Browsing Category

ଆଞ୍ଚଳିକ

ନୂତନ ଅଫିସ ସହ ଭିତ୍ତିଭୂମି ଉନ୍ନତିକରଣ କରୁଛି ଟିପିଏସ୍ଓଡିଏଲ୍

-- ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟରେ ନୂତନ ଅଫିସ ବିଲ୍ଡିଂ ଉଦଘାଟିତ-- ଉନ୍ନତ ଭିତ୍ତିଭୂମି ଏବଂ ବିଲିଂ କାଉଣ୍ଟର ସହ ସମନ୍ୱିତ ସୁବିଧା-- କର୍ମଚାରୀଙ୍କ ସହ ଆଲୋଚନା କଲେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ-- ଉପଭୋକ୍ତାଙ୍କ ସୁବିଧା ଏବଂ ସଷ୍ଟେନେବିଲିଟି…

ପରସ୍ପରକୁ ଧକ୍କା ଦେଲା କନଭଏରେ ଯାଉଥିବା ଗାଡ଼ି, ୟୁପି ଶିକ୍ଷାମନ୍ତ୍ରୀ ଗୁରୁତର

ହାପୁର: ପରସ୍ପରକୁ ଧକ୍କା ଦେଲା କନଭଏରେ ଯାଉଥିବା ଗାଡ଼ି। ଗୁରୁତର ଆହତ ହେଲେ ଶିକ୍ଷାମନ୍ତ୍ରୀ। ଉତ୍ତରପ୍ରଦେଶର ହାପୁରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଶିକ୍ଷାମନ୍ତ୍ରୀ ଗୁଲାବୋ ଦେବୀ ଗୁରୁତର ହୋଇଥିବା ଜଣାଯାଇଛି। ଦୁର୍ଘଟଣା ପରେ ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

ରାଜ୍ୟରେ ଚାଲିଛି ଟ୍ରିପଲ ଏମ ସରକାର

ଭୁବନେଶ୍ୱର, ୮।୭: ବରିଷ୍ଠ ଭାଜପା ନେତା ମନମୋହନ ସାମଲ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସର୍ବସମ୍ମତ କ୍ରମେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଇଛି। ମନମୋହନ ପୁନଃ ସଭାପତି ନିର୍ବାଚିତ ହେବା ଅବସରରେ ପୁରୀ ଏମ୍‌ପି ସମ୍ବିତ…

ଆସିକା ସହର ମଧ୍ୟରେ ଥିବା ଜନଗହଳି ରାସ୍ତା ଦେଇ ଚୋରା ବାଲି ହାଇୱା ରେ ହେଉଛି ଚାଲାଣ …….!

ପୋଲିସ କୁ ହାତ ବାରିସୀ କରି ଚୋରା ବାଲି ସମ୍ରାଟ ବେଧଡ଼କ ଭାବେ କରୁଛି ଚାଲାଣ...! ପ୍ରଶାସନ ସାଜିଛି ନିରବଦ୍ରଷ୍ଟା.., ଦୁର୍ଘଟଣା ଘଟିଲେ ଦାୟୀ କିଏ ହେବ…?ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆସିକା ସହର କେନ୍ଦ୍ର ସ୍ଥଳୀରେ ଥିବା ଜନଗହଳି ପୂର୍ଣ୍ଣ…

୭୬ତମ ବନମହୋତ୍ସବ ପାଳନ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ର ୟୂଥ ଏଣ୍ଡ ଇକୋ କ୍ଲବ ଛାତ୍ରଛାତ୍ରୀ, ବିଦ୍ୟାଳୟ ରସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଆସିକା ବନ୍ୟାଞ୍ଚଳ ଦକ୍ଷିଣ ଘୁମୁସର ବନଖଣ୍ଡ ଭଞ୍ଜନଗର ଙ୍କ ମିଳିତ ଆନୁକୂଲ୍ୟରେ ସୋମବାର…

୩୦୦ ୟୁନିଟ ମାଗଣା ବିଦ୍ୟୁତ ନିର୍ବାଚନୀ ଜୁମଲା..!

ବାକ୍ୟ ବୀରରେ ସୀମିତ ଡ଼ବଲ ଇଞ୍ଜିନ ସରକାର …..! ବ୍ରହ୍ମପୁର: ବିଜେପି ସରକାରଙ୍କ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମୁନିସିପାଲିଟି ଘୋଷଣା ପାଣିରେ ଗାର ସଦୃଶ୍ୟ ହୋଇଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ସରକାର ପ୍ରାୟ ୩୦ ଗୋଟି ନୂତନ ଏନଏସି ଏବଂ ପୌରପରିଷଦ ଗଠନ ପ୍ରକ୍ରିୟା…

“ଗଞ୍ଜାମ ଜିଲ୍ଲା ଫୁଟବଲ ଲିଗ ୨୦୨୫”

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଫୁଟବଲ ଲିଗ ୨୦୨୫ ର ସେମି-ଫାଇନାଲ ରେ ବାରର୍କ ଏଫ. ସି, ଗ୍ରୀନ ଚିଲି ପଦ୍ମନାଭପୁର, ବ୍ରହ୍ମପୁର ପୋଲିସ ଓ ନଟରାଜ ଏଫ. ସି କ୍ଲବ। ଲିଗ ର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ବାରର୍କ ଏଫ୍. ସି ଓ ଗ୍ରୀନ ଚିଲି ପଦ୍ମନାଭପୁର ମଧ୍ୟରେ ଖେଳା ଯାଇଥିଲା। ସେମି…

ଦାରିଙ୍ଗବାଡିରେ ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ : ଷ୍ଟ୍ରବେରୀ-ହଳଦୀ-କଫି ପ୍ରକ୍ରିୟାକରଣ…

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା ଆଇଏଏସ୍‌ ମୋନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ି ଗସ୍ତରେ ଆସିଥିଲେ। ସେ ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ପହଞ୍ଚିବା ପରେ ବିଡିଓ…

ରଥ ଉପରେ ଅଳଙ୍କାରରେ ସଜ୍ଜିତ ହେଲେ ଶ୍ରୀଜିଉ : ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ବାଲିଗୁଡା, ତା, ୦୬/୦୭ : କନ୍ଧମାଳ ଜିଲା ବାଲିଗୁଡାରେ ରବିବାର ସୁନାବେଶରେ ଝଲସିଛନ୍ତି ମହାବାହୁ। ଏହି ଅପରୂପ ଦୃଶ୍ୟ ଦେଖିବାକୁ ରବିବାର ସନ୍ଧ୍ୟାରେ ରଥ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।ଆଷାଢ଼ ଶୁକ୍ଲ ଏକାଦଶୀ ତିଥିରେ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ…

ଚିକିଟୀରେ ରଥ ପଥ ଜଗନ୍ନାଥ ଚିତ୍ରାଙ୍କନ ପ୍ରତିଯୋଗିତା

ଚିକିଟୀ : ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆୟୋଜିତ ରଥ ପଥ ଜଗନ୍ନାଥ ଚିତ୍ରାଙ୍କନ ପ୍ରତିଯୋଗିତାର ପରିକଳ୍ପନା ଖୁବ୍ ସ୍ୱତନ୍ତ୍ର ଏବଂ ନିଆରା । ରଥ ସମ୍ମୁଖରେ ପଥ ଉପରେ ବସି ରଥଯାତ୍ରାର ଯେକୌଣସି ଗୋଟିଏ ଦୃଶ୍ୟକୁ ଅଙ୍କିବାର ସୁଯୋଗ ବିଦ୍ୟାଳୟ ପିଲାଙ୍କୁ ପ୍ରଦାନ କରିବା…