Browsing Category

ଆଞ୍ଚଳିକ

ବଉଳାଝୋଳିରେ ‘କ୍ରିଷ୍ଣା କାମାକ୍ଷୀ ସୋଲାର ପାର୍କ’ ଉଦ୍‌ଘାଟିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବଉଳାଝୋଳି ଠାରେ ‘କ୍ରିଷ୍ଣା କାମାକ୍ଷୀ ସୋଲାର ପାର୍କ’ର ଉଦ୍‌ଘାଟନ ହୋଇଯାଇଛି। ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ ପ୍ରତିଷ୍ଠିତ ଏହି ୨ ମେଗାୱାଟ୍ କ୍ଷମତା ବିଶିଷ୍ଟ ଗ୍ରିଡ୍ ସଂଯୋଗିତ ସୌର ବିଦ୍ୟୁତ୍ ପ୍ରକଳ୍ପ ଗଞ୍ଜାମରେ

ଅକସ୍ମାତ ତଳେ ପଡି ଜୀବନ ହାରିଲେ ସୁରକ୍ଷା କର୍ମୀ

କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କୋରାପୁଟ : କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି l ଏଲ. ଏଣ୍ଡ କେ ସୁରକ୍ଷା କମ୍ପାନୀରେ ଦୀର୍ଘ ତିନି ବର୍ଷରୁ କାର୍ଯ୍ୟାରତ ସୁରକ୍ଷା କର୍ମୀ ପିଙ୍କୁ ପ୍ରଧାନ(22) ଗଣେଶ ବିସର୍ଜନ ବେଳେ ଫୋଟ ଉତ୍ତୋଳନ କରୁ କରୁ

ବିକ୍ରି ପାଇଁ ନେଉଥିବା ବେଳେ ଧରାପଡ଼ିଲା କଲରାପତରିଆ ବାଘର ଛାଲ

ବାଲିଗୁଡ଼ା, ତା. ୧୮/୦୯ : କଲରାପତରିଆ ବାଘର ଛାଲ ବିକ୍ରି ପାଇଁ ନେଉଥିବା ବେଳେ ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘର ଛାଲ ଜବତ କରାଯାଇଛି। ଏହି ଘଟଣାକୁ ନେଇ ବନ୍ୟଜନ୍ତୁ ଚମଡ଼ାର ବେଆଇନ କାରବାର ଉପରେ ପୁଣିଥରେ

ବିଷାକ୍ତ ଦେଶୀ ମଦ ପ୍ରସ୍ତୁତରେ ଗଞ୍ଜାମ ଜିଲ୍ଲା ଆଗୁଆ !

ଅବକାରୀ ବିଭାଗ ଚେଇଁ ଶୋଇଛି……!ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଅଧିକାଂଶ ସହର ରେ ଅପମିଶ୍ରଣ ଦେଶୀ ମଦ ପ୍ରସ୍ତୁତ ହୋଇଆସୁଛି। ତାହାର ନଗ୍ନ ନମୁନା ଦୁଇ ଦୁଇ ଥର ଭୁବନେଶ୍ୱର ଠାରେ ଗଞ୍ଜାମ ଜିଲ୍ଲାରୁ ଚାଲାଣ ବେଳେ ଭୁବନେଶ୍ୱର ଅବକାରୀ ବିଭାଗ ହାତରେ ବିପୁଳ ପରିମାଣର ଦେଶୀ ମଦ ପାଉଚ ଜବତ ହେବାର

ଜିଏସଟି ବିଲ୍ ନ ଦେଇ ଟ୍ରାନ୍ସପୋର୍ଟ ସଂସ୍ଥା ହଟହଟା: ୮ ହଜାର ଟଙ୍କା କ୍ଷତିପୂରଣ ସହ ବିଲ୍ ପ୍ରଦାନ ପାଇଁ ଗଞ୍ଜାମ…

ବ୍ରହ୍ମପୁର : ସମ୍ପୂର୍ଣ୍ଣ ଭଡ଼ା ଓ ଟିକସ ରାଶି ନେଇ ମଧ୍ୟ ବୈଧ ଜିଏସଟି (GST) ଟାକ୍ସ ଇନଭଏସ୍ ନ ଯୋଗାଇବା ଏକ ପରିବହନ ସଂସ୍ଥାକୁ ମହଙ୍ଗା ପଡ଼ିଛି। ଗ୍ରାହକଙ୍କୁ ଉପଯୁକ୍ତ ବିଲ୍ ପ୍ରଦାନ କରିବା ସହ ମାନସିକ ନିର୍ଯାତନା ଓ ମକଦ୍ଦମା ଖର୍ଚ୍ଚ ବାବଦକୁ ୮,୦୦୦ ଟଙ୍କା କ୍ଷତିପୂରଣ ଦେବା ପାଇଁ

୫୫ଟି ଜୀବନ୍ତ କଇଁଚ ଜବତ, ୪ ବନ୍ୟଜନ୍ତୁ ଚୋରାଚାଲାଣକାରୀ ଗିରଫ

ମୋଟୁ, ୧୭/୯: ବନ୍ୟଜନ୍ତୁଙ୍କୁ ବେଆଇନ ଭାବେ ପରିବହନ କରାଯାଉଥିବା ନେଇ ବିଶ୍ୱସନୀୟ ସୂଚନା ଆଧାରରେ ମାଲକାନଗିରି ବନଖଣ୍ଡ ଓ ମୋଟୁ ପୁଲିସ ପକ୍ଷରୁ ମିଳିତ ଅଭିଯାନ କରାଯାଇଥିଲା। ୧୬ ସେପ୍ଟେମ୍ବର ୨୦୨୬ରେ ମୋଟୁ ଅଞ୍ଚଳର ଏମ୍‌ପିଭି-୫୩ ଗାଁ ନିକଟ କେନାଲ ରୋଡ୍‌ରେ ଏହି ଅଭିଯାନ ହୋଇଥିଲା।

ପେଟ୍ରୋଲ ପମ୍ପ ନିକଟରୁ ୮ ଫୁଟିଆ ଅଜଗର ଉଦ୍ଧାର

ମାଲକାନଗିରି: ମାଲକାନଗିରି ସଦର ମାଡଭି ପେଟ୍ରୋଲ ପମ୍ପ ନିକଟରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଅଜଗରଟିର ଲମ୍ବ ପ୍ରାୟ ୮ ଫୁଟ ଏବଂ ଓଜନ ୧୫ କିଲୋଗ୍ରାମରୁ ଅଧିକ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ବୁଲା କୁକୁର ତା'ର ନବଜାତ

ବଢ଼ୁଛି ନଦୀରେ ଡେଇଁ ଜୀବନ ହାରିବା ଘଟଣା, ୫ ବର୍ଷରେ ୪୬ ମୃତ

କଟକ : ଗତ ୫ ବର୍ଷ ମଧ୍ୟରେ କଟକ ଓ ଭୁବନେଶ୍ବର ଅଗ୍ନିଶମ ସର୍କଲ୍‌ରେ ନଦୀ ଓ ଜଳାଶୟରେ ଡେଇଁ ଜୀବନ ହାରିବା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅଗ୍ନିଶମ ବିଭାଗର ପରିସଂଖ୍ୟାନରୁ ମିଳିଥିବା ତଥ୍ୟାନୁସାରେ, କଟକ ଅଗ୍ନିଶମ ବିଭାଗ ଅଧୀନରେ ୯ଜଣ ଜଳାଶୟରେ ଡେଇଁ ଆତ୍ମହତ୍ୟା କରିଥିବା

ବନ୍ଧୁକ ଦେଖାଇ ଭିଡିଓ କରି ଯୁବକ ଗିରଫ: ୨ ବନ୍ଧୁକ ଜବତ

ନୟାଗଡ଼ : ବନ୍ଧୁକ ଦେଖାଇ ସୋସିଆଲ ମିଡିଆରେ ବିଭିନ୍ନ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।ଯୁବକ ଜଣକ ନୟାଗଡ଼ ହାଉସିଂବୋର୍ଡ ନିବାସୀ ଶିକ୍ଷକ ବିଭୂତି ଭୂଷଣ ଜେନାଙ୍କ ପୁଅ ମୋର୍ଯ୍ୟମଣି ଜୈତ୍ରଦେବ ଜେନା । ତାଙ୍କ ନିକଟରୁ ଦୁଇଟି ବନ୍ଧୁକ ଜବତ କରାଯାଇଛି।

ବିଶ୍ୱକର୍ମା ପୂଜା ପାଳିତ : ଠିକାଦାର, ଶ୍ରମିକ, ଦିନମଜୁରିଆ ଓ ବସ୍‌ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ସାମିଲ

ବାଲିଗୁଡ଼ା : ଧର୍ମ, ପରମ୍ପରା ଓ କର୍ମର ସମନ୍ୱୟର ପବିତ୍ର ପର୍ବ ବିଶ୍ୱକର୍ମା ପୂଜା ଅବସରରେ ବାଲିଗୁଡ଼ା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନ, ଗ୍ୟାରେଜ୍‌, ନିର୍ମାଣ ସଂସ୍ଥା, ଯାନବାହନ ଚଳାଚଳ କ୍ଷେତ୍ର ଓ ବିଭିନ୍ନ କାର୍ଯ୍ୟସ୍ଥଳରେ ଧୁମ୍‌ଧାମରେ ବିଶ୍ୱକର୍ମା ପୂଜା ପାଳିତ