Browsing Category

ଆଞ୍ଚଳିକ

ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ସମିତି ପକ୍ଷରୁ କାର୍ଯ୍ୟ କାରିଣୀ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ମନ୍ଦିର କଲ୍ୟାଣ ମଣ୍ଡପ ସଭାଗୃହ ଠାରେ ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ସମିତି ପକ୍ଷରୁ ଏକ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଭତ୍ତା ହିତାଧିକାରୀ ମାନଙ୍କ ସୁରକ୍ଷା ଓ ନ୍ୟାର୍ଯ୍ୟ ଦାବୀ

କ୍ଲଷ୍ଟରସ୍ତରୀୟ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଲଣ୍ଡାଗାଁ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଆମ ସଂସ୍କୃତି ଓ ଆମ ଖେଳନା" କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l କ୍ଲଷ୍ଟର ସିଆରସିସି ରମେଶ ଚନ୍ଦ୍ର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆୟୋଜିତ

ହିଞ୍ଜିଳିକାଟୁ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରେଗିଡି ଦଳ ୧୯ ରନରେ ବିଜୟୀହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମଣିଙ୍ଗ କ୍ରିକେଟ କ୍ଳବ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ବୁଧବାର ଦିବାରାତ୍ର ହିଞ୍ଜିଳିକାଟୁ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । କ୍ଳବ ସଭାପତି ନିଶିକାନ୍ତ ପଣ୍ଡାଙ୍କ ସଂଯୋଜନାରେ

ହୋଲି ପାଇଁ ଚଳଚଞ୍ଚଳ ହିଞ୍ଜିଳିକାଟୁ

ହିଞ୍ଜିିଳିକାଟୁ : ଆସନ୍ତା ଶୁକ୍ରବାର ଦିନ ଦୋଳପୁର୍ଣ୍ଣିମା ଓ ତା ପର ଦିନ ଅର୍ଥାତ ଶନିବାର ଦିନ ରଙ୍ଗର ପର୍ବ ହୋଲି । ରଙ୍ଗର ପର୍ବ ହୋଲିକୁ ଆନନ୍ଦ ଉଲ୍ଲାସର ପାଳନ କରିବାକୁ ବର୍ତ୍ତମାନ ଠାରୁ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡିକ ଚଳଚଞ୍ଚଳ ହୋଇପଡିଛି ।

ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ଯୋଗୁଁ ହନ୍ତସନ୍ତ ଗ୍ରାମବାସୀ…

ମାଲକାନଗିରି // ଚିତ୍ରକୋଣ୍ଡା-୧୩/୦୩ ବିଦ୍ୟୁତ ବିଭାଗର ମନମାନୀ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗୋଟିଏ ପଞ୍ଚାୟତ ବାସିନ୍ଦା ।ଅତ୍ୟଧିକ କରେଣ୍ଟ ବିଲ ଆସିବା ସହ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଦ୍ୱାରା ଅନ୍ଧାର ରେ ବିଦ୍ୟୁତ ଉପଭୋକ୍ତା ।ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି

ସରପଞ୍ଚ ଓ ସମିତିସଭ୍ୟ ବିବାଦ, ଥାନାରେ ୨ ମାମଲା ରୁଜୁ : ମହିଳା ସରପଞ୍ଚଙ୍କ ଘରେ ପଶି ଆକ୍ରମଣ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ତଥା ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ବୁଧବାର ଅପରାହ୍ନରେ ମହିଳା ସରପଞ୍ଚଙ୍କ ଘରେ ପଶି ସମିତିସଭ୍ୟ ଓ ତାଙ୍କର ସମର୍ଥକ ମାନେ ସରପଞ୍ଚ ଓ ତାଙ୍କ

ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ପ୍ରମୋଦ ଉଦ୍ୟାନର ଭୂମି ପୂଜନ ଉତ୍ସବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଥିବା ନାରାୟଣ ସେବା କେନ୍ଦ୍ର ପରିସରରେ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଙ୍କ ନାମରେ ଏକ ପ୍ରମୋଦ ଉଦ୍ୟାନ ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ସଂସ୍କୃତ କନ୍ୟାଶ୍ରମ

ଇସି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର

ହିଞ୍ଜିଳିକାଟୁ : ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ହିଞ୍ଜିଳିକାଟୁ ଶାଖା ପକ୍ଷରୁ ୪ଦଫା ଦାବି ପୂରଣ ନେଇ ଶୁକ୍ରବାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶା ଜୀବିକା

ଶ୍ରୀରଘୁନାଥ ଜୀଉ ମନ୍ଦିର ମୁଖଶାଳା ସୌନ୍ଦର୍ଯ୍ୟକରଣ ପାଇଁ ଦାବି

ନୟାଗଡ଼ : ନୟାଗଡ଼ ଜିଲ୍ଲାର ଓଡ଼ଗାଁ ରେ ବିରାଜିତ ସ୍ଵର୍ଣ୍ଣ କଳସ କ୍ଷେତ୍ର ରୂପେ ପରିଚିତ ଶ୍ରୀ ରଘୁନାଥ ଜୀଉ ଙ୍କ ମନ୍ଦିର ର ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମନ୍ଦିର କୁ ପ୍ରବେଶର ମୁଖ୍ୟ ଫାଟକ କୁ ଦେଖିଲେ ପର୍ଯ୍ୟଟକ ମାନେ ନିରୁତ୍ସାହିତ ମନେ କରୁଛନ୍ତି । ଅଣ ଓସାରିଆ

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ ପୁନିନାଟ ଗ୍ରାମ ନିବାସୀ ଲିଲୁ ଦିଗାଲ (୩୦) ବାଇକ ଦୁର୍ଘଟଣାରେ ବୁଧବାର ସକାଳେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ପୁନିନାଟ ନିକଟରେ ରାସ୍ତା କାମ ଚାଲିଥିବାବେଳେ କୌଣସି ସଚେତନତା