Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ଦ୍ୱିତୀୟ ସେମି ଫାଇନାଲରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ର ଦ୍ୱିତୀୟ ସେମି ଫାଇନାଲ ଖେଳ ସୋମବାର ଦିନ ଆଦିବାସୀ ମହାବିଦ୍ୟାଳୟ ବନାମ ପାକୁଲଦା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିଥି ଭାବେ ସ୍ଥାନୀୟ ଉପଖଣ୍ଡ!-->…
ଶ୍ରାବଣ ଦ୍ୱିତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବପୀଠ ଚଳ ଚଞ୍ଚଳ
ବାଲିଗୁଡା : ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଥିବା ବିଭିନ୍ନ ଶୈବପୀଠ ରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆ ମାନେ ଗେରୁଆ ବସ୍ତ୍ର ପରିଧ୍ୟାନ ପୂର୍ବକ ଶିବ ଭକ୍ତମାନେ ନିଜ ମାନସିକ ପୂରଣ ପାଇଁ!-->…
ହର ଘର ତ୍ରିରଙ୍ଗା ଅଭିଯାନ ଅବସରରେ କୋରାପୁଟରେ ବିଶାଳ ରାଲି, ବନ୍ଦେ ମାତରମ ନାରାରେ ଗୁଞ୍ଜିଲା ସହର
କୋରାପୁଟ : ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ଚାଲିଥିବା ‘ହର ଘର ତ୍ରିରଙ୍ଗା-2026’ ଅଭିଯାନର ଅଂଶ ସ୍ୱରୂପ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସୋମବାର ସକାଳ 8 ଟାରେ ଏକ ବିଶାଳ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି!-->!-->!-->…
ଚାରବର୍ଷରେ ମଧ୍ୟ ସମ୍ପୂର୍ଣ୍ଣ ହେଲାନି ଆବାସ ଗୃହ ନିର୍ମାଣ : ପଞ୍ଚାୟତ ସମିତିରୁ ନୋଟିସ, ହିତାଧିକାରୀଙ୍କ ମୁଣ୍ଡରେ…
ଓପିଡିଆର ଆକ୍ଟ 1962 ରେ ଦଣ୍ଡିତ ହୋଇ ପାରନ୍ତି
କୋରାପୁଟ/କୋଟପାଡ଼ : ଜ଼ିଲ୍ଲାର ସୀମାନ୍ତବର୍ତ୍ତୀ କୋଟପାଡ଼ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଆବାସ ଯୋଜନା ଦୁର୍ନୀତିରେ ପୋତି ହୋଇ ପଡିଛି l ଦୀର୍ଘଦିନ ଧରି ହିତାଧିକାରୀମାନେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପଞ୍ଚାୟତ ସମିତି!-->!-->!-->…
ବୁଢ଼ା ବୁଢିଆଣୀ ମଧ୍ୟମ ଜଳସେଚନ ଯୋଜନା : ଗଛଲତାରେ ହଜିଯାଉଛି କେନାଲ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବୁଢ଼ା ବୁଢିଆଣୀ ମଧ୍ୟମ ଜଳସେଚନ ଯୋଜନା ଅନ୍ତର୍ଗତ କେନାଲ ଗୁଡିକୁ ବର୍ଷା ଋତୁ ପୂର୍ବରୁ ସଫା କରିବା ନିମନ୍ତେ ବ୍ୟବସ୍ଥା ରହିଥିବା ବେଳେ ବର୍ଷା ଋତୁ ସରିବାକୁ ବସିଲାଣି ତଥାପି ଏପର୍ଯ୍ୟନ୍ତ କେନାଲ ସଫେଇ ହୋଇନଥିବାରୁ ସେଗୁଡିକ ଅନାବନା ଗଛଲତାରେ!-->…
ମାଲକାନଗିରି ବଙ୍ଗାଳୀ ସମାଜ ଶିକ୍ଷା ସଂସ୍କାର ସମିତି ଦ୍ୱାରା ଶିଶୁ ସେବାସଦନର ଶୁଭାରମ୍ଭ
ମାଲକାନଗିରି : ମାଲକାନଗିରି ବଙ୍ଗାଳୀ ସମାଜ ଅଧୀନରେ ଶିକ୍ଷା ସଂସ୍କାର ସମିତି ଦ୍ୱାରା ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଏମ୍.ଭି. ୧୦ ଗ୍ରାମରେ ଶିଶୁ ସେବା ସଦନର ଶୁଭ ଉଦ୍ଘାଟନ ହୋଇ ଯାଇଛିା ଏହି ଅବସରରେ ମାଲକାନଗିରି ବଙ୍ଗାଳୀ ସମାଜର କାର୍ଯ୍ୟକାରୀ!-->…
ରାଉରକେଲାରେ ଘର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ: ୨ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ
ବିରମିତ୍ରପୁର : ରାଉରକେଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଛେଣ୍ଡ ଥାନା ଅନ୍ତର୍ଗତ ଏକ ଘର ଚୋରି ମାମଲାର (କେସ୍ ନମ୍ବର ୨୦୩/୨୦୨୬) ପର୍ଦ୍ଦାଫାଶ କରିବା ସହ ଏଥିରେ ସମ୍ପୃକ୍ତ ଏକ ଆନ୍ତଃସଂଯୁକ୍ତ ଗ୍ୟାଙ୍ଗକୁ ଧରିବାରେ ପୋଲିସ ସକ୍ଷମ ହୋଇଛି।
ତଦନ୍ତ ସମୟରେ ପୋଲିସ ୨ ଜଣ!-->!-->!-->!-->!-->…
ସ୍ତ୍ରୀର ସନ୍ଦେହ: ଦୁଇ ମାସ ପରେ କବରରୁ ବାହାରିଲା ସ୍ୱାମୀଙ୍କ ଶବ, ହତ୍ୟା ଅଭିଯୋଗ ଆଣିଲେ ପରିବାର
ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ବଡ଼ମାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସ୍ତ୍ରୀ ସନ୍ଦେହ ପ୍ରକାଶ କରିବା ପରେ, ମୃତ୍ୟୁର ଦୁଇ ମାସ ପରେ କବରରୁ ଶବ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଘଟଣା!-->!-->!-->…
ରଣପୁର ଏନଏସି ପକ୍ଷରୁ ହର ଘର ତିରଙ୍ଗା କାର୍ଯ୍ୟକ୍ରମ
ନୟାଗଡ଼ (ନିସର୍ତ୍ତ) : ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ଦାମୋଦର ଦାସ ମୋଦୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାରେ ଆଜିଠାରୁ 'ହର ଘର ତ୍ରିରଙ୍ଗା' ଅଭିଯାନ ଆରମ୍ଭ ହୋଇଛି। ଏହି ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆଜିଠାରୁ ଆସନ୍ତା ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଲୋକମାନେ ନିଜ ଘରେ!-->…
ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସାହାରା ଚିତ୍ରଲେଖା
ନୟାଗଡ଼ (ନିସର୍ତ୍ତ) : ସରକାର କୋଟି କୋଟି ଟଙ୍କା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ କରି ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗେଇ ଦେବାପାଇଁ ଉନ୍ନତ ମାନର ଚିକିତ୍ସା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଉଛନ୍ତି । କିନ୍ତୁ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି!-->…