Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବାଲିଗୁଡା ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ “ଟିଚ୍ କନ୍ଧମାଳ” ର ପରିଦର୍ଶନ : ବିଦ୍ୟାଳୟରେ ପହଞ୍ଚିଲେ…
ବାଲିଗୁଡ଼ା : ବିଦ୍ୟାଳୟର ଚାରିକାନ୍ଥ ଭିତରେ ସୀମିତ ନରହି ଶିକ୍ଷା ବ୍ୟବସ୍ଥାର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟରେ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଅଭିନବ ପଦକ୍ଷେପ ‘ଟିଚ୍ କନ୍ଧମାଳ’। ଏହି ପଦକ୍ଷେପ ଅଧୀନରେ ସୋମବାର ବାଲିଗୁଡ଼ା!-->…
ବିଶ୍ୱନିକେତନ୍ ଜରା ନିବାସର ୧୬ତମ ପ୍ରତିଷ୍ଠା ଦିବସ : ପିତା ମାତା ଚଳନ୍ତି ଠାକୁର, ସମାଜସେବୀ ସୁଶାନ୍ତ ସାବତ
ବ୍ରହ୍ମପୁର : ପିତା ମାତା ମାନେ ଚଳନ୍ତି ଠାକୁର, ବରିଷ୍ଟ ନାଗରିକ ମାନେ ଦେବ ତୁଲ୍ୟ। ଏଣୁ ମନ୍ଦିର ଯିବା ଅପେକ୍ଷା ଏମାନଙ୍କ ସେବା କରିବା ଦ୍ୱାରା ଭଗବାନଙ୍କ ଅଧିକ ଆଶ୍ରିବାଦ୍ ମିଳିଥାଏ ବୋଲି ଗତକାଲି ମହାନ୍ ସଂଘ ଦ୍ୱାରା ପରିଚାଳିତ ଗୋପାଳପୁର ରୋଡ,ରାମଚନ୍ଦ୍ରପୁର ଗ୍ରାମ ସ୍ଥିତ ବିଶ୍ୱ!-->…
ଅକ୍ଷର ନ୍ୟୁଜର ପ୍ରତିନିଧି ରକ୍ତଦାନ କରି ମାନବିକତା ଦେଖାଇ ଚର୍ଚ୍ଚାରେ
ଉମରକୋଟ : ଆଜିର ଦୁନିଆରେ ମଧ୍ୟ ଏମିତି କିଛି ମଣିଷ ଅଛନ୍ତି, ଯେଉଁମାନେ ନିଜର ସୁଖ-ଦୁଃଖକୁ ଭୁଲି ଅନ୍ୟର ଦୁଃଖକୁ ନିଜର ଦୁଃଖ ଭାବି ସହାୟତାର ହାତ ବଢ଼ାଇଥାନ୍ତି। ମାନବିକତା ଓ ସେବା ମନୋଭାବର ଏପରି ଏକ ଉଦାହରଣ ଏବେ ଉମରକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଇଘର ବ୍ଲକ ଅନ୍ତର୍ଗତ!-->…
ବନାଞ୍ଚଳ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀ ବଳରାମ ନାୟକଙ୍କ ଚିତ୍ରକୋଣ୍ଡା ଠାରୁ ବୈପାରିଗୁଡା ସ୍ଥାନାନ୍ତର ହୋଇଥିବା ବେଳେ ଆଜି ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଚିତ୍ରକୋଣ୍ଡା ବନପାଳ ନିରଞ୍ଜନ ସାରକା ଙ୍କ!-->…
ଲକ୍ଷ୍ମୀପୁରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର
67 ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ! ତ୍ୱରିତ ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ
ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ପଞ୍ଚାୟତ ସମିତି ସଭାଗୃହରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ!-->!-->!-->!-->!-->…
ସାନଖେମୁଣ୍ଡିରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର
ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ମୁଖ୍ୟାଳୟଠାରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଆରକ୍ଷୀ ଅଧିକ୍ଷକ ହରିଶ ବିଶିଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର!-->…
ନିମଖଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ…
ବ୍ରହ୍ମପୁର //ନିମଖଣ୍ଡି: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଆଜି ଅତ୍ୟନ୍ତ ଉତ୍ସାହ ଓ ଗୌରବର ସହିତ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପରିଚାଳନା ସମିତି ସଭାପତି ଦେବୀ ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅବସରପ୍ରାପ୍ତ ଆରକ୍ଷୀ!-->…
ବ୍ରହ୍ମପୁରୀ ପାଟ ପିନ୍ଧି ହୃଷୀକେଶ ସୁଦୀପ୍ତା ଇଫିଲ ଟୱାର ପ୍ୟାରିସରେ ପାଳିଲେ ସ୍ୱାଧିନତା ଦିବସ
ବ୍ରହ୍ମପୁର : ଇଣ୍ଡିଆ ବୁକ ରେକର୍ଡସ ଦ୍ୱାରା ମାନ୍ୟତା ପ୍ରାପ୍ତ ଭାରତର ଏକମାତ୍ର ଉପସ୍ଥାପକ ଦମ୍ପତ୍ତି ବ୍ରହ୍ମପୁର ଋ ହୃଷୀକେଶ ଓ ସୁଦୀପ୍ତା ପ୍ୟାରିସ ଠାରେ ପାଳନ କରିଛନ୍ତି ୮୦ ତମ ସ୍ୱାଧିନତା ଦିବସ। ଏହି ବିରଳ ସ୍ମରଣୀୟ ମୁହୁ୍ର୍ତ୍ତ ଆୟୋଜିତ ହୋଇଥିଲା ପ୍ୟାରିସ ର ବିଶ୍ୱ ପ୍ରସିଦ୍ଧ!-->…
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ବିଭିନ୍ନ ଅଞ୍ଚଳ ପରିଦର୍ଶନ ସହ ସ୍ଥିତି ସମୀକ୍ଷା
ମହିଳାଙ୍କୁ ସ୍ୱାବଲମ୍ବୀ କରି ଗଢ଼ିବା ପାଇଁ ସହାୟତା ସାମଗ୍ରୀ ବଣ୍ଟନ
କାହ୍ନାକୁଣ୍ଡ ହେବ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ
ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ଗତକାଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହିତ ଜିଲ୍ଲାର!-->!-->!-->!-->!-->…
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜୟପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ : 22 କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଗୁରୁତର…
ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମିର ସମୀକ୍ଷା ବୈଠକ l
କୋରାପୁଟ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଚିକିତ୍ସାଳୟ ପରିସରରେ 22 କୋଟି ଟଙ୍କା ବ୍ୟୟରେ ନବନିର୍ମିତ!-->!-->!-->!-->!-->…