Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଯୁବ ମେକାନିକଙ୍କ ଅକାଳ ବିୟୋଗ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ଯୁବ ଗାଡି ମେକାନିକ ପ୍ରତାପ ଚନ୍ଦ୍ର ପ୍ରଧାନ (ପିଣ୍ଟୁ)ଙ୍କ ୪୨ ବର୍ଷ ବୟସରେ ମଙ୍ଗଳବାର ରାତ୍ର ଅକାଳ ବିୟୋଗ ହୋଇଛି। ସେ ଦୀର୍ଘଦିନ ହେଲା ଚିକିତ୍ସାଧୀନ ଥିଲେ । ମଙ୍ଗଳବାର ପିଣ୍ଟୁ ଅସୁସ୍ଥ ଅନୁଭବ କରିବାରୁ ଭାଇ ପ୍ରଶାନ୍ତ!-->…
ଏନ୍ଏଚ୍ କଡ଼ରେ ଲାଗୁଛି ଘରୋଇ ପ୍ରଚାରପତ୍ର
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରପରିଷଦ ଅନ୍ତର୍ଗତ ଜନ ଗହଳି ଅଞ୍ଚଳ ବିଜୁପଟ୍ଟନାୟକ ଛକ ଜାତୀୟ ରାଜପଥ ୫୯ କଡ଼ରେ ବେଆଇନ ଭାବେ ପ୍ରଚାରପତ୍ର ଲାଗୁଛି। ଫଳରେ ରାଜପଥର ପାର୍ଶ୍ୱସ୍ଥ ସ୍ଥାନଗୁଡିକ ଘରୋଇ ପ୍ରଚାରପତ୍ରରେ ଜବରଦଖଲ ହୋଇଛି। ରାଜପଥ କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟ୍ ଓ ଖାଲି!-->…
ସିବିଏସଇ ପରୀକ୍ଷା ଫଳ ଦ୍ଵାଦଶରେ ପି. ସମୀକ୍ଷା ଏବଂ ଦଶମରେ ଉଷାରାଣୀ ରାଇକିଆ ବ୍ଲକ ଟପର
ରାଇକିଆ : ଆଜି ସିବିଏସଇ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଦୁଇଟି ବିଦ୍ୟାଳୟର ଛାତ୍ରଛାତ୍ରୀ ସିବିଏସଇ ଦ୍ଵାରା ପରିଚାଳିତ ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଦେଇଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ ରାଇକିଆରୁ ଦ୍ଵାଦଶ ପରୀକ୍ଷାରେ ମୋଟ ୬୭!-->…
ହଷ୍ଟେଲ ଦାୟିତ୍ୱରୁ ନିବୃତ ରହିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ମନୋନୀତ କ୍ରିୟାଅନୁଷ୍ଠାନ କମିଟି
ମାଲକାନଗିରି : ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗ ଶିକ୍ଷକ/ ଶିକ୍ଷୟତ୍ରିଙ୍କ ଦ୍ବାରା ମନୋନୀତ କ୍ରିୟାଅନୁଷ୍ଠାନ କମିଟି ପ୍ରତିନିଧି ଶିକ୍ଷକ ବୃନ୍ଦ ଗତ ତା୧୨/୦୫ ରିଖ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ତାଙ୍କର ନିକଟସ୍ତ ବାସଭବନ ଉମର କୋଟ ନିକଟସ୍ଥ ଚିତ୍ରୋକୋଟ!-->…
ଗଞ୍ଜାମ ଓକିଲ ସଙ୍ଘର ବରିଷ୍ଠ ଆଇନଜୀବୀ କୃଷ୍ଣ ପ୍ରସାଦ ସାହୁଙ୍କ ପରଲୋକ
ବ୍ରହ୍ମପୁର : ଆଜି ଗଞ୍ଜାମ ଓକିଲ ସଙ୍ଘ ର ବରିଷ୍ଠ ଆଇନଜୀବୀ ବ୍ରହ୍ମପୁର ଅନ୍ନପୂର୍ଣ୍ଣା ବଜାର ନିବାସୀ କୃଷ୍ଣ ପ୍ରସାଦ ସାହୁ ସକାଳ ୮. ୩୦ ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନା ରେ ୭୫ ବର୍ଷ ବୟସ ରେ ଦେହାନ୍ତ ହୋଇଯାଇଅଛି l ସେ କର୍କଟ ରୋଗ ରେ କିଛିଦିନ ହେଲା ପୀଡିତ ଥିଲେ l!-->…
ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ଦୁଇ ଦିନିଆ ଅଧିବେଶନ ଅନୁଷ୍ଠିତ…
ରାୟଗଡ଼ା : ତା : ୧୩/୦୫/୨୫ ରାୟଗଡ଼ା ସହର ଉପକଣ୍ଠ ସିରିଗୁଡ଼ା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଗୁରୁ ଦ୍ରୋଣାଚାର୍ଯ୍ୟ ଇଣ୍ଡୋର ହଲରେ ରାଜ୍ୟ ସ୍ତରୀୟ ଆଦିବାସୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଦୁଇଦିନିଆ ଅଧିବେଶନରେ ୮ ଟି ଜିଲ୍ଲାର ବୁଦ୍ଧିଜିବୀ, ଶିକ୍ଷାବିତ୍, ସମାଜସେବୀ,!-->…
ମନ୍ତ୍ରୀ ପଦ ପାଇବା ଆଶାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ପାଖରେ ବିଧାୟକଙ୍କ ଗୁହାରି……!
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଗତ ସାଧାରଣ ନିର୍ବାଚନ ରେ ବ୍ରହ୍ମପୁର ସାଂସଦଙ୍କ ଗୋଟି ଚାଳନାରେ ପ୍ରଥମ ଥର ଗଞ୍ଜାମ ଜିଲ୍ଲାରେ ପଦ୍ମଫୁଲ ଖାତା ଖୋଲିଲା। ଗତ ସାଧାରଣ ନିର୍ବାଚନ ରେ ଭୋଟର ପରିବର୍ତ୍ତନ ପାଇଁ ନିଷ୍ପତ୍ତି ବିଜେଡ଼ିର ଆତ୍ମ ବିଶ୍ୱାସ ଯୋଗୁଁ ସ୍ବପ୍ନ ଦେଖି ନଥିବା କିଛି ବିଧାୟକ!-->…
ସପ୍ତମ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା – ମା’ ଙ୍କ ଆଗମନ ଶ୍ରୀ ଜଗନ୍ନାଥଙ୍କ ପାଖକୁ : ଶତାଧିକ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି l ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଆଜି ସପ୍ତମ!-->…
ବସ ଚଳାଚଳର ଶୁଭାରମ୍ଭ କରି ପ୍ରସଂଶିତ ହେଲେ ଲବ ଦତ୍ତ
ଉମରକୋଟ : ଉମରକୋଟ ବ୍ଲକର ଇନ୍ଦ୍ରପୁର ଡିଏନକେ ଗ୍ରାମର ସମାଜ ସେବକ ଲବ ଦତ୍ତଙ୍କୁ ତାଙ୍କର ସମାଜ ପ୍ରତି ନିଷ୍ଠାପର ସେବା କୁ ବିଚାର କରି ଉମରକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କର ପ୍ରତିନିଧି ଭାବରେ ପୂଜାରୀଗୁଡ଼ା ଗୋଷ୍ଟୀ!-->!-->!-->…
ତିନି ବିଚାରପତିଙ୍କୁ ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ଦିଆଗଲା ସମ୍ବର୍ଦ୍ଧନା
ବ୍ରହ୍ମପୁର : ଗଞ୍ଜାମ ଓକିଲ ସଙ୍ଘର ଅସ୍ଥାୟୀ ସମ୍ମିଳନୀ କକ୍ଷରେ ତିନି ବିଚାରପତି ଙ୍କୁ ରାମଚରିତ ମାନସ ପୁସ୍ତକ ସହ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବର୍ତମାନର ମୋଟର ଦୁର୍ଘଟଣା କ୍ଷତି ପୂରଣ ଅଦାଲତ ର ବିଚାରପତି ରାମ ଶଙ୍କର ହୋତା ଙ୍କୁ କନ୍ଧମାଳ ଜିଲ୍ଲା!-->…