Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆଳୁ ଦର ଶୁଣି ଗ୍ରାହକ ଛାନିଆ : ମନ୍ତ୍ରୀଙ୍କୁ ବାଧୁନି ଆଳୁଦର ବୃଦ୍ଧି
ବ୍ରହ୍ମପୁର: ଗତ ଛମାସ ହେଲା ଯୋଗାଣ ମନ୍ତ୍ରୀ ଆଳୁ ଦରକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ରୁ ଆଳୁ ଆସିବା ବନ୍ଦ ନେଇ ଖବର ପ୍ରଚାର ହେବା ପରେ ଆଳୁ ଦର ଏବେ ୪୦ ଟଙ୍କାରୁ ଉର୍ଦ୍ଧ ରେ ବିକ୍ରି ହେଲାଣି ବଜାର ରେ। ନୂତନ ସରକାର ଆସିବା ପର ଠାରୁ ଆଳୁ ଦର ଶୁଣି!-->…
ନାମ ପରିବର୍ତ୍ତନ ଓ ରଙ୍ଗ ବଦଳେଇବା ରେ ସୀମିତ ଡ଼ବଲ ଇଞ୍ଜିନ ସରକାର : ଓଡ଼ିଆ ଅସ୍ମିତା ନାଁଅରେ ଆଦାନୀ କୁ ହମ ଦର୍ଦ୍ !
ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ଆସିବାର ଛମାସ ବିତିଲାଣି । ରାଜ୍ୟ ବଜେଟ ଓ ଶୀତକାଳୀନ ଅଧିବେଶନ ବସି ଅତିରିକ୍ତ ବଜେଟଆସିଲାଣି। ଦୁଃଖ ଓ ପରିତାପର ବିଷୟ ରାଜ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟ ଏକ ଟଙ୍କାର ହୋଇନ ଥିବା କଥା ବିରୋଧି କହୁଛନ୍ତି।ନୂତନ ସରକାର ଆସିବା ପରେ କିଛି ମହିଳା!-->!-->!-->…
ବିଦ୍ୟୁତ୍ ସଂସ୍ପର୍ଶରେ ଯୁବକ ଆହତ, ଟାୟାର ଜାଳି ରାସ୍ତା ରୋକ
ପାତ୍ରପୁର : ପାତ୍ରପୁର ବ୍ଲକର ପଦାଦିଗି ପଂଚାୟତ କେଲୁଆ ନାରାୟଣପୁର ଛକ ଠାରେ ବିଦ୍ୟୁତ୍ ତାର ସଂ୍ପର୍ଶରେ ଆସି ଜଣେ ଯୁବକ ଆହତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଛି l ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି l ଆହତ ଯୁବକ ଜଣକ ହେଉଛନ୍ତି ପ୍ରିତମ୍ ଚକ୍ରବର୍ତ୍ତୀ (୨୨) l ସେ!-->!-->!-->…
ଦାରିଙ୍ଗବାଡି ଇକୋରିଟ୍ରିଟ୍ର ଶୁଭ ଉଦଘାଟନ, ଛୁଟିଲା ପର୍ଯ୍ୟଟକଙ୍କ ସୁଅ, ପ୍ରଥମ ଦିନରୁ ହିଁ ଫୁଲ ବୁକିଂ
ଦାରିଙ୍ଗବାଡି : ଓଡ଼ିଶାର କାଶ୍ମୀର ତଥା ଭୂସ୍ବର୍ଗ କୁହା ଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଆଜି ଚତୁର୍ଥ ଥର ପାଇଁ ଇକୋରିଟ୍ରିଟର ସୁଭାରମ୍ଭ ହୋଇଛି। ଇକୋରିଟ୍ରିଟର ଅଧ୍ୟକ୍ଷ ତଥା ବିଡିଓ ପ୍ରିତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଏହାକୁ ମାନ୍ୟବର ଘୁ. ଉଦୟଗିରି ବିଧାୟକ ପ୍ରଫୁଲ!-->…
ଆଦିବାସୀ ମହାବିଦ୍ୟାଳୟରେ ରେଡ୍ ରିବନ କ୍ଲବ୍ ପକ୍ଷରୁ ବିଶ୍ଵ ଏଡ଼ସ ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେଡ୍ ରିବନ କ୍ଲବ୍ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ରେଡ୍ ରିବନ କ୍ଲବ୍ ଜିଲ୍ଲା ସଂଯୋଜକ ତଥା ଅଧ୍ୟାପକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଉପଖଣ୍ଡ!-->…
ବାପାର ଟାଙ୍ଗିଆ ଚୋଟରେ ପୁଅ ଗୁରୁତର ଘଟଣା : କଟକ ଏସସିବିରେ ଜଟିଳ ଅସ୍ତ୍ରୋପଚାର ସଫଳ, ମୁଣ୍ଡରୁ ଟାଙ୍ଗିଆ ବାହାରିଲା
କନ୍ଧମାଳ : କଟକ ବଡ଼ ମେଡିକାଲର ସ୍ନାୟୁ ଶଲ୍ୟ ଚିକିତ୍ସା (ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ଅଞ୍ଚଳର ବିବେକ କହଁର। ମୁଣ୍ଡରେ ଧାରୁଆ ଟାଙ୍ଗିଆ ଭିତରକୁ ପଶିଥିବା ବେଳେ ପ୍ରାୟ ୪ ଘଣ୍ଟା ଧରି ଅସ୍ତ୍ରୋପଚାର!-->…
କନ୍ଧମାଳ ଜିଲ୍ଲା ସଦର ମହକୁମାରେ ବିଶ୍ୱ ଏଡ଼ସ ଦିବସ ପାଳିତ
ଫୁଲବାଣୀ : ଡିସେମ୍ବର ଏକ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଫୁଲବାଣୀ ଠାରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ସନ୍ତୋଷ କୁମାର ପାଢ଼ୀ, ପତାକା ଦେଖାଇ ସତେତନତା ଶୋଭାଯାତ୍ରା ତଥା!-->…
ସରକାରୀ ବାସଭବନରେ କୃଷି ଡେମୋନଷ୍ଟ୍ରେଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଫୁଲବାଣୀ : ଫୁଲବାଣୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଡେମୋଷ୍ଟେସନ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ବିଜୟ କୁମାର ନାୟକ ସନ୍ଧ୍ୟାରେ ଫୁଲବାଣୀ ସ୍ଥିତ ନିଜ ସରକାରୀ ବାସଭବନରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। କେଉଁ କାରଣରୁ ଆତ୍ମହତ୍ୟା କଲେ କାରଣ!-->…
ମିଡିଆକିଆରେ ବିଶ୍ୱ ଏଡ଼ସ ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତ ର ନୂଆସାହି ପ୍ରାଥମିକ ବିଦ୍ୟାଳୟ ତରଫରୁ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ବାହାରି ଛାତ୍ର ଛାତ୍ରୀ ମାନେ!-->…
ସୀମା ସୁରକ୍ଷା ବାହିନୀର ୬୦ତମ ବୃଦ୍ଧି ଦିବସ ପାଳନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନ ତରଫରୁ ସୀମା ସୁରକ୍ଷା ବଳର ୬୦ ତମ ବୃଦ୍ଧି ଦିବସ ପାଳନ ହୋଇଯାଇଛି l ଏଥିରେ ସ୍ଥାନୀୟ ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନର କମାଣ୍ଡାଣ୍ଟ ମାନସ ରଞ୍ଜନ!-->…