Browsing Category

ଆଞ୍ଚଳିକ

ଅନ୍ୟ ଜିଲ୍ଲାର କିନ୍ନରଙ୍କ ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା

ଉମରକୋଟ : କଳାହାଣ୍ଡି ଜିଲ୍ଲାରୁ କେତେକ କିନ୍ନର ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକକୁ ଆସି ଉମରକୋଟ, ଝରିଗାଁ ଓ ରାଇଘର ଅଞ୍ଚଳର ଦୋକାନ ବଜାରକୁ ଯାଇ ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ କରିବା ସାଥେ ସାଥେ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବାକୁ ନେଇ ଘୋର ଅଭିଯୋଗ କରିଛନ୍ତି ନବରଙ୍ଗପୁର…

ରାୟଗଡ଼ା ଜିଲ୍ଲା କୋଲନରା ମାଁ ମୁତ୍ୟାଲାମ୍ମା ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠ ଓ ନୂତନ ବିଗ୍ରହ ପ୍ରତିଷ୍ଠା

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କୋଲନରା ଗ୍ରାମର ଗ୍ରାମଦେବୀ ମାଁ ମୁତ୍ୟାଲାମ୍ମା ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠ ଓ ନୂତନ ବିଗ୍ରହ ମନ୍ଦିରରେ ପ୍ରବେଶ ଉତ୍ସବର ଆଜି ଦ୍ବିତୀୟ ଦିନ। ପ୍ରାତରୁ ମନ୍ଦିର ସଂସ୍କାର, ପରେ ଶତାଧିକ ଘଟରେ ନଦୀରୁ ଗଙ୍ଗା ଆବାହନ କରି କଳସ ଯାତ୍ର ହୋଇଥିଲା। ।‌…

ପାପଡ଼ାହାଣ୍ଡି ସହିଦ ସ୍ମୃତିସ୍ତମ୍ଭ ଓ ପାର୍କର ଉନ୍ନତିକରଣ ନିମନ୍ତେ ବୈଠକ

ସହିଦ ସ୍ମୃତି ପାର୍କ ପାଇଁ ୫ ଏକର ନୂତନ ଜାଗା ଚିହ୍ନଟ ର ପ୍ରସ୍ତାବନବରଙ୍ଗପୁର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଠାରେ ଦେଶ ପାଇଁ ସହିଦ ହୋଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସହିଦ ସ୍ମୃତି ପାର୍କ…

ଲକ୍ଷ୍ମୀନୃସିଂହ ଯାତ୍ରା ସକାଶେ ପ୍ରସ୍ତୁତି ବୈଠକ…

ହିଞ୍ଜିଳିକାଟୁ : ଆସନ୍ତା ୧୧ ତାରିଖ ଠାରୁ ହିଞ୍ଜିଳିକାଟୁ ପ୍ରସିଦ୍ଧ ତଥା ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରା ଉତ୍ସବ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।…

ବାଲିଗୁଡାରେ ମା’ ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଯାତ୍ରାରମ୍ଭ : ନିମନ୍ତ୍ରଣ ପରେ ଫୁଲଚାଙ୍ଗୁଡ଼ି ପୂଜା ଓ ଦିଗବନ୍ଧନ ଶେଷ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପରେ ଯଥାରିତି ନୀତି ଅନୁଯାୟୀ ପୂଜାର୍ଚନା ସହ ଅସ୍ଥାୟୀ ପୀଠ କୁ ପ୍ରତିଷ୍ଠା କରାଯାଇ…

ନକ୍ସଲଙ୍କ ଟାର୍ଗେଟରେ ଗ୍ରାମବାସୀ: ପୁଣି ଜଣଙ୍କୁ ହତ୍ୟା

ମାଲକାନଗିରି: ସୀମାନ୍ତ ସୁକମା ଜିଲ୍ଲାର ଜଗରଗୁଣ୍ଡା ଥାନା ଅଂଚଳରେ ଗତକାଲି ଜଣେ ଗ୍ରାମବାସୀକୁ ନକ୍ସଲ ତଣ୍ଟି ଚିପି ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ସୋମବାର ଅପରାହ୍ନ ୩ଟା ବେଳେ ସାଧା ପୋଷାକରେ ତାରଲାଗୁଡା ପଞ୍ଚାୟତର ବେନପାଲ୍ଲୀ ଗ୍ରାମରେ ପହଞ୍ଚିଥିଲେ।ତାରଲାଗୁଡା ପଞ୍ଚାୟତର ନାଏବ…

ଗଞ୍ଜାମ ପୋଲିସ ର ସଫଳତା କୁ ନେଇ ଅନେକ ପ୍ରଶ୍ନ : ମୁଖ୍ୟ ଅଭିଯୁକ୍ତ ମାନେ ଧରା ପଡ଼ିବେ କେବେ ?..!

କେରାଣ୍ଡି ଧରାପଡିଲେ ଭାକୁର କେବେ….? ବ୍ରହ୍ମପୁର: ଗଞ୍ଜାମ ପୋଲିସ ହାତରେ ୧୫ଟି ମାଉଜର ଏବଂ କିଛି ଅପରାଧୀ ଧରାପଡିବା ଗଞ୍ଜାମ ପୋଲିସ କୁ ବଡ଼ ସଫଳତା ମିଳିଛି ସତ । ଗଞ୍ଜାମ ଜିଲ୍ଲାର ଆଗ ଧାଡ଼ିର ବାଲି ମାଫିଆ ମାନଙ୍କୁ ରାସ୍ତାରୁ ହଟେଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା…

ପ୍ରଚଣ୍ଡ ଖରା : ଗରମ ଗୁଳୁଗୁଳିରୁ ଆଶ୍ୱସ୍ତି ଦେଇପାରୁନି କାଳବୈଶାଖୀ

ହିଞ୍ଜିଳିକାଟୁ : କିଛି ଦିନ ହେଲା ହିଞ୍ଜିଳିକାଟୁ ସହର ସମେତ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳଗୁଳି ଅନୁଭୂତ ହେଉଛି । ଏଥିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଗତ ୨/୩ ଦିନ ଧରି ରାତ୍ର ସମୟରେ ସ୍ଥାନୀୟ ଅଞ୍ଚଳରେ କାଳବୌଶାଖୀ ପ୍ରଭାବରେ ପବନ ସାଙ୍ଗକୁ…

ଓଡ଼ଗାଁ ଏନଏସି କର ଅସୁଲକାରୀଙ୍କ ବଦଳିକୁ ନେଇ ଚର୍ଚ୍ଚା

ନୟାଗଡ଼ : ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନଏସିରେ କାର୍ଯ୍ୟରତ କର ଅସୁଲକାରୀ ଙ୍କ ବଦଳି ପାଇଁ ଆଦେଶ ପତ୍ର ବାହାରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ତା୦୩/୦୫/୨୫ରିଖ ପତ୍ର ସଂଖ୍ୟା ୧୦୦୮୫ ଅନୁଯାୟୀ ୧୧ ଜଣ ଆରଆଇ ଏବଂ କର ଓ ପାଉଣା…

ବାଲିଗୁଡାରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସକାଳ ୮ ଟା ରୁ ଅଭିଯୋଗ ପ୍ରକୋଷ୍ଠ ରେ ଆରମ୍ଭ ହେବା ନେଇ ଆଗୁଆ ଡାକବାଜି…