Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିବାହ ପ୍ରତିଶ୍ରୁତି ଦେଇ ଦୁର୍ଷ୍କମ ଘଟଣା, ଅଭିଯୁକ୍ତ ଗିରଫ
ହିଞ୍ଜିଳିକାଟୁ : ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀ ଜଣଙ୍କ ବିବାହ କରିବା ପାଇଁ ଜିଦ୍ କରିବାରୁ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିଲେ। ପୀଡିତା ଯୁବତୀ ଜଣଙ୍କ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ-!-->…
ମା ତାରାତାରିଣୀଙ୍କ ଚୈତ୍ରପର୍ବ ଶାନ୍ତି ଶୃଙ୍ଖଳାର ସହିତ ସମାପନ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବ ର ଶେଷ ଚତୁର୍ଥ ପାଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଯାଇଛି। ମଙ୍ଗଳବାର ପ୍ରତଃ ୫ ଘଟିକା ସମୟରେ ଦ୍ଵାରା ଫିଟା ଯାଇ ମା ବସନ୍ତିକ ଦୁର୍ଗା ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ। ଆଜି ମଧ୍ୟାହ୍ନ!-->…
ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହା ହୋଇ ଆସିବା ବେଳେ ଚାଲିଗଲା ରୋଗୀଙ୍କ ଜୀବନ
ମାଲକାନଗିରି, ୮।୪ ରାସ୍ତା ନଥିବା ରୁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ, ଭାରରେ ବୋହି ହସ୍ପିଟାଲକୁ ନେଉ ଥିବା ବେଳେ ଚାଲିଗଲା ଅସୁସ୍ଥ ଯୁବତୀର ଜୀବନ। କିଛି ଏପରି ଦୁଖଦ ଖବର ଆସିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କାତ୍ରାକୁଣ୍ତ ଗ୍ରାମରୁ। ସୂଚନା ଅନୁଯାୟୀ ଏହି!-->…
ପଞ୍ଚ ଦିବସୀୟ ଶିଶୁ ବାଟିକା ପ୍ରଶିକ୍ଷଣ “ପ୍ରସ୍ତୁତି” ମଡୁଲ କାର୍ଯ୍ୟକ୍ରମ ଉଦଯାପିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଞ୍ଚ ଦିବସୀୟ ଶିଶୁ ବାଟିକା ପ୍ରଶିକ୍ଷଣ "ପ୍ରସ୍ତୁତି" ମଡୁଲ କାର୍ଯ୍ୟକ୍ରମ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇ ଉଦଯାପିତ ହୋଇ ଯାଇଛି l ଏଥିରେ ବାଲିଗୁଡ଼ା ବ୍ଲକ୍!-->…
ଅବ୍ୟବସ୍ଥାରେ ଚାଲିଛି ନୟାଗଡ଼ ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କ୍ ଓ ସେବା ସମବାୟ ସମିତି
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ୧୫୭ ଟି ସେବା ସମବାୟ ସମିତି ରହିଥିବା ବେଳେ ରାଜ୍ୟ ଅଡିଟ ରିପୋର୍ଟ ଅନୁସାରେ ନୟାଗଡ଼ ଜିଲ୍ଲାର ୧୧ ଟି ସମବାୟ ସମିତି ଲାଭ ଦେଖାଉଥିବା ବେଳେ ଅବଶିଷ୍ଟ ୧୪୬ ସମବାୟ ସମିତି କ୍ଷତି ରେ ଚାଲିଛି ।ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୨୭୧୧ ଟି ସମବାୟ ସମିତି ଥିବା ବେଳେ!-->…
ପ୍ରାଣୀ ଚିକିତ୍ସା ନାଁରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ : ନୋଡାଲ ଅଫିସରଙ୍କ ଫୋନ ନମ୍ବର ସାର୍ଵଜନୀନ କରାଯାଉ
ବ୍ରହ୍ମପୁର : ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ନାନା ଅବ୍ୟବସ୍ଥାର ସମାଧାନ ଦାବୀ ନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହେବା ସହ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଚିକିତ୍ସାଧିକାରୀଙ୍କ ମନମୁଖୀ!-->!-->!-->…
ଚୈତ୍ର ଶେଷ ମଙ୍ଗଳବାର : ମା’ ଶ୍ୟାମଳାଇ ଓ କରେଇଶୁଣୀଙ୍କ ଚୈତ୍ର ଯାତ୍ରା ଉଦଯାପିତ
ହିଞ୍ଜିଳିକାଟୁ : ଚୈତ୍ର ମାସ ଚତୁର୍ଥ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡା ନିକଟସ୍ଥ ତଥା ସ୍ଥାନୀୟ ଅଞ୍ଚଳର ଇଷ୍ଟଦେବୀ ମା’ ଶ୍ୟାମଳାଇ ଓ ଖରିଡା ସ୍ଥିତ ମା’ କରେଇଶୁଣୀଙ୍କ ପୀଠରେ ସହସ୍ରାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମଙ୍ଗଳ!-->…
ଓଡ଼ିଆ ପକ୍ଷ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ
ନବରଙ୍ଗପୁର : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ନବରଙ୍ଗପୁର ଜିଲ୍ଲାରେ ବର୍ଣ୍ଣବୋଧ ବଣ୍ଟନ - କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ବ୍ଲକ୍ ଅନ୍ତର୍ଗତ ଭାଲୁଗୁଡା ପ୍ରାଥମିକ ବିଦ୍ୟାଳୟ ରେ ମୁଖ୍ୟ ଅତିଥି!-->…
ପବିତ୍ର ଶ୍ରୀରାମ ନବମୀରେ ଭକ୍ତି ସହ ଶକ୍ତି ପ୍ରଦର୍ଶନ
ବ୍ରହ୍ମପୁର : ପବିତ୍ର ଶ୍ରୀରାମ ନବମୀରେ ଭକ୍ତି ସହ ଶକ୍ତି ପ୍ରଦର୍ଶନ । ବ୍ରହ୍ମପୁରରେ ଶହ ଶହ ସଂଖ୍ୟାରେ ପ୍ରଭୁ ଶ୍ରୀରାମ ଏବଂ ହନୁମାନ ଭକ୍ତ 'ଶ୍ରୀରାମ ନବମୀ ଶୋଭାଯାତ୍ରା ସମିତି' ପକ୍ଷରୁ ଆୟୋଜିତ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରାରେ ବାହାରିଥିଲେ । ଏହି ବିଶାଳ ଶୋଭାଯାତ୍ରା ସ୍ଥାନୀୟ!-->…
ବିଜେଡ଼ି ଦଳକୁ ଦିଆଯାଇଥିବା ସ୍ଲୋ ପୋଏଜନ ଏବେ କାମ କରୁଛି…..!
ଦଳରେ କନ୍ଦଳ ମୁଖିଆ ହତବାକ…..!ବ୍ରହ୍ମପୁର : ବିଜେଡ଼ି ଦଳର ଗୁମର ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଅମିତ ଶାହାଙ୍କ ଇସାରାରେ ନୃତ୍ୟ କରୁଥିବା ପାଣ୍ଡିଆନଙ୍କ ପାଇଁ ଆଜି ବିଜେଡ଼ି ର ଏହି ଅବସ୍ଥା ବୋଲି ଚର୍ଚ୍ଚା ହେଲାଣି। ଗତ ସାଧାରଣ ନିର୍ବାଚନ ସମୟରେ ଶାହାଙ୍କ ମିର୍ଦ୍ଧେଶ ପ୍ରକାରେ!-->…