Browsing Category

ଆଞ୍ଚଳିକ

ଜିଲ୍ଲା ସଂସ୍କୃତି ପରିଷଦ, ଗଞ୍ଜାମର ସାଧାରଣ ପରିଷଦ ବୈଠକ କଳାକାର ମାନଙ୍କ ପାରିଶ୍ରମିକ ବୃଦ୍ଧି…

ଛତ୍ରପୁର :ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ନବଗଠିତ ଜିଲ୍ଲା ସଂସ୍କୃତି ପରିଷଦର ସାଧାରଣ ପରିଷଦ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାରଅଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ

ଯୁବ ବ୍ୟବସାୟୀଙ୍କୁ ସୁଦୃଢ କରିବା ଦିଗରେ ନାନୋ ୟୁନିକର୍ନ ଯୋଜନା…

ମାଲକାନଗିରି, ୨୧/୨/୨୫: ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ତରଫରୁ ଜିଲ୍ଲା ପାଠାଗାର ଠାରେ ନାନୋ ୟୁନିକର୍ନ ଯୋଜନାରେ ହିତାଧିକାରୀଙ୍କ ଚୟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ମନସ୍ଵି ସେଠୀଙ୍କ ତତ୍ତ୍ଵାବଧାନରେ ଏହି

ନୟାଗଡ଼ ଜଗନ୍ନାଥ ମନ୍ଦିରରୁ ଚୋରି…

ନୟାଗଡ଼: ନୟାଗଡ଼ ଜଗନ୍ନାଥ ମନ୍ଦିରରୁ ସୁନା ଓ ରୂପା ଅଳଙ୍କାର ସମେତ ହୁଣ୍ଡିରୁ ଟଙ୍କା ଲୁଟ ଅଭିଯୋଗ ଆସିଛି । ଲୁଟେରା ମାନେ ଠାକୁରଙ୍କର ଗର୍ଭଗୄହରେ ପଶି ରତ୍ନ ସିଂହାସନ ଉପରେ ଚଢ଼ି ତିନି ଠାକୁର ପିନ୍ଧିଥିବା କିରଟି ଓ ନାକଚଣା କୁ ନେବା ସହିତ ମନ୍ଦିର ଭିତରେ ଥିବା ହୁଣ୍ଡି ତାଲା ଭାଙ୍ଗି

କାଗଜ କଲମରେ ହିଞ୍ଜିଳି ରେ ମଣ୍ଡି:ଧାନ କିଣାବିକାରେ ଚାଲିଛି ମିଥ୍ୟା ଏଣ୍ଟ୍ରି…

ହିଞ୍ଜିଳିକାଟୁ ୨୧!୨ ହିଞ୍ଜିଳିକାଟୁ ବ୍ଲକ୍ ରେ ଧାନ ବିକ୍ରିବଟାକୁ ନେଇ ଚାଷୀମାନେ ବହୁବିଧ ସମସ୍ୟାରେ ଛନ୍ଦି ହୋଇ ସମସ୍ୟା ଅଧିକ ଜଟିଳ ହୋଇ ପଡ଼ିଛି। ଏଠାରେ ରହିଥିବା ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅନିୟମିତତା ଚାଲିଥିବା ଅଭିଯୋଗ ହୋଇଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ

ଆସିକା ଅଞ୍ଚଳ ରେ ଥିବା ବେଆଇନ ପୋଡ଼ା ଇଟା ଭାଟି ରୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରୁଛି କିଏ ……?

ରାଜସ୍ୱ ବିଭାଗ ଓ ପୋଲିସ ନାଁ ରେ ହେଉଛି ଆଦାୟ……! ବ୍ରହ୍ମପୁର : ଆସିକା ଅଞ୍ଚଳରେ ବେଆଇନ ଭାବେ ମାଳ ମାଳ ଇଟାଭାଟି ଥିଲେ ମଧ୍ୟ ପ୍ରଶାସନ ଧୃତରାଷ୍ଟ୍ର ସାଜିଛି।ପରିବେଶ ପ୍ରଦୂଷଣ କାରୀ ପୋଡା ଭାଟି ଇଟାକୁ ନାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ ଜିଟି) ବେଆଇନ ଘୋଷଣା କରି ରୋକ୍ ଲଗାଇବା ପାଇଁ

ତେନ୍ତୁଳିଖୁଣ୍ଟିରୁ କଳାହାଣ୍ଡି ଯୋଡୁଥିବା ରାସ୍ତାରେ ଡୁଲୁଘାଟି ଠାରେ ଅଟୋ ଦୁର୍ଘଟଣା, ୧୦ ଆହତ

ତେନ୍ତୁଳିଖୁଣ୍ଟି,୨୦/୨ ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ପଂଚାୟତ ସୀମାନ୍ତ ଡୁଲୁଘାଟି ରାସ୍ତାରେ ଆଜି ମାଧ୍ୟାହ୍ନ ରେ ଅଟୋ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି ! ଏଥିରେ ୧୦ ଜଣ ଆହତ ହୋଇଛନ୍ତି ! ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି

ସାଂସଦଙ୍କ ଅଭିଯୋଗ ଶୁଣାଣୀ

ଉମରକୋଟ /ବେହେଡ଼ା :- (୨୦/୦୨/୨୦୨୫) ନବରଙ୍ଗପୁର ଜ଼ିଲ୍ଲା ର ବେହେଡ଼ା ଅନ୍ତର୍ଗତ ନୂଆଗୁଡା ଠାରେ ନବରଙ୍ଗପୁର ସାଂସଦ ଶ୍ରୀ ଯୁକ୍ତ ବଳଭଦ୍ର ମାଝୀ ଆଜି ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ କରିଥିଲେ। ଏହି ସଭାରେ ସ୍ଥାନୀୟ ଅଂଚଳର ସୁବିଧା ଅସୁବିଧା ପାଇଁ ଲୋକ ମାନେ ଲିଖିତ ଅଭିଯୋଗ କରିଥିଲେ।

ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର : ପୋଲିସର ତଦନ୍ତ ଜାରି

ଉମରକୋଟ /ରାଇଘର : ରାଇଘର ପୋଲିସ ଏକ ଆମ୍ବ ଗଛରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରି ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଜଲଙ୍ଗପାରା ପଞ୍ଚାୟତର ନୀରାବେଡା ଗ୍ରାମରେ। ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଉଛନ୍ତି

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତିର ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଗୁରୁବାର ନୂତନ ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ତତ୍ୱାବଧାନରେ ବାଲିଗୁଡା ପି,ଏ ଆଇ,ଟି,ଡ଼ି,ଏ ଗଦାଧର ପାତ୍ରଙ୍କ ଉପସ୍ଥିତରେ ୧୪ ଟି ପଞ୍ଚାୟତର ବିଭିନ୍ନ ବିଭାଗ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧିଙ୍କୁ

ବାଇକରୁ ପଡି ଯୁବକ ମୃତ

ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧିନସ୍ତ ଜୟଡେଗା ପଞ୍ଚାୟତ ଅନ୍ତର୍ଗତ ଝାରବେଡା ଗ୍ରାମର ରାଜେଶ ବାକ୍ସଳାଙ୍କ ପୁଅ ସୁରଜ ବାକ୍ସଳା ୨୪ ବର୍ଷ ଗତ ତା ୧୧/୦୨/୨୫ ରିଖ ସନ୍ଦ୍ୟା ପ୍ରାୟ ୭ଟା ସମୟରେ ନିଜ ବାଇକ ନମ୍ବର OD 14 AG 4843 ଯୋଗେ ପୂର୍ଣାପାଣି ଆଡକୁ ଯାଉଥିବା ବେଳେ