Browsing Category

ଆଞ୍ଚଳିକ

ହେଲମେଟ ପରିଧାନ ନେଇ ବାଲିଗୁଡା ପୋଲିସର ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଆରକ୍ଷି ଅଧିକାରୀ ରାମେନ୍ଦ୍ର ପ୍ରସାଦଙ୍କ ନିର୍ଦେଶ କ୍ରମେ ବାଲିଗୁଡା ସହରରେ ମୋଟସାଇକେଲ ଚାଳକଙ୍କ ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ସହ ଛାତ୍ରଛାତ୍ରୀ ମାନେ ଏକ ପଥପ୍ରାନ୍ତ ନାଟକ କରି ସଚେତନତା କରାଇଛନ୍ତିା । ଏହା ମା' ପାଟଖଣ୍ଡା

ଆସିକା ରେ ପ୍ରତିଦ୍ବନ୍ଦିତା ମୂଳକ ଭାବେ ଚାଲିଛି ଜଳ ନିଷ୍କାସନ ପଥ ଅବରୋଧ….!

ସାଧାରଣ ଲୋକଙ୍କ ପଟ୍ଟା ନାହିଁ ଜବର ଦଖଲ କାରୀଙ୍କ ନାମରେ ମାଳ ମାଳ ପଟ୍ଟା ….! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ଏକ ବନ୍ୟା ପ୍ରପୀଡ଼ିତ ଭାବେ ପରିଚିତ। ଆସିକା ସହର ର ବର୍ଷା ଜଳ ନିଷ୍କାସନ ପଥ ଗୁଡ଼ିକ ଅବରୋଧ କରି ବଡ଼ ବଡ଼ ଅଟାଳିକା ନିର୍ମାଣ ହେବାରେ ଲାଗିଛି। ପୂର୍ବରୁ

ଓଡ଼ିଆ ପକ୍ଷ ପାଳନ ଅବସରରେ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ

ନବରଙ୍ଗପୁର : ଆଜି ସ୍ଥାନୀୟ ନବରଙ୍ଗପୁର ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ଓଡ଼ିଆ ପକ୍ଷ ପାଳନ ତ୍ରୟୋଦଶ ଦିବସ ରେ "ବନ୍ଦନୀୟ ବରପୁତ୍ର" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ବିଶ୍ଵଜିତ ବର୍ମନ୍ ଯୋଗ ଦେଇଥିଲେ।

ଆୟୁଷ୍ମାନ ଭାରତ ଏକକ କାର୍ଡ ବିତରଣ ଶୁଭାରମ୍ଭ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅଧିନସ୍ତ ଆଜି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମାନ୍ୟବର କୁଆଁରମୁଣ୍ଡା ଖ ଜିଲ୍ଲା ପରିଷଦ ରାଜେନ୍ଦ୍ର କୁଜୁର ଓ ରାଏବଗା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିକାଶ କୁମାର ବେକ ମୁଖ୍ୟ ଅତିଥି ରୂପେ ଯୋଗଦେଇ

ରାଇକିଆରେ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ

ରାଇକିଆ : ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଶୁକ୍ରବାର ଲୋକାର୍ପଣ ହୋଇଯାଇଅଛି । କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ୧୪ ଲକ୍ଷ ଠକେଇ ଘଟଣା : ଗୁଜରାଟରୁ ଦୁଇ ସାଇବର ଠକ ଗିରଫ…

ବ୍ରହ୍ମପୁର,୧୨ା୪ :  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଗତ ଫେବୃଆରୀ ମାସରେ ଡିଜିଟାଲ ଆରେଷ୍ଟ ଭୟ ଦେଖାଇ ସାଇବର ଗ୍ୟାଙ୍ଗ ୧୪ ଲକ୍ଷ ଟଙ୍କା ନେଇଯାଇଥିଲେ। ଏନେଇ କୁଳପତିଙ୍କ ଅଭିଯୋଗକ୍ରମେ ବ୍ରହ୍ମପୁର ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ଗଠନ

ସରକାରୀ ନିୟମ କୁ ଫୁ :ମଦ ନିଗମକୁ ପରିବହନ ପାଇଁ ଲାଗିଛି ଦଶ ବର୍ଷର ପୁରୁଣା ଗାଡି..! ଏହା ରାଜନୈତିକ ଚାପ ନା…

ଜିଲ୍ଲା ପରିବହନ ବିଭାଗ କାହା ଚାପ ରେ ଚୁପ ନହୋଇଛି ଫିକ୍ସଙ୍ଗ..!! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସମବାୟ ଚିନି ଶିଳ୍ପରେ ପ୍ରସ୍ତୁତ ହେଉଥିବା ମଦ (ଆସିକା ଫୋର୍ଟି) କୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏଠାରୁ ପରିବହନ କରାଯାଏ। ସରକାର ଗାଇଡ଼ ଲାଇନ ଅନୁଯାଇ ଦଶ ବର୍ଷ ରୁ ଉର୍ଦ୍ଧ

ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ୍ୟୁ ଘଟଣା, ଫେରାର ଗାଡି ଜବତ : ଚାଳକ ଗିରଫ

ହିଞ୍ଜିଳିକାଟୁ : ଫେବୃୟାରୀ ୯ ତାରିଖ ଭୋର ସମୟରେ ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ମାଣିକ ନଗର ଛକରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଦୂର୍ଘଟଣା ଘଟାଇ ଚାଳକ ଗାଡି ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଦୂର୍ଘଟଣାରେ

ଆୟୁଷ୍ମାନ ଯୋଜନା ଶୁଭାରମ୍ଭ : ଗଞ୍ଜାମରୁ ଉପକୃତ ହେବେ ୨୮.୯୨ ଲକ୍ଷ ହିତାଧିକାରୀ…

ଛତ୍ରପୁର : ଦିର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତଘଟି ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । ରାଜ୍ୟରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ଉପକୃତ ହୋଇଥିବା ବେଳେ ଗଞ୍ଜାମ