Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ହରିହର ହାଇସ୍କୁଲ ମିନି ଷ୍ଟାଡିୟମ: ବାବୁମାନଙ୍କ ତ୍ରୁଟିପୂର୍ଣ୍ଣ ଡ୍ରେନେଜ ନିର୍ମାଣ ଯୋଗୁଁ ସାମୁହିକ ଅଗଷ୍ଟ ୧୫ ପେରେଡ…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଠାରେ ପ୍ରତି ବର୍ଷ ଅଗଷ୍ଟ ୧୫ ବେଳେ ହରିହର ହାଇସ୍କୁଲର ପଡ଼ିଆ ରେ ବ୍ଲକ ଓ ଏନ.ଏ.ସିରେ ଥିବା କଲେଜ ଏବଂ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ୟାରେଡ ସହ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଆସୁଛି।ହରିହର ହାଇସ୍କୁଲ ଠାରେ ଇଣ୍ଡୋର ଷ୍ଟେଡିୟମ ସମୟରେ ତ୍ରୁଟି!-->…
ଜମି ମାଫିଆଙ୍କ ପାଇଁ ଆସିକା ବାସୀ ହନ୍ତସନ୍ତ,ଜଳ ନିଷ୍କାସନ ପଥ ଅବରୋଧ ସହର ରେ କୁତ୍ରିମ ବନ୍ୟା…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳର ବର୍ଷା ଜଳ ନିଷ୍କାସନ ପଥ ସବୁ ଜମି ମାଫିଆ ମାନଙ୍କ ଦ୍ୱାରା ଅବରୋଧ। ଆସିକା ଅଞ୍ଚଳର ବହୁ ଚାଷ ଉପଯୋଗୀ ଜମିକୁ ଶାଗ ମାଛ ଦରରେ କ୍ରୟ କରି ଜମି ମାଫିଆ ମାନେ ପ୍ଲଟ ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁ ଥିବାର ପୂର୍ବରୁ ନଜିର ରହିଛି। ଜମି ମାଫିଆ!-->…
ସୁଖୋଇ ଲଢୁଆ ବିମାନ ଇଞ୍ଜିନ ନିର୍ମାଣଠାରୁ ଆରମ୍ଭ କରି ଧାତୁ ଖନନ ୟୁନିଟ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ଗୁଣାତ୍ମକ…
ବ୍ରହ୍ମପୁର : ଟାଟା ପାଓ୍ୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ଅନ୍ୟତମ ଯୌଥ ଉଦ୍ୟୋଗ, ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ଦେଶର ଦୁଇ ପ୍ରମୁଖ ଅନୁଷ୍ଠାନକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରୁଛି । ପ୍ରତିରକ୍ଷା!-->…
ସପ୍ତମ ଥର ପାଇଁ ଲାୟନସ୍ କ୍ଲବ ସଭାପତି ହେଲେ ଜଗନ୍ନାଥ ମହାପାତ୍ର
ନବରଙ୍ଗପୁର : 322C 4 ଜିଲ୍ଲା ଲାୟନ୍ସ କ୍ଲବ ଅନ୍ତର୍ଗତ ନବରଙ୍ଗପୁର ଲାୟନ୍ସ କ୍ଲବର ଚଳିତ 2025-26 ଲlୟନଷ୍ଟିକ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଅଛି l ଏଥିରେ ନବରଙ୍ଗପୁର ଲlୟନସ କ୍ଲବର ସଭାପତି ତଥା ବରିଷ୍ଠ ସମାଜସେବୀ ଲାୟନ ଶ୍ରୀ ଜଗନ୍ନାଥ ମହାପାତ୍ର ସପ୍ତମ ଥର ପାଇଁ!-->!-->!-->…
ମା’ ପାଟ୍ଟଖଣ୍ଡାଙ୍କ ସମ୍ପତ୍ତି ଓ ଆୟବ୍ୟୟର ତଥ୍ୟ ଦେବା ଘଟଣା: ମନ୍ଦିର ସୁରକ୍ଷା ମଞ୍ଚ ଓ ଗ୍ରାମବାସୀଙ୍କ ବୈଠକ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟ୍ଟଖଣ୍ଡାଙ୍କ ସଭାଗୃହ ପରିସରରେ ମା' ପାଟ୍ଟଖଣ୍ଡାଙ୍କ ସମ୍ପତ୍ତି ଓ ଆୟବ୍ୟୟର ସମ୍ପୂର୍ଣ୍ଣ ତଥ୍ୟ ଦେବା ଘଟଣାକୁ ନେଇ ମନ୍ଦିର ସୁରକ୍ଷା ମଞ୍ଚ ଓ ଗ୍ରାମବାସୀଙ୍କୁ ନେଇ ଏକ ସର୍ବସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି!-->…
ଆଦାନୀ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲଶ୍ରେଣୀ ଗୃହର ଶୁଭାରମ୍ଭ
ଛତ୍ରପୁର : ଛାତ୍ର ଛାତ୍ରୀମାନଙ୍କ ଶୈଖିକ ସହ ବୌଦ୍ଧିକ ଶିକ୍ଷ୍ୟା ର ବିକାଶ କରିବା ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆଜି ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତ୍ତୀ ଗ୍ରାମ ଶ୍ରୀରାଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ଆଗ୍ରା ଆରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତ୍ୟାଧୁନିକ ଡିଜିଟାଲ!-->…
ରାୟଗଡ଼ା ଲାୟନ୍ସ କ୍ଳବ୍ ଆନୁକୁଲ୍ୟରେ ସ୍ଵାସ୍ଥ୍ୟ ପରିକ୍ଷଣ ଶିବିର ଅନୁଷ୍ଠିତ
ରାୟଗଡ଼ା : ରାୟଗଡ଼ା ଲାୟନ୍ସ କ୍ଳବ୍ ପକ୍ଷରୁ ଲାୟନ୍ସ ବିଲଡିଙ୍ଗି ପରିସରରେ ଏକ ସ୍ଵାସ୍ଥ୍ୟ ପରିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ସ୍ଥିତ ମଣି ପାଲ୍ ହସ୍ପିଟାଲ ରୁ ଡଃ.ଜିତେନ୍ଦ୍ର ପଟ୍ଟନାୟକ, ହୃଦ୍ ରୋଗ ବିଶେଷଜ୍ଞ, ଡ଼ଃ. ରିତେଶ କୁମାର, ସ୍ନାୟୁ ରୋଗ ବିଶେଷଜ୍ଞ ଏବଂ!-->…
ୟୁରିଆ କଳାବଜାରୀ ଅଭିଯୋଗ ପରେ ଲ୍ୟାମ୍ପସରେ ପହଞ୍ଚିଲେ ବିଧାୟକ
ମାଲକାନଗିରି : ମାଲକାନଗିରି ଆଦିବାସୀ ଅଧ୍ୟୁଷିତ ମାଥିଲି ଲ୍ୟାମ୍ପସ ରେ ୟୁରିଆ କଳା ବଜାରୀ ଅଭିଯୋଗ କୁ ଆଜି ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇବା ପରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବିଧାୟକ ମଙ୍ଗୁ ଖିଲ ମାଥିଲି ସ୍ଥିତ ଲ୍ୟାମ୍ପସ ରେ ପହଞ୍ଚି ଉପସ୍ଥିତ ଚାଷୀ ମାନଙ୍କ ସହ ଆଲୋଚନା!-->…
ବ୍ରହ୍ମପୁରରେ ‘ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷରୋପଣ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ରହ୍ମପୁର: ଆଜି ବିଶ୍ଵ ହସ୍ତୀ ଦିବସ ଅବସରରେ, ବ୍ରହ୍ମପୁର ସ୍ଥିତ 'ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ' ପରିସରରେ ଏକ 'ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷରୋପଣ' ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଖଲ୍ଲିକୋଟର 'ଡ଼. ଏପିଜେ ଅବଦୁଲ କାଲାମ ଜନ କଲ୍ୟାଣ!-->!-->!-->…
ସମ୍ ହସ୍ପିଟାଲ-୨ରେ ବିରଳ ଶ୍ୱାସନଳୀ ଅସ୍ତ୍ରୋପଚାର: କର୍କଟ ରୋଗୀଙ୍କୁ ମିଳିଲା ନୂଆ ଜୀବନ
ଭୁବନେଶ୍ୱର: ଫୁଲନଖରାସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍, କ୍ୟାମ୍ପସ-୨ର ଡାକ୍ତରମାନେ ଏକ ବିରଳ ଅସ୍ତ୍ରୋପଚାର କରିଛନ୍ତି। ଜଣେ ୪୦ ବର୍ଷୀୟ କର୍କଟ ରୋଗୀଙ୍କ ରୁଦ୍ଧ ଶ୍ୱାସନଳୀକୁ ସଫଳତାର ସହ ଉନ୍ମୁକ୍ତ କରି ଉଦାହରଣ ସୃଷ୍ଟି କରିଛନ୍ତି। କଟକଜିଲ୍ଲା !-->…