Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚୋରୀ କରି ଗୋଚାଲାଣ ବେଳେ ମାଡିବସିଲା ପୁଲିସ : ୧୪ ଗାଈ ଉଦ୍ଧାର, ପିକ୍ଅପ୍ ଭ୍ୟାନ ଜବତ, ୨ ଗିରଫ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ନିକଟବର୍ତ୍ତୀ ବିଭିନ୍ନ ଗ୍ରାମଞ୍ଚଳରୁ ଗାଇ ଓ ବାଛୁରୀକୁ ଚୋରୀ କରି ଗୋମାଂସ ସକାଶେ ହାଇଦ୍ରାବାଦ ଅଞ୍ଚଳକୁ ରପ୍ତାନି କରୁଥିବା ବେଳେ ହିଞ୍ଜିଳି ଥାନା ଶାସନଆମ୍ବଗାଁ ନିକଟରେ ମାଡିବସିଛି ହିଞ୍ଜିଳି ପୁଲିସ । ୧୪ଟି ଗାଇ ଓ ବାଛୁରୀକୁ ଉଦ୍ଧାର କରିବା ସହ!-->…
ଯୁବକଙ୍କୁ ମାଡମାରି ଟଙ୍କା ଓ ମୋବାଇଲ ଲୁଟ୍ ଘଟଣାରେ ୩ ଗିରଫ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତହଁର ଋଷିକୂଲ୍ୟା ସେତୁ ନିକଟରେ ଯୁବକଙ୍କୁ ମାଡ ମାରି ମୋବାଇଲ୍ ଓ ଟଙ୍କା ଲୁଟ୍ ଘଟଣାରେ ହିଞ୍ଜିଳି ପୁଲିସ ୩ ଜଣ ଲୁଟେରାଙ୍କୁ ବୁଧବାର ଗିରଫ କରିଛି । ଗିରଫ ୩ ଜଣ ହେଲେ ହିଞ୍ଜିଳି ଥାନା ପିତଳ ସନ୍ତୋଷପୁର ପାତ୍ରସାହିର କାଳିଆ ପ୍ରଧାନ(୨୧), ରାଜେଶ ନାୟକ!-->…
ନିଜସ୍ୱ ଉଦ୍ୟମରେ ରାସ୍ତା କରିବା ସହ ନଳକୂପ ଖନନ କଲେ ସାହି ବାସିନ୍ଦା
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକରେ ଥିବା ବସ୍ତି ତଥା ସାହି ଅଞ୍ଚଳରେ ବର୍ଷ ବର୍ଷ ଧରି ରାସ୍ତା ଟିଏ ହୋଇ ପାରୁନଥିବାରୁ ନିଜେ ଅଞ୍ଚଳବାସୀ ନିଜ ସାହି ପାଇଁ ତିଆରି କଲେ ରାସ୍ତା। ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକର ବାତରୀଅଟାଳ ଗ୍ରାମ ଠାରୁ ଜଗା ସାହିକୁ ପ୍ରାୟ ୮୦୦ ମିଟର!-->…
ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆଦିବାସୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଭାଷା ସଂପାନ
ବାଲିଗୁଡ଼ା : ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ସହଯୋଗିତାରେ ବୁଧବାର 'ରାଜ୍ୟସ୍ତରୀୟ ଭାଷା ସଂପାନ' ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଆମନ୍ତ୍ରିତ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ!-->…
ଶିଶୁଟିଏ ପାଇଁ ଦିନଟିଏ- କାର୍ଯ୍ୟକ୍ରମର ଜିଲ୍ଲା ପରିଚାଳନା ସମୀକ୍ଷା ବୈଠକ
ଛତ୍ରପୁର : ଶିଶୁ ଓ ମାତୃ ସୁରକ୍ଷା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନାର ସଠିକ ଉପଯୋଗିତା ସହିତ ବାଲ୍ୟ ବିବାହ, ଶିଶୁ ଶ୍ରମିକ, ମିଶନ୍ ବାତ୍ସଲ୍ୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଗୁଡିକର କାର୍ଯ୍ୟଧାରା ସଠିକ୍ ଭାବେ କରିବା ନେଇ ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ । ବୁଧବାର ଜିଲ୍ଲା!-->…
ଜଳ ଯୋଗାଣ ନେଇ ସାମାନ୍ୟ ବଚସାରୁ ମରଣାନ୍ତକ ଆକ୍ରମଣ : ୪ ଗିରଫ
;
ବ୍ରହ୍ମପୁର : ଗୋପାଳପୁର ଥାନା ଅନ୍ତର୍ଗତ ବହାଦୁରପେଟା ଗ୍ରାମର ପି. କୈଳାସ ରେଡି ଗାଁ ର ଜଳ ଯୋଗାଣ ଦାୟିତ୍ୱ ରେ ରହିଥିଲେ।ଗତ ୪ ତାରିଖରେ ସେ ଜଳ ଯୋଗାଣ କରି ଥିଲେ କିନ୍ତୁ ଆଉ ତାହାକୁ ବନ୍ଦ କରି ନ ଥିଲେ। ଫଳରେ ପାନୀୟ ଜଳ ଗାଁ ଦାଣ୍ଡରେ ଭାସିଥିଲା ।ଏହାକୁ ବନ୍ଦ କରିବା ପାଇଁ କେ!-->!-->!-->…
କଳାକାରମାନେ ସମାଜର ମୋକ୍ଷ ମାର୍ଗ ଦର୍ଶକ : ବରିଷ୍ଠ କଳାକାର ମହାସଂଘ
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ବ୍ରାହ୍ମଣଛାଇ ଗ୍ରାମସ୍ଥ ଶ୍ରୀଶ୍ରୀଶ୍ରୀ ଗୋପୀନାଥ ସଂକୀର୍ତ୍ତନ ମଣ୍ଡଳୀର ଆଖଡା ଆତ୍ମ ପ୍ରକାଶ ମହୋତ୍ସବରେ ଯୋଗଦେଇ କଳାକାରମାନଙ୍କୁ ସମାଜର ମୋକ୍ଷ ମାର୍ଗ!-->…
ଆସିକା ପୋଲିସ ର ଦବଙ୍ଗ ଗିରି : ପୋଲିସ ବାବୁଙ୍କ ଭୁଲକୁ ଏସ.ପି କଲେ ସ୍ୱୀକାର…!
ଗଞ୍ଜାମ ଏସ.ପି ସାହେବ କହିଲେ ଭୁଲ ହୋଇଛି କ୍ଷତି ପୂରଣ ଦିଆଯିବ……!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଥାନା ସର୍ବ ଭାରତସ୍ତରରେ ଏକ ନମ୍ବର ଆଦର୍ଶ ଓ ଶ୍ରେଷ୍ଠ ଥାନା ରୂପେ ପୁରସ୍କୃତ ହୋଇଥିଲା । ଗତ ଏକ ତାରିଖ ଦିନ ଆସିକା ଥାନା ଅନ୍ତର୍ଗତ ମାଗୁରା ପଲ୍ଲୀ ଗ୍ରାମର ସିମାଞ୍ଚଳ ବେହେରାଙ୍କ!-->…
ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିଲେ ଶିକ୍ଷକ: ଶିକ୍ଷା ବିଭାଗ କଲା ନିଲମ୍ବିତ
ବାଲିଗୁଡା : ମଦ୍ୟପାନ କରି ଶିକ୍ଷକ ନିଲମ୍ବିତ। ଜଣେ କାର୍ଯ୍ୟରତ ଶିକ୍ଷକ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସି ନିଲମ୍ବିତ ହୋଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ ଦୀର୍ଘ ଦିନ ହେବ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ!-->…
ଦେବଦୂତ ସାଜିଲା କୋ-ଅପେରଟିଭ ସୋସାଇଟି
ପାତ୍ରପୁର : ଦୁଃଖର ରୂପ ଅନେକ l ଦୁଃଖୀ ମଣିଷଟି ଆତୁରରେ ରୋଗରୁ ମୁକ୍ତି ପାଇଁ ପ୍ରାର୍ଥନା କରୁଥିବl ବେଳେ ପେଟର ଭୋକ ଆହୁରି କଷ୍ଟ ଦେଇଥାଏ l ନା କହିପାରେ ନା ସାହିପାରେ l କେବଳ ଦୁଃଖକୁ ସାଥି କରି ଭାଗ୍ୟକୁ ଆଦରି ଆଖିରୁ ଲୁହଝରାଇ ଦିନ ଗଣିବା ବ୍ୟତୀତ ଆଉ କିଛି ଚାରା ନାହିଁ l ଏମିତି!-->!-->!-->…