Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କାଲିମେଳାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୯୦ ଠାରେ ମାଗଣା ସ୍କ୍ରିନଂ ସ୍ଵାସ୍ଥ୍ୟ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ରୁରାଲ ହେଲଥ ସର୍ଭିସ୍ ଆସୋସିଏସନ୍ ମାଲକାନଗିରି ଲୋକ ମାନଙ୍କର ଚିକିତ୍ସାର ଉନ୍ନତି ପାଇଁ ଏହି ମାଗଣା ସ୍କ୍ରିନଂ ସ୍ଵାସ୍ଥ୍ୟ କ୍ୟାମ୍ପ ଆରମ୍ଭ!-->…
ଧାନ ଓ଼ ପରିବା ଚାଷୀ ଗଞ୍ଜେଇ ଚାଷ ପ୍ରତି ଆଗ୍ରହ : କାର୍ତ୍ତିକ ଆରମ୍ଭରୁ ହିଁ ପରିବା ଦର ଆକାଶ ଛୁଆଁ
ବାଲିଗୁଡା : ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି, ଅଧିକାଂଶ ଲୋକେ ନିରାମିଷ ଖାଦ୍ୟ ଖାଉଛନ୍ତି, ତେଣୁ ପରିବା ଉପରେ ଲୋକଙ୍କ ଚାହିଦା ରହୁଛି l ବର୍ତ୍ତମାନ ଲଗାତର ଲଘୁଚାପ ବର୍ଷା ଯୋଗୁଁ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲା ରେ ପରିବା ଆମଦାନୀ କମି ଯାଇଛି l ଏଣୁ ଦରରେ ଅହେତୁକ ବୃଦ୍ଧି ଘଟିଛି!-->…
ଲାୟନ୍ସ କ୍ଲବ ଅଫ୍ ବ୍ରହ୍ମପୁର ଗୋଲ୍ଡ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ସଚେତନତା ଉପରେ ବାଇକ୍ ରାଲି ଆୟୋଜିତ
ବ୍ରହ୍ମପୁର : ଲାୟନ୍ସ କ୍ଲବ ଅଫ୍ ବ୍ରହ୍ମପୁର ଗୋଲ୍ଡ, ସଭାପତି ଲାୟନ୍ ଲୋକନାଥ ପାତ୍ରଙ୍କ ନେତୃତ୍ୱରେ, ରବିବାର ଇଞ୍ଜିନିୟରିଂ ସ୍କୁଲ ଛକରୁ ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡ ପର୍ଯ୍ୟନ୍ତ ମାନସିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ସଚେତନତା ଉପରେ ଏକ ବାଇକ୍ ରାଲି ଆୟୋଜନ କରିଥିଲା।
ସଭାପତି ଲାୟନ୍!-->!-->!-->…
ବେଆଇନ ପାର୍କିଙ୍ଗ ଓ ଜବର ଦଖଲ ଯୋଗୁଁ ଆସିକା ରେ ଟ୍ରାଫିକ ସମସ୍ୟା……!
ଭାରିଯାନ ସାଙ୍ଗକୁ ଇଟା, ବାଲି ବୋଝେଇ ଟ୍ରାକ୍ଟର ବି ଟ୍ରାଫିକ ସମସ୍ୟା ପାଇଁ ଭାଗୀଦାରି….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ବ୍ୟବସାୟିକ କେନ୍ଦ୍ର ସ୍ଥଳୀ ଆସିକା।ଆସିକା ସହର ମଧ୍ୟରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରହିଛି। ସହର ର କେନ୍ଦ୍ର ସ୍ଥଳୀରେ ବିଭିନ୍ନ ବ୍ୟାଙ୍କ, ଡାକଘର,!-->…
ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ
ମାଲକାନଗିରି : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ପାଳନ ହୋଇଯାଇଛି। ଏହି ସମାରୋହର ମୁଖ୍ୟ ଅତିଥି ରୂପେ ଅତିରିକ୍ତ!-->…
ଚିକିଟୀରେ ବରିଷ୍ଠ ନାଗରିକ ଦିବସ ପାଳିତ
ଚିକିଟୀ : ଏହି ବ୍ଲକ ସମ୍ମିଳନୀ କକ୍ଷରେ ଆଜି ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ଭାରପ୍ରାପ୍ତ ବିଡ଼ିଓ ବିଶ୍ବରଂଜନ କହଁର ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇ ସମାଜରେ!-->…
ବ୍ଲକସ୍ତରୀୟ ବୟସ୍କବ୍ୟକ୍ତି ଦିବସ ପାଳନ ସମାରୋହ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ରାଜସ୍ୱିନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ତହସିଲଦାର ମାନସ ରଞ୍ଜନ!-->…
ଜିଲ୍ଲାସ୍ତରୀୟ ଆର୍ଥିକ ସାକ୍ଷରତା, ବିତ୍ତିୟ ଅଧିକାର, ସାମାଜିକ ଓ ରାଜନୈତିକ ଅଧିକାର ବେଟି ବଚାଓ ବେଟି ପଢାଓ…
ଛତ୍ରପୁର : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଆର୍ଥିକ ସାକ୍ଷରତା, ବିତ୍ତିୟ ଅଧିକାର, ସାମାଜିକ ଓ ରାଜନୈତିକ ଅଧିକାର ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ସମ୍ପର୍କିତ ତାଲିମ ଶିବିର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ!-->…
ଉମରକୋଟର ବିରଳ ବ୍ୟକ୍ତିତ୍ୱ ମଙ୍ଗୁଳୁ: ଆଖି ନଥାଇ ସଠିକ୍ ସମୟ କହିବାରେ ପାରଙ୍ଗମ
ଉମରକୋଟ, ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ଜଣେ ବିରଳ ବ୍ୟକ୍ତିତ୍ୱ ମଙ୍ଗୁଳୁ ଏବେ ସବୁଆଡ଼େ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଆଖିରେ ଦେଖି ପାରୁନଥିଲେ ମଧ୍ୟ ସେ ଦିନ ବା ରାତିର ସଠିକ୍ ସମୟ କହିବାରେ ଅଦ୍ଭୁତ ଦକ୍ଷତା ପ୍ରଦର୍ଶନ କରିଛନ୍ତି, ଯାହା!-->!-->!-->…
ନବରଙ୍ଗପୁର ଆଶା କର୍ମୀ ସଂଘର ଆନ୍ଦୋଳନ ଘୋଷଣା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ଅନଶନର ଚେତାବନୀ
ଉମରକୋଟ : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, ନବରଙ୍ଗପୁର ଜିଲ୍ଲା ଶାଖା ଆସନ୍ତା ଅକ୍ଟୋବର ୧୪ ତାରିଖରୁ କାର୍ଯ୍ୟ ବନ୍ଦ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଡାକ୍ତର ସାଗରିକା ସ୍ୱାଇଁଙ୍କ!-->!-->!-->…