Browsing Category

ଆଞ୍ଚଳିକ

ବ୍ରହ୍ମପୁରରେ TPSODL କର୍ପୋରେଟ୍ କାର୍ଯ୍ୟାଳୟ ସମ୍ମୁଖରେ ଟାଟା ପାୱାର ମ୍ୟାନେଜମେଣ୍ଟ ବିରୋଧରେ ବୈଦ୍ୟୁତିକ…

ବ୍ରହ୍ମପୁର : ଗତ ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିଗମ ଇଞ୍ଜିନିୟର ସଂଘ ଦ୍ୱାରା ଏକ ମହମବତୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରା ବ୍ରହ୍ମପୁରରେ TPSODL କର୍ପୋରେଟ୍ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିଲା ଏବଂ ଭଞ୍ଜନଗର, ରାୟଗଡ଼ା ଏବଂ ଜୟପୁର ସର୍କଲ୍

ଗାଧବା ସମାଜର ପୁଷପୁନି

ଉମରକୋଟ / ରାଇଘର : ବାର ମାସରେ ତେର ପର୍ବ, ଏହି ପରି ବିଭିନ୍ନ ପର୍ବ ପର୍ବାଣୀ ଭାରତ ର ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମରେ ପାଳିତ ହୁଏ, ତତ ମଧ୍ୟରୁ ପୁଷ ପୁନି ଗୋଟିଏ ପର୍ବ। ନବରଙ୍ଗପୁର ଜ଼ିଲ୍ଲା, ରାଇଘର ବ୍ଲକ ମହଣ୍ଡ ପଞ୍ଚାୟତ ଅନ୍ତର୍ଗତ ପୁପୁଲଡିହି ଗ୍ରାମର ଗାଧବା ସମାଜ ଓ ଗ୍ରାମର

ଟିପିଏସ୍ଓଡିଏଲ୍ ସହଯୋଗରେ ଜାତୀୟ ଊର୍ଜା ମେଳାରେ ବ୍ରହ୍ମପୁର ଛାତ୍ରୀଙ୍କ ସଫଳତା

ବିଚାରକ ଏବଂ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଅନୁଷ୍କାଙ୍କ ଅଭିନବ ପ୍ରକଳ୍ପ ବ୍ରହ୍ମପୁର : ଟିପିଏସ୍ଓଡିଏଲର ସହଯୋଗରେ ବ୍ରହ୍ମପୁର ଡିଏଭି ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ଅନୁଷ୍କା ସାହୁ ଜାତୀୟ ଊର୍ଜା ମେଳା ୨୦୨୪ରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀରେ ପ୍ରଥମ ପୁରସ୍କାର ହାସଲ

ନିଃସର୍ତ ର ମହାପ୍ରଭାବ ଆସିକା ଏମ.ପି.ସି.ଏସ ପେଟ୍ରୋଲ ପମ୍ପକୁ ପୁଣି ଚାଲୁ କଲା ପ୍ରଶାସନ…..!

ରାଜନୈତିକ ଆକ୍ରାସ ଶିକାର ରେ ହୋଇଥିଲା ସିଲ ..! ବ୍ରହ୍ମପୁର: ଆସିକା ସମଗ୍ର ଏସିଆ ମହାଦେଶରେ ସମବାୟ ନଗରୀ ରୂପେ ମାନ୍ୟତା ଗ୍ରହଣ କରିଥିଲା। ଆସିକା ଠାରେ ୧୯୩୯ ମସିହାରେ ବହୁମୁଖୀ ସମବାୟ ସେବା ସମିତି ପକ୍ଷରୁ ୧୯୫୭ ମସିହାରେ ଭାରତୀୟ ପେଟ୍ରୋଲ ପମ୍ପ ନିର୍ମାଣ କରାଯାଇଥିଲା। ଯେଉଁ ଦିନ

ଟ୍ରକକୁ ପଛପଟୁ ପିଟିଲା ଘରୋଇ ବସ ୪ମୃତ ଅନେକ ଆହତ…

ମାଲକାନଗିରି : ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ରାଜ୍ୟ ସୂର୍ଯ୍ୟାପେଟ ନିକଟରେ ଘଟିଛି ଦୁର୍ଘଟଣା । ଘଟଣାରୁ ପ୍ରକାଶ ଯେ ଓଡିଶାର ନୂଆପଡା ଜିଲ୍ଲା ସିନାପାଲିରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଗୁପ୍ତାନାମକ ଏକ ଘରୋଇ ବସ ତେଲେଙ୍ଗାନାର ସୂର୍ୟାପେଟା ନିକଟରେ ଆଜି ସକାଳେ ଦୁର୍ଘଟଣା ଗ୍ରସ୍ତ

ସଚେତନ ବାର୍ତ୍ତା ବାହକ ଭାବେ ଆକୃଷ୍ଟ କଲା ନାଟକ ‘କ୍ଷଣିକ ସୁଖ’

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ଆୟୋଜିତ ଅଷ୍ଟମ ରାଜ୍ୟସ୍ତରୀୟ ତଥା ଚତୁଃତ୍ରିଂଶତିତମ ଦକ୍ଷିଣ ଓଡ଼ିଶା ନାଟକ ସମାରୋହର ପୁରସ୍କାର ବିତରଣୀ ଉତ୍ସବ ସମ୍ମିଳନୀର ସଭାପତି କେ. ବଳରାମ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ବିଧାୟକ କେ. ଅନିଲ

ବୀର ଚକରା ବିଷୋୟୀଙ୍କ ଜୟନ୍ତୀରେ ଆଲୋଚନା ଚକ୍ର

ବ୍ରହ୍ମପୁର : ଓଡିଶା ଇତିହାସର ଅନ୍ୟତମ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ଚକରା ବିଶୋଇଙ୍କ ୨୦୨ ତମ ଜୟନ୍ତୀକୁ ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଯଥା ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ବିଜିପୁର କମ୍ୟୁନିଟି ହଲ ଠାରେ ଜୟନ୍ତୀ ପାଳନ ଅବସରରେ

ନନ୍ଦିକ ସରପଞ୍ଚଙ୍କୁ ର୍ଦୁବ୍ୟବହାର ଅଭିଯୋଗ, ଜଣେ ଅଟକ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନନ୍ଦିକ ଗ୍ରାମ ପଞ୍ଚାୟତର ସରପଞ୍ଚ କୃଷ୍ଣଚନ୍ଦ୍ର ଭଉଳଙ୍କୁ ବୁଧବାର ରାତିରେ ର୍ଦୁବ୍ୟବହାର ସହ ଧମକ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ପ୍ରକାରେ, ବିଜେଡି ନେତା ତଥା ହିଞ୍ଜିଳିକାଟୁ ବ୍ଳକ୍ ସରପଞ୍ଚ ସଂଘ

ନିସର୍ତ ନ୍ୟୁଜର ମହାପ୍ରଭାବ : ଉମରକୋଟ / ରାଇଘର ୪୦ ନଂ ଜାତୀୟ ରାଜପଥ କାମ ଦ୍ରୁତଗତିରେ ଚାଲିଲା

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ / ରାଇଘର ମୁଖ୍ୟ ୪୦ ନଂ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ବାଟୋଇଙ୍କ କରୁଣ କାହାଣୀ ଆମ 'ନିସର୍ତ' ନ୍ୟୁଜରେ ବିଗତ ୦୪/୦୧/୨୦୨୫ ରିଖରେ ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ଓ ଠିକାଦାର ରାସ୍ତାରେ କାମ ଜାରି ରଖିଛନ୍ତି ଏବଂ ଉମରକୋଟ ରାସ୍ତାର

ଲୟାର ଆସୋସିଏସନ ତରଫରୁ ଛାତ୍ର ଛାତ୍ରୀଙ୍କୁ କମ୍ବଳ ବଣ୍ଟନ

ମାଲକାନଗିରି , ୦୯।୦୧ - ମାଲକାନଗିରି ଜିଲା ମାଥିଲି ସଦର ନୂଆଗୁଡା ସ୍ଥିତ ଡ. ବାବା ସାହେବ ଆମ୍ବେଦକର ବିଦ୍ୟାଳୟରେ ଆଜି କମ୍ବଳ ବଣ୍ଟନ କରାଯାଇଛି । ମାଲକାନଗିରି ଲୟାର ଆସୋସିଏସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨ ଶହ ରୁ ଅଧିକ ଆଦିବାସୀ ପିଲାଙ୍କୁ କମ୍ବଳ ଓ ବେଡସିଟ୍ ଯୋଗାଇ ଦିଆଯାଇଛି