Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପିତଳ ସରପଞ୍ଚ ଓ ବିଜେପି ମଣ୍ଡଳ ସଭାପତି ଉପରେ ମରଣାତ୍ମକ ଆକ୍ରମଣ…
ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଉତ୍ୟକ୍ତ ଲୋକଙ୍କ ଥାନା ଘେରାଉ।
ହିଞ୍ଜିଳିକାଟୁ, ୧୯।୬( ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମ ପଞ୍ଚାୟତ ସରପଞ୍ଚ ରାମ ରାଘବ ପାତ୍ର ଓ ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କ ଉପରେ ଗୁରୁବାର ସଂଧ୍ୟାରେ ୧୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି!-->!-->!-->!-->!-->…
ବିଭିନ୍ନ ଦାବି ନେଇ ଆଜି ୧୪ଟି ବିଭିନ୍ନ ଜାତି ବା ଜନଜାତିର ଶିରା ପୂଜାରୀ ୱାଡେ ପକ୍ଷରୁ ଦାବିପତ୍ର ପ୍ରଦାନ…
ମାଲକାନଗିରି, ୧୯।୬ ମାଲକାନଗିରି ଜିଲ୍ଲାରେ ଥିବା ଶିରା, ୱାଡେ, ପୂଜାରୀ ମାନଙ୍କର ବିଭିନ୍ନ ଦାବି ନେଇ ଆଜି ୧୪ଟି ବିଭିନ୍ନ ଜାତି ବା ଜନଜାତିର ଶିରା ପୂଜାରୀ ୱାଡେ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। କାହିଁ କେଉଁ କାଳରୁ!-->…
ବ୍ରହ୍ମପୁର ଷ୍ଟାଡିୟମ ଠାରେ ପାଳିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସ…
ବ୍ରହପୁର 19/6ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ପରାମର୍ଶ କ୍ରମେ ଯୋଗ କୁ ବିଶ୍ଵବ୍ୟାପୀ କରାଯାଉଛି l ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜୁନ 21 ରେ ସାରା ଭାରତ ରେ ଏକ ଲକ୍ଷ ରୁ ଉର୍ଦ୍ଧ ଯାଗାରେ ଅନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଯୋଗ ଉତ୍ସବ ମହା ସମାରୋହରେ ପାଳନ କରାଯାଉଥିବା ବେଳେ!-->…
ପଞ୍ଚାୟତ ସ୍ତରୀୟ ସାମାଜିକ ସମୀକ୍ଷା ବୈଠକ
ବାଲିଗୁଡା, ତା, ୧୯/୦୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ କୁଟିକିଆ ଗ୍ରାମ ପଞ୍ଚାୟତ ରେ ସାମାଜିକ ସମୀକ୍ଷା ବୈଠକ (ଗ୍ରାମ ସଭା) ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପିଇଓ ସୁଜିତ କୁମାର ସାହୁ , ଏଡିଓ ଅଶ୍ବିନୀ ପାତ୍ର , ସରପଞ୍ଚ ପୂର୍ଣ୍ଣିମା ମଳିକ, ନାଏବ ସରପଞ୍ଚ ମହେନ୍ଦ୍ର ମଳିକ,!-->…
ନବରଙ୍ଗପୁର ଜିଲ୍ଲାରେ ଶିଶୁ ସୁରକ୍ଷା ଓ ଅଧିକାର “ଶିଶୁଙ୍କ ପାଇଁ ଦିନଟିଏ” ବୈଠକ ଅନୁଷ୍ଠିତ…
ନବରଙ୍ଗପୁର ତା ୧୯.୬.୨୦୨୫:ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ଙ୍କ ମିଳିତ ଉଦ୍ୟମରେ ଏକ ଦିନିକିଆ ବୈଠକ “ଶିଶୁ ପାଇଁ ଦିନଟିଏ "ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଶିଶୁ ସୁରକ୍ଷା, ଶିଶୁ ଙ୍କୁ ପୁନଃ ସ୍ଥାପନ ଏବଂ!-->…
ବାଇକ୍ ଦୁର୍ଘଟଣା ରେ ଜଣେ ମୃତ…
ଉମରକୋଟ:-(୧୯/୦୬/୨୦୨୫)ବାଇକ୍ ଦୁର୍ଘଟଣା ରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ। ମୃତ ଯୁବକ ଜଣକ ହେଲେ ଉମରକୋଟ ପୈାର ପରିଷଦ କେନାଲ ସାହିର ବିଶାଳ ହରିଜନ (୨୦) ମିଳିଥିବା ସୂଚନା ଅନୁସାରେ ବିଶାଳ ଓ ପିଣ୍ଟୁ ନାୟକ!-->…
ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଆଜି ସରକାରଙ୍କୁ ଘେରିଛନ୍ତି ବିଭିନ୍ନ ସଙ୍ଗଠନ
ବ୍ରହ୍ମପୁର ଏସପିଙ୍କୁ ଭେଟି ପୁଲିସ ଜିଲ୍ଲାରେ ଆଇନଶୃଙ୍ଖଳା ବ୍ୟବସ୍ଥା କଡାକଡି କରିବାକୁ କଲେ ଦାବି
ବ୍ରହ୍ମପୁର : ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଆଜି ସରକାରଙ୍କୁ ଘେରିଛନ୍ତି ବିଭିନ୍ନ ସଙ୍ଗଠନ । ଆଜି ବହୁ ସଙ୍ଘଠନ ଏବଂ ରାଜନୈତିକ ଦଳ ପକ୍ଷରୁ ବ୍ରହ୍ମପୁର ଏସପି ଡାକ୍ତର. ସର୍ବଣା!-->!-->!-->…
ଗୋପାଳପୁର ବେଳାଭୂମିରେ ଗଣ ଦୁଷ୍କର୍ମ ଘଟଣା, ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ କରିଲେ କ୍ରାଇମବ୍ରାଞ୍ଚ ଟିମ
ଗୋପାଳପୁର : ଗୋପାଳପୁର ବେଳାଭୂମିରେ ଗଣ ଦୁଷ୍କର୍ମ ଘଟଣାରେ ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ ପହଂଚି ଆଜି ତଦନ୍ତ କରିଛି।. ଟିକିନିଖି କରି ଯାଞ୍ଚ କରିଛନ୍ତି। କ୍ରାଇମବ୍ରାଞ୍ଚ ଆଇ. ଜି ଏସ. ସାଇନଙ୍କ ନେତୃତ୍ୱରେ ଏକ ଟିମ ପହଂଚି ଘଟଣାସ୍ଥଳର ପାଖାପାଖି ୩ଶହ ମିଟର ଭିତରେ ଘଟିଥିବା ଘଟଣାର!-->…
ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ବୈଠକ
ବ୍ରହ୍ମପୁର /ଛତ୍ରପୁର : ଗଞ୍ଜାମ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ବୈଠକ ବୁଧବାର ଦିନ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ଜଉଗଡ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା!-->…
ବିପର୍ଯ୍ୟୟ ପରିଚାଳନା ଉପଲକ୍ଷେ ଜରୁରୀଶାଖା ଟେବୁଲ ଟପ ଏକ୍ସର୍ସାଇଜ ଏବଂ ମକଡ୍ରିଲ ବୈଠକ
ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଇଁ ପ୍ରସ୍ତୁତି ବୈଠକ
ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକ୍ସର୍ ସାଇଜ ଏବଂ ମକଡ୍ରିଲ ବୈଠକ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଆଜି ପୂର୍ବାହ୍ନରେ ଜିଲ୍ଲା!-->!-->!-->…