Browsing Category

ଆଞ୍ଚଳିକ

ଭୟର କାରଣ ନାହିଁ: ଏଚ୍ଏମ୍‌ପିଭି ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା

ଭୁବନେଶ୍ୱର: ରାଜ୍ୟରେ ହ୍ୟୁମାନ ମେଟାପ୍ନୁମୋଭାଇରସ୍ (ଏଚ୍ଏମ୍‌ପିଭି)ର କୌଣସି ସମ୍ଭାବ୍ୟ ମାମଲା ପାଇଁ ପ୍ରସ୍ତୁତି ଆକଳନ କରିବା ଲାଗି ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି.। କମିସନର-କମ୍-ସଚିବ ଅଶ୍ୱତୀ ଏସ୍‌ଙ୍କ

ଜିଲ୍ଲାସ୍ତରୀୟ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଅନୁଷ୍ଠିତ

ମାଲକାନଗିରି : ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ନିର୍ଦ୍ଦେଶ ପ୍ରକାରେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜ଼ିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଜିଲ୍ଲାରେ ଥିବା ୮୦ ବର୍ଷ ଓ ତଦୁର୍ଦ୍ଧ

ପ୍ରତିଶ୍ରୁତି ପରେ ବି ମିଳିଲାନି ସରକାରୀ ବାସଗୃହ ଆତ୍ମାହୁତି ଧମକ ଦେଲେ ମହିଳା…

ହିଞ୍ଜିଳିକାଟୁ: ଦୀର୍ଘ ୬ ବର୍ଷ ପରେ ମଧ୍ୟ ପ୍ରତିଶ୍ରୁତି ପାଳନ ହେଲାନାହିଁ। ସବୁଆଡେ଼ ନିରାଶ ପରେ ଏବେ ବାସଗୃହ ନ ମିଳିଲେ ଆସନ୍ତା ଜାନୁଆରୀ ୨୬ରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଅଫିସ ସାମନାରେ ଆତ୍ମାହୁତି ଧମକ ଦେଇଛନ୍ତି ଜଣେ ମହିଳା।ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଲକ୍ ଗଣ୍ଡଳା ପଞ୍ଚାୟତ

ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର : ଫକୀର ମୋହନ ସେନାପତି ଓଡିଶା ସାହିତ୍ୟ ଜଗତ ର ଅମୁଲ୍ୟ ରତ୍ନ ଥିଲେ, ତାଙ୍କର ରଚିତ ଛ ମାଣ୍ ଆଣ୍ଠ ଗୁଣ୍ଠ, ରେବତୀ, ସୁନା ବୋହୁ, ଡାକ ମୁନୁସୀ, ଧୁଳିଆ ବାବା ଇତ୍ୟାଦି ଅନେକ ଉପନ୍ୟାସ ଆଜିବି ଅମୁଲ୍ୟ ରତ୍ନ ବୋଲି ଆଜି ପବିତ୍ର ମକର ସଙ୍କରାନ୍ତି ତାଙ୍କ ତିଥି ଅନୁଯାୟୀ ଜନ୍ମ

ରାଷ୍ଟ୍ରୀୟ ସ୍ବୟଂ ସେବକସଂଘ ପକ୍ଷରୁ ମକର ସଂକ୍ରାନ୍ତି ଉତ୍ସବ ପାଳିତ

ମାଲକାନଗିରି,୧୪|୧ : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ସୁବାସ ବୋଷ ଛକ ନିକଟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଆଜି ମକର ସଂକ୍ରାନ୍ତି ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ସଂଘର ନଗର ବୌଦ୍ଧିକ ପ୍ରମୁଖ ବିଘ୍ନରାଜ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଟିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ

କାମରେ ଆସୁନି ନରେଗା ଆଇନ : ଶ୍ରମିକଙ୍କ ବଦଳରେ ମେସିନ ମାଲିକଙ୍କୁ ରୋଜଗାର ଯୋଗଉଛି ମନରେଗା ଯୋଜନା

ମାଲକାନଗିରି,୧୪|୧ : ମାଲକାନଗିରି ଜିଲ୍ଲାରେ କାମରେ ଆସୁନି ନରେଗା ଆଇନ ମନରେଗା ଯୋଜନାରେ ଶ୍ରମିକ ବଦଳରେ ମେସିନ ଦ୍ଵାରା କାର୍ଯ୍ୟ କରାଇବା ଏକ ପ୍ରକାର ପ୍ରଥା ସ୍ୱରୂପ ହୋଇଯାଇଥିବା ବେଳେ ଏନେଇ ପୂର୍ବରୁ ବିଭିନ୍ନ ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଛି। ଏହା ସତ୍ବେ ମଧ୍ୟ ବିଭାଗୀୟ

ଯାଦବ ସମାଜର ଗୋବର୍ଦ୍ଧନ ପୂଜା ଓ ମଣ୍ଡେଇ ଯାତ୍ରା ପାଳିତ

ଉମରକୋଟ /ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପଚରିପାରା ପଂଚାୟତ ସଦର ମହକୁମା ଠାରେ ରାଇଘର ବ୍ଲକରେ ବସବାସ କରୁଥିବା ସମସ୍ତ ଯାଦବ ସମାଜର ଜନସାଧାରଣ ଏକତ୍ରିତ ସମବେଦ ହୋଇ ଗୋବର୍ଧନ ପୂଜା କରିବା ସହ ମଣ୍ଡେଇ ଯାତ୍ରା କରିଛନ୍ତି |ଏହି ଗୋବର୍ଦ୍ଧନ ପୂଜାଟିରେ ସୀମାନ୍ତବର୍ତ୍ତୀ

ଭାଗଚାଷୀଙ୍କୁ କ୍ଷତି ପୂରଣ ଦାବିରେ ସାନଖେମୁଣ୍ଡି ତହସିଲ ଅଫିସ ଠାରେ ବିକ୍ଷୋଭ….

ବ୍ରହ୍ମପୁର //ସାନଖେମୁଣ୍ଡି, ତା. ୧୪. ୧. ୨୦୨୫ରିଖ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଭାଗ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବୀ ନେଇ ଆଜି ଆଞ୍ଚଳିକ କୃଷକ ସଂଗଠନ ଓ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ମିଳିତ ଆନୁକୂଲ୍ୟରେ ସାନଖେମୁଣ୍ଡି ତହସିଲ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l

ଅଧିକ ୭ଲକ୍ଷ ଟଙ୍କା ଯୌତୁକ ଦାବି କରି ନିର୍ଯ୍ୟାତନା, ଥାନାରେ ଏତାଲା

ହିଞ୍ଜିଳିକାଟୁ : ବିବାହର ୧୦ ଦିନ ପର ଠାରୁ ଯୌତୁକ ବାବଦକୁ ଅଧିକ ୭ଲକ୍ଷ ଟଙ୍କା ଦାବି କରି ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଏପରିକି ବଳପୂର୍ବକ ଗର୍ଭପାତ କରାଇବା ସହ ଦିଅରଙ୍କ ସହ ଶାରୀରିକ ସର୍ମ୍ପକ ନରଖିଲେ ହତ୍ୟା କରିବା ଧମକ ଦେଉଥିବା

ବାଲିବୋଝେଇ ଟ୍ରକ ଓ ବାଇକ୍ ଧକ୍କା : ବାଇକ୍ ଧକ୍କାରେ ମହିଳା ଗୁରୁତର , ଟ୍ରକ ଓ ବାଇକ୍ ଜବତ

ହିଞ୍ଜିଳିକାଟୁ : ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ଛକ ନିକଟରେ ବାଲି ବୋଝେଇ ଟ୍ରକ (ଓଆର୧୯ବି ୩୭୯୮) ସହ ଏକ ମୋଟର ସାଇକେଲ(ଓଡି୩୨ଏଚ୍ ୬୦୮୦)ର ଧକ୍କା ଘଟିଛି । ମୋଟର ସାଇକେଲ ଧକ୍କାରେ ଜଣେ ପଥଚାରୀ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣଙ୍କ ହେଲେ