Browsing Category

ଆଞ୍ଚଳିକ

ଗଞ୍ଜାମ ଜିଲ୍ଲାର ବଡ଼ପଣ୍ଡା ଏବେ କୋମାରେ, କଥା ମାନୁ ନାହାନ୍ତି ସାନପଣ୍ଡା ମାନେ….!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବଡ଼ ପଣ୍ଡାଙ୍କ ବୋଲ ମାନୁ ନାହାନ୍ତି ସାନ ପଣ୍ଡା ମାନେ। ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ ରେ ଦୁର୍ନୀତି ଏବେ ଚରମ ସୀମାରେ ପହଁଞ୍ଚିଛି। ଯେଉଁ ବିଭାଗ ରେ ହାତ ମାରିଲେ ସେଠାରେ ଦୁର୍ନୀତି ର ଗନ୍ଧ ବାରିହେଉଛି। ବହୁ ବ୍ଲକରେ ବିଭିନ୍ନ ବିଭାଗର

ସୁଲଭ ବାସଗୃହ ପ୍ରକଳ୍ପକୁ ପ୍ରଶଂସା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତରିତ କରି ବସ୍ତି ହଟାଇବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ରାଉରକେଲା, ୨୧ ଡିସେମ୍ବର ୨୦୨୪: ରାଜ୍ଯ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ସ୍ଥିତ ଛେଣ୍ଡ ଠାରେ ନିର୍ମିତ ସୁଲଭ ବାସଗୃହ ପ୍ରକଳ୍ପ ସ୍ଥଳ

ସୁନ୍ଦରଗଡ ବ୍ରହ୍ମକୁମାରୀ ଆଶ୍ରମରେ ବିଶ୍ବଧ୍ୟାନ ଦିବସ ପାଳିତ

ସୁନ୍ଦରଗଡ : ସ୍ଥାନୀୟ ଏକତାନଗରସ୍ଥିତ ପ୍ରଭୁ ଉପହାର ଭବନରେ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଦ୍ଵାରା ବିଶ୍ଵ ଧ୍ୟାନ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୫ତମ ବାର୍ଷିକ ଉତ୍ସବ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୩୫ ତମ ବାର୍ଷିକ ଉତ୍ସବ ଦିଦ୍ୟାଳୟର ସଭାପତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ମଲ୍ଲିଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବାର୍ଷିକ ଉତ୍ସବରେ ବାଗଦେବୀ ସରସ୍ବତୀ ଓ ଭାରତ

ସୁଝିପାରିଲେନି ବ୍ୟାଙ୍କ୍ ଋଣ, ଘରକୁ ସିଲ୍ କଲା ବ୍ୟାଙ୍କ୍‌

ହିଞ୍ଜିଳିକାଟୁ : ସମ୍ପତ୍ତି ବନ୍ଧକ ରଖି ବ୍ୟାଙ୍କରୁ ଆଣିଥିଲେ ଋଣ । ଦୀର୍ଘ ଦିନ ଧରି ଋଣ ଟଙ୍କା ସୁଝିନପାରିବାରୁ ବାଧ୍ୟ ହୋଇ ଋଣଖିଲାପକାରୀଙ୍କ ଘରକୁ ସିଲ୍ କରିଛି ବ୍ୟାଙ୍କ । ଏଭଳି ଏକ ଘଟଣା ଶୁକ୍ରବାର ହିଞ୍ଜିଳି ଥାନା ଇଲାକାରେ ଦେଖିବାକୁ ମିଳିଛି । ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳି

ଜିଲ୍ଲାସ୍ତରୀୟ ବଛାବଛି ଯୁବ ସାଂସଦ ପ୍ରତିଯୋଗିତା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଡିଇଓ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବଛାବଛି ଯୁବ ସାଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା।ଏହି ପ୍ରତିଯୋଗିତାରେ ପ୍ରତେକ ସ୍କୁଲର ଦୁଇ ଜଣ ବଛା ବଛା ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ନିଜ ନିଜର ଭାଷଣ ଓ କିପରି ସାଂସଦରେ ଇଂରେଜୀ, ହିନ୍ଦୀ ଭାଷାରେ

ଫୁଲବାଣୀ ଓଡିଶା ଆଦର୍ଶ ବିଦ୍ୟାଳୟର ସପ୍ତମତମ ବାର୍ଷିକ ଉତ୍ସବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଧୋବାତୋଟା ଓଡିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ଉକ୍ତ ଉତ୍ସବରେ ଫୁଲବାଣୀ ଉପ ଜିଲ୍ଲାପାଳ ଶ୍ରୀ ଚିତ୍ତରଞ୍ଜନ ମହନ୍ତ ମୁଖିଅତିଥୀ ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ତହସିଲଦାର

ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ର ବୈଠକ

ବ୍ରହ୍ମପୁର : ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ (DPMU) ର ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଓ ତାଲିମ୍ ଅନୁଷ୍ଠାନ ଖଲ୍ଲିକୋଟ ଗଞ୍ଜାମର

କୁଟିକିଆ ଅଞ୍ଚଳରୁ ୧୨୦ ଏକର ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଟିକିଆ ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ ଲଗା ଯାଇଥିବା ଗଞ୍ଜେଇ ଗଛକୁ ଅବକାରୀ ବିଭାଗ ସହ ମିଳିତ ସହଯୋଗରେ ବାଲିଗୁଡ଼ା ପୋଲିସ ଦ୍ବାରା ଗଞ୍ଜେଇ ଚାଷ ନଷ୍ଟ କରା ଯାଇଛି। ସମ୍ପୂର୍ଣ୍ଣ ବେଆଇନ ଗଞ୍ଜେଇ ଚାଷ ଉପରେ ରୋକ ଲଗାଇବାକୁ ପୋଲିସ

ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡପଦର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଦୁଇଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ ହେବାପରେ ଉଦଯାପିତ ହୋଇଯାଇଛି l ପ୍ରଥମ ଦିନ ଉଦଘାଟନ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଇତିଶ୍ରୀ ସାହୁ ଦୀପ ଧୂପ ପ୍ରଜ୍ଜଳନ କରି କ୍ରୀଡା