Browsing Category

ଆଞ୍ଚଳିକ

ଏଲିଲୋପାଥିର ରାସାୟନିକ ପ୍ରଭାବରେ ରାୟଗଡ ଜିଲ୍ଳା

ଡ: ପ୍ରସନ୍ନ କୁମାର ଗନ୍ତାୟତ ପରିବେଶର ଅବନତି ଏକ ବିଶ୍ୱସ୍ତରୀୟ ସମସ୍ୟା । ମଣିଷ ପ୍ରକୃତିର ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ହୋଇଥିବାରୁ ଅନ୍ୟ ଜୀବ ମାନଙ୍କ ତୁଳନାରେ ପରିବେଶକୁ ଅଧିକ ପରିବର୍ତର୍ନ କରିଥାଏ ଏବଂ ପ୍ରକୃତିକୁ ଅତି ନିର୍ଦୟ ଭାବରେ ଶୋଷଣ କରିଥାଏ । ଏହି ପରି ଆମେ ଅତ୍ୟଧିକ

ହିଞ୍ଜିଳି ପିଏମଶ୍ରୀ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟକୁ ମିଳିଛି ପ୍ରକୃତିମିତ୍ର ପୁରସ୍କାର

ହିଞ୍ଜିଳିକାଟୁ ୬!୬ ଭୁବନେଶ୍ଵର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) ପରିସରରେ ଥିବା କୃଷି ଶିକ୍ଷା ସଦନ ଶିରିପୁର ଠାରେ ଗୁରୁବାର ରାଜ୍ୟ ସ୍ତରୀୟ ବିଶ୍ଵ ପରିବେଶ ଦିବସ ଓ ପ୍ରକୃତି ମିତ୍ର ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଚଳିତ ବର୍ଷ ଜଙ୍ଗଲ ସୁରକ୍ଷା

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଉଦଯାପିତ: ଶହଶହ ଶ୍ରଦ୍ଧାଳୁଙ୍କ ଗହଣରେ ପଞ୍ଚ ଠାକୁରାଣୀ ନିଜସ୍ୱ ମନ୍ଦିରକୁ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ଉଦଯାପିତ ହୋଇଯାଇଛି l ଦୀର୍ଘ ଏକମାସ ଧରି ମା 'ବରାଳ ଦେବୀଙ୍କ ଅସ୍ଥାୟୀ ପୀଠ ରେ ପଞ୍ଚ ଠାକୁରାଣୀ ମା 'ପାଟଖଣ୍ଡା ଙ୍କ ସମେତ ମା' କନକ ଦୁର୍ଗା, ମା'

କାଗଜ ଚାଷରେ କୃଷି ବିକାଶ : ଚାଷୀଙ୍କ ପାଖରେ ପହଞ୍ଚୁନି କୃଷି ବିଭାଗ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ କାଗଜ ଚାଷରେ କୃଷି ବିକାଶ । ଚାଷୀ ବିହନ ଠାରୁ ସାର ଚିନ୍ତାରେ ନିଜ ଜମିରେ କଇଁକଇଁ କାନ୍ଦୁଥିବା ବେଳେ କୃଷି ବିଭାଗର ବଡ଼ପଣ୍ଡା ମାନେ ଚାଷୀଙ୍କ ନାମରେ ଆସୁଥିବା ନାନା ସହାୟତା ହାସଲ କରିବାରେ ବ୍ୟସ୍ତ ।ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କରୁଥିବା ସମସ୍ତ

ଗଞ୍ଜାମ ଜିଲ୍ଲା ଅବକାରୀ ଗୋଇନ୍ଦା ବିଭାଗକୁ ପୁଣି ମିଳିଛି ବଡ଼ ସଫଳତା…

ବେଆଇନ ଗଂଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ ବ୍ରହ୍ମପୁର : କନ୍ଦମାଳ ଜିଲ୍ଲା ସୀମନବାଡି ଗାଁ ରୁ ବଡ଼ଗଡ଼ ଥାନା ହରିପୁର ଗାଁ କୁ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ। କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଅବକାରୀ ଗୁଇନ୍ଦା ପକ୍ଷରୁ ବଡ଼ଗଡ଼ ଥାନା

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ : ଉଦଘାଟିତ ହେବ ବହୁ ପ୍ରତିକ୍ଷୀତ ମେଡିକାଲ କଲେଜ

କନ୍ଧମାଳ : ଆଦିବାସୀ ଅଧୁଷିତ ବହୁଳ କନ୍ଧମାଳ ଜିଲ୍ଲା ଫୁଲବାଣୀ କୁ ୭ ତାରିଖ ଶନିବାର ଦିନିକିଆ ଗସ୍ତରେ ଆସୁଛନ୍ତି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥି ପାଇଁ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି

ଡାଙ୍ଗସୋରଡା ଫରେଷ୍ଟ ସେକ୍ସନ ପକ୍ଷରୁ ପାଳିତ ହେଇଯାଇଛି ବିଶ୍ବ ପରିବେଶ ଦିବସ…

ବିଷମକଟକ : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ରେ ଆଜି ମୁନିଗୁଡା ବନାଞ୍ଚଳ ରାୟଗଡ଼ା ବନଖଣ୍ଡ ଅଧିନରେ ଡାଙ୍ଗସୋରଡା ଫରେଷ୍ଟ ସେକ୍ସନ ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଆଜି ବିଶ୍ବ ପରିବେଶ ଦିବସ ବିଶ୍ବ ପାଳନ କରୁଥିବା ବେଳେ ରାୟଗଡ଼ା ଜିଲ୍ଲା ର ୧୧ ଗୋଟି ବ୍ଲକ ର ଚନ୍ଦ୍ରପୁର

ରାୟଗଡ଼ା ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ…

ରାୟଗଡ଼ା ତା : ୦୫/୦୬/୨୫ ବିଶ୍ଵ ପରିବେଶ ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ର ଏକ ଅଗ୍ରଣୀ ସାମାଜିକ ସଂଗଠନ ଗ୍ରୀନ ରାୟଗଡ଼ା ପକ୍ଷରୁ ଆଜି ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ଗ୍ରୀନ ରାୟଗଡ଼ା ଅନୁଷ୍ଠାନ ର ସଭାପତି ଶ୍ରୀ ଯୋଗେଶ୍ୱର ଦାସ ଏବଂ ସମ୍ପାଦକ ଶ୍ରୀ କୃଷ୍ଣ କାନ୍ତ

ନିଖିଳ ଉତ୍କଳ ଜିଲ୍ଲା ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା…

ମାଲକାନଗିରି :ନିଖିଳ ଉତ୍କଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ହରିପୁର ରୋଡ଼ କଟକ-୧ ମୁଖ୍ୟ ଦପ୍ତର ଖାରବଳ ନଗର ଭୁବନେଶ୍ୱର ଙ୍କ ଅନୁବଷିତ ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତାରକ ମଣ୍ଡଳଙ୍କ ତତ୍ୱାବଧାନରେ ବିଭିନ୍ନ ବ୍ଲକରୁ ଆସିଥିବା