Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗାନ୍ଧୀ ନଗର ଛକରେ ବଢୁଛି ଦୁର୍ଘଟଣା : ହମ୍ପସ୍ ନିର୍ମାଣ କରାଯାଉ – କାହ୍ନୁ ପତି
ବ୍ରହ୍ମପୁର, ୨୬/୬ : ବ୍ରହ୍ମପୁର ସହରର ଜନଗହଳି ପୂର୍ଣ୍ଣ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ଗାନ୍ଧୀନଗର ଛକ । ପ୍ରତିଦିନ ହଜାର ହଜାର ଯାତ୍ରୀ ଓ ଗାଡ଼ି ଚାଳକ ଏହି ରାସ୍ତା ଉପରେ ନିର୍ଭର କରନ୍ତି । କିନ୍ତୁ ଏହି ପ୍ରମୁଖ ଛକ ଏବେ ମରଣଯନ୍ତା ପାଲଟିଛି । ପ୍ରତ୍ୟେକ ଦିନ ଏଠି ଛୋଟ ବଡ଼ ଦୁର୍ଘଟଣା ମାନ!-->…
ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ପ୍ରସ୍ତୁତି ଶେଷ : ସୁରକ୍ଷାରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ
କୋରାପୁଟ : ଶୁକ୍ରବାର ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପବିତ୍ର ରଥଯାତ୍ରା ନେଇ କୋରାପୁଟ ଶାବର ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ। ୩ ରଥ ଏବଂ ବଡଦାଣ୍ଡ ପ୍ରସ୍ତୁତ ହୋଇ ରହିଥିବା ବେଳେ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ କରିବା ପାଇଁ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ୧୪!-->…
ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲା ବୈଠକ ଅନୁଷ୍ଠିତ
ରାୟଗଡ଼ା : ରାୟଗଡ଼ା ବରିଷ୍ଠ ନାଗରିକ କାର୍ଯ୍ୟାଲୟ ଠାରେ ଜିଲ୍ଲା ସଭାପତି ମୋହନ ରାଓ ମାଝି ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ଅଖିଳ ଭାରତୀୟ ସହ ସଂଗଠନ ମନ୍ତ୍ରୀ ଶ୍ରୀ ଗଣେଶ ମିଶ୍ରାଜୀ , ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ!-->…
ଏମକେସିଜି ମେଡିକାଲ ନିକଟରେ ମୁକୁଳା ଡ୍ରେନରେ ପଡି ଜଣେ ମୃତ୍ୟୁ
ବ୍ରହ୍ମପୁର : ଏମକେସିଜି ମେଡିକାଲ ଖେଳପଡିଆ ନିକଟରେ ରହିଥିବା ଏକ ଡ୍ରେନରେ ଜଣେ ବ୍ୟକ୍ତି ଭାସୁଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଉଦ୍ଧାର କରିବା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ଡାକ୍ତର!-->…
ଖରିଫ ନୀତି ନିର୍ଦ୍ଧାରଣ କମିଟି ବୈଠକ
ନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲାର ଚଳିତ ଖରିଫ ଋତୁ ପାଇଁ ଖରିଫ ନୀତି ନିର୍ଦ୍ଧାରଣ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସୁଧୀରଞ୍ଜନ ବେହେରା, ଜିଲ୍ଲା ମୁଖ୍ୟ କୃଷି!-->…
ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଓ ନାରୀ ନିର୍ଯ୍ୟାତନା ବିରୋଧରେ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଫାଟକ ସମ୍ମୁଖରେ…
ବ୍ରହ୍ମପୁର : ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଓ ନାରୀ ନିର୍ଯ୍ୟାତନା ବିରୋଧ ରେ ରାଜ୍ୟ ବିଜୁ ଯୁବ ଜନତା ଦଳର ଆହ୍ୱାନ କ୍ରମେ ଆସିକା ନିରଞ୍ଜନ ମହିଳା ମହାବିଦ୍ୟାଳୟ ଠାରେ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ବିଜେଡି ରାଜ୍ୟ ସଭାପତି ତଥା ଓଡିଶାର ପୂର୍ବତନ!-->…
ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ
ମାଲକାନଗିରି : ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ମାଲକାନଗିରି ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ -ଜିଲ୍ଲାପାଳ, ଦୁର୍ଯ୍ୟଧନ!-->…
ଅଟୋ ଧକ୍କାରେ ସ୍କୁଟି ଓ ବାଇକ୍ ଚାଳକ ଗୁରୁତର
ହିଞ୍ଜିଳିକାଟୁ : ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଖଣ୍ଡରା ଛକ ନିକଟରେ ଏକ ସ୍କୁଟି (ଆରଜେ ୨୨ ଡିଏସ ୦୫୬୮) ଓ ବାଇକ୍ (ଓଡି୦୭ ଏକ୍ସ ୧୩୯୨)କୁ ଯାତ୍ରୀବାହୀ ଅଟୋ ଧକ୍କା ଦେଇଛି। ଦୂର୍ଘଟଣାରେ ବାଇକ୍ ଓ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ବାଇକ୍ ଚାଳକ!-->…
ହିଞ୍ଜିଳି ବିଜେପି ପାଳିଲା କଳାଦିବସ
ହିଞ୍ଜିଳିକାଟୁ : ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜୁନ ୨୫ ଜରୁରୀ କାଳୀନ ପରିସ୍ଥିତିକୁ ଭାରତୀୟ ଇତିହାସର କଳା ଅଧ୍ୟାୟ ଓ କଳା ଦିବସ ପାଳିତ କରିଛି ଘୁମୁସର ଜିଲ୍ଲା ବିଜେପି। ହିଞ୍ଜିଳିକାଟୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ବୁଧବାର ଭାରତୀୟ ଜନତା ପାର୍ଟି ଜିଲ୍ଲା!-->…
ମାଲକାନଗିରିରେ ବିଜେପି ପକ୍ଷରୁ ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ନେଇ ‘ସଂବିଧାନ ହତ୍ୟା ଦିବସ’ ପାଳନ
ମାଲକାନଗିରି : ମାଲକାନଗିରି ସାରା ଭରତ ବର୍ଷରେ ତତ୍କାଳୀନ କଂଗ୍ରେସ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜରୁରୀକାଳୀନ ଘୋଷଣାର ୫୦ ବର୍ଷ ପୂର୍ତ୍ତିରେ ବିରୋଧ ପ୍ରଦର୍ଶନ । ମାଲକାନଗିରିରେ ବିଜେପି ଦ୍ୱାରା 'ସଂବିଧାନ ହତ୍ୟା ଦିବସ' ପାଳନ: ଜରୁରୀକାଳୀନ ଘୋଷଣାର ୫୦ ବର୍ଷ!-->…