Browsing Category

ଆଞ୍ଚଳିକ

ଜିଲ୍ଲାରେ ସିକେଲସେଲଏନିମିଆ ଓ ଯକ୍ଷ୍ମା ରୋଗ ଚିହ୍ନଟ ଓ ସ୍କ୍ରିନିଂ ନିମନ୍ତେ ସହଯୋଗର ହାତ ବଢ଼ାଇଲା ନାଲକୋ ଫାଉଣ୍ଡେସନ

ମାଲକାନଗିରି : ଜିଲ୍ଲାରେ ସିକେଲସେଲଏନିମିଆ ଓ ଯକ୍ଷ୍ମା ରୋଗର ଚିହ୍ନଟ ଓ ସ୍କ୍ରିନିଂ ନିମନ୍ତେ ନବରତ୍ନ କମ୍ପାନୀ ନାଲକୋ ଫାଉଣ୍ଡେସନ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାଲକୋ ଫାଉଣ୍ଡେସନର ଏକ ପ୍ରତନିଧି ଦଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଭେଟି

ଘରୋଇ ଯାତ୍ରୀବାହି ବସ ଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ

ମାଲକାନଗିରି : ମାଲକାନଗିରି ଜିୟଲ୍ଲ ଗୋବିନ୍ଦପାଲି ନିକଟରେ ଏକ ଘଅରି ବସ ଦୁର୍ଘଟଣା ଘଟି ୧୫ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ ଜୟପୁରରୁ ମାଲକାନଗିରି ଅଭିମୁଖେ ମହାବାହୁ ନାମକ ଏକ ଘରୋଇ ବସ ଆସୁଥିବା ବେଳେ ଜିଲ୍ଲାର ଗୋବିନ୍ଦପାଲି ନିକଟରେ ଏକ କଲଭର୍ଟ ଉପରକୁ

ହିଞ୍ଜିଳିରେ ଚାଲିଛି ଆଇପିଏଲ ସଟ୍ଟା : ପୋଲିସ ପ୍ରଶାସନ ନିରବ, ହୋଇଛି କି ଫିକ୍ସଙ୍ଗ…!

ହିଞ୍ଜିଳିକାଟୁ : ଫଟାଫଟ କ୍ରିକେଟର ଭାରତୀୟ ସଂସ୍କରଣ ଆପିଏଲ କ୍ରିକେଟ ମ୍ୟାଚ ଚଳିତ ମାସ ୨୨ ତାରିଖ ଠାରୁ ଆରମ୍ଭ ହୋଇଛି । କ୍ରିକେଟର ଏହି ରୋମାଞ୍ଚଭରା କ୍ରିକେଟ ପ୍ରତ୍ୟେକ ବର୍ଗଙ୍କୁ ବେଶ ଆକର୍ଶିତ କରିଛି । ସନ୍ଧ୍ୟା ହୋଇଗଲେ ଟିଭି ସମ୍ମୁଖରେ ୩ ଘଣ୍ଟା ବିତାଉଛନ୍ତି ଯୁବପିଢି । ଏହି ଖେଳକୁ

କମିଶନର ତଥା ଶାସନ ସଚିବ ସଂଜୀବ କୁମାର ମିଶ୍ର ଗଞ୍ଜାମ ଜିଲ୍ଲା ସଚିବଙ୍କ ଜିଲ୍ଲାଗସ୍ତ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ପରିଚାଳନା କିପରି ଚାଲିଛି ଏବଂ ସରକାରଙ୍କ ସଂଯୋଜନାରୁ ଜନ ସାଧାରଣ କିଭଳି ଉପକୃତ ହେଉଛନ୍ତି ସେହି ସମ୍ପର୍କରେ ଗଞ୍ଜାମ ଜିଲ୍ଲା ସଚିବ ଭାବେ ନିଯୁକ୍ତ ହୋଇଥିବା ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା

ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାଷିର୍କ ଉତ୍ସବ ଅନୁଷ୍ଠିତ; ବିଭିନ୍ନ ବ୍ୟକ୍ତିତ୍ବ ସମ୍ବର୍ଦ୍ଧିତ

ବ୍ରହ୍ମପୁର,୨୩/୦୩: ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାଷିର୍କ ଉତ୍ସବ ବ୍ରହ୍ମପୁର ସ୍ଥିତ କେ.ସି.ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବାଷିର୍କ ଉତ୍ସବର ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବରେ ବିଘ୍ନେଶ୍ୱର ସାହୁଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ସୁଶାନ୍ତ

ଛାତ୍ରଯୁବ ସଂଗଠନ ପକ୍ଷରୁ ଶହୀଦ୍ ଭଗତ ସିଂଙ୍କ ବଳିଦାନ ଦିବସ ପାଳିତ

ବ୍ରହ୍ମପୁର : ମାର୍ଚ୍ଚ ୨୩ ତାରିଖ ହେଉଛି ଶହୀଦ୍ ଶିରୋମଣି ଭଗତ ସିଂଙ୍କ ୯୪ ତମ ଫାଶୀ ଦିବସ । ୧୯୩୧ ମସିହା ଏହି ଦିନ ବ୍ରିଟିଶ୍ ସାମ୍ରାଜ୍ୟବାଦୀ ସରକାର ବିପ୍ଲବୀ ଭଗତ ସିଂଙ୍କ ସମେତ ଶୁକଦେବ ଓ ରାଜଗୁରୁଙ୍କୁ ଫାସୀ ଖୁଣ୍ଟରେ ଚଢ଼ାଇ ମୃତ୍ୟୁଦଣ୍ଡ ଦେଇଥିଲା । ମହାନ ଦେଶପ୍ରେମୀ ଶହୀଦ୍ ଭଗତ

୨ୟ ପର୍ଯ୍ୟାୟ ନବଭାରତ ସାକ୍ଷର ପରୀକ୍ଷା ଅନୁଷ୍ଠିତ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ୧୨ ଗୋଟି ପଂଚାୟତରେ ଥିବା ୨୪ ଗୋଟି କ୍ଲଷ୍ଟରର ବିଭିନ୍ନ ପରୀକ୍ଷା କେନ୍ଦ୍ର ଗୁଡିକରେ ଭାରତ ସରକାରଙ୍କର ନବ ଭାରତ ସାକ୍ଷରତା (ଉଲ୍ଲାସ) କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ

ବି ନୁଆଗଡ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବି ନୁଆଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ

ଦୈନିକ ବଜାରର ଚାହା ଦୋକାନୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମାଲକାନଗିରି…

ମାଲକାନଗିରି : ମାଲକାନଗିରିର ଦୈନିକ ବଜାରର ଚାହା ଦୋକାନୀ ହୋଲି ସମୟରେ ଗାଧୋଇବା ସମୟରେ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ଧୀନ ଯୁବକଙ୍କୁ ଭୁବନେଶ୍ବର ସମ ହସ୍ପିଟାଲରେ ଭେଟି ପରିବାରଙ୍କୁ ସହାୟତା ପାଇଁ ହାତ ବଢ଼ାଇଛନ୍ତି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ । ଯୁବକ ଜଣକ ସ୍ଥାନୀୟ ସଦର

ଟିପର ସହିତ ବାଇକ ଧକ୍କା : ଭାଇ ଭଉଣୀ ଆହତ

ମାଲକାନଗିରି : ଟିପର ସହିତ ବାଇକ ଧକ୍କା ହୋଇ ଦୁର୍ଘଟଣାରେ ଭାଇ ଭଉଣୀ ଆହତ, ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଥାନାରେ ଆତ୍ମ ସମର୍ପଣ କରିଛି। ସୂଚନା ଅନୁଯାୟୀ ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ମାଲକାନଗିରି ସିନ୍ଦ୍ରିମାଳ ପଞ୍ଚାୟତ ବନ୍ଧଗୁଡା ବୁଲାଣି ନିକଟରେ ଏକ ଟିପରକୁ