ପରିସରରେ ଥିବା ସୃଜନ କକ୍ଷଠାରେ ଆୟୋଜିତ ଏହି ଜିଲ୍ଲା ଜନସମ୍ପର୍କ କାର୍ଯ୍ୟକ୍ରମକୁ ମୁଖ୍ୟ!-->…
ନୟାଗଡ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟରେ ନିଶା ନିବାରଣ ରାଷ୍ଟ୍ରୀୟ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼ : ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ଶ୍ରୀମତୀ ସରୋଜା ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନତାରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ତରଫରୁ ରାଷ୍ଟ୍ରୀୟ ନିଶା ନିବାରଣ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ,!-->…
ଆହତଙ୍କ ପାଇଁ ନିଜ ଗାଡ଼ି ଦେଇ ମାନବିକତାର ପରିଚୟ ଦେଲେ ଯୁବ ଜିଲ୍ଲାପାଳ…
ମାଲକାନଗିରି: ସଡ଼କ ଦୁର୍ଘଟଣାରେ ପାଇଁ ନିଜ ସରକାରୀ ଗାଡ଼ିରେ ଡାକ୍ତରଖାନା ପଠାଇ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ଜିଲ୍ଲାପାଳ।
ଆହତ ବ୍ୟକ୍ତିଙ୍କୁ ଦେଖି ସେ ୧୦୮ ଆମ୍ବୁଲାନ୍ସ କିମ୍ବା ଅନ୍ୟ ବ୍ୟବସ୍ଥା ପାଇଁ ଅପେକ୍ଷା ନକରି, ସମୟର ଗୁରୁତ୍ୱକୁ ବୁଝି ତୁରନ୍ତ ନିଜ ଗାଡ଼ିରେ!-->!-->!-->…
ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ‘ଲୋକ ରଞ୍ଜନୀ’ ଉଦ୍ଘାଟିତ
ବ୍ରହ୍ମପୁର : ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଗଞ୍ଜାମ ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ ଓଡ଼ିଶା ପ୍ରଦେଶ ଏବଂ ଓଡ଼ିଶା ନାଟକ ସମାରୋହ ସମିତି, ବ୍ରହ୍ମପୁରର ମିଳିତ ସହଯୋଗରେ ବ୍ରହ୍ମପୁର ସଂସ୍କୃତି ଭବନରେ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ 'ଲୋକ ରଞ୍ଜନୀ' ଆୟୋଜିତ ହେଉଛି। ଏହି ଲୋକନାଟକ!-->…
ହୁମ୍ମାରେ ଆର୍ଥିକ ସାକ୍ଷରତା ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ହୁମ୍ମାସ୍ଥିତ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଉଚ୍ଚ ବିଦ୍ୟାଳୟ ପରିସରରେ ଆର୍ଥିକ ସାକ୍ଷରତା ଅଭିଯାନ, ସାଇବର ସୁରକ୍ଷା ସଚେତନତା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁନିଲ କୁମାର!-->!-->!-->…
ନୟାଗଡ଼ରେ ଭୟଙ୍କର ବସ୍ ଦୁର୍ଘଟଣା
ନୟାଗଡ଼: ନୟାଗଡ଼ ବାଇପାସ୍ରେ ଭୋରରୁ ଭୟଙ୍କର ବସ୍ ଦୁର୍ଘଟଣା। ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଉଥିବା ଘରୋଇ ବସ୍ଟି ନୟାଗଡ଼ ବାଇପାସ୍ରେ ନିୟନ୍ତ୍ରଣ ହରାଇ ରାସ୍ତାରୁ ତଳକୁ ଖସିପଡ଼ିଥିଲା। ଘଟଣାଟି ରାତି ପ୍ରାୟ ୨ଟା ସମୟରେ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ବସ୍ଟି ଓଲଟିଯାଇଥିଲା।!-->…
ଜାତି ପ୍ରମାଣପତ୍ର ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ
ମାଲକାନଗିରି : ଜାତି ପ୍ରମାଣପତ୍ର ଜାରି ପାଇଁ ଯାଞ୍ଚ ରିପୋର୍ଟ ଦେବା ନିମନ୍ତେ ୮ ହଜାର ଟଙ୍କା ଲାଞ୍ଚ ନେଇ ଓଡ଼ିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମାଲକାନଗିରି ତହସିଲ ଅଧୀନ ଝରାପାଲି ସର୍କଲର ରାଜସ୍ୱ ନିରୀକ୍ଷକ (ଆର୍ଆଇ) ସୁରଜ ବାଲା।
ସୂଚନା ଅନୁଯାୟୀ, ଜଣେ ଆବେଦନକାରୀ ତାଙ୍କ!-->!-->!-->…