Browsing Category

ଆଞ୍ଚଳିକ

ମାଲକାନଗିରିର ଇତିହାସ ଓ ବାରିଷ୍ଟର ମଧୁସୂଦନ ଦାସଙ୍କୁ ସ୍ମରଣ କରାଇଲେ ଓଡିଶା ଉଚ୍ଚ ନ୍ୟାୟାଳୟ ବିଚାରପତି

ମାଲକାନଗିରି : ଗତକାଲି ଓଡିଶା ଆଇନଜୀବି ସଂଘର ୫୩ତମ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଥିବା ବେଳେ ଆଜି ଅଲ ଓଡିସା ଆଇନଜୀବି ଅଧ୍ୟକ୍ଷ ଜ୍ଞାନରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ ଯାପନୀ ସମ୍ମିଳନୀରେ ମୁଖ୍ୟଅ୍‌ତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଲୟ ବିଚାରପତି ଆଦିତ୍ୟ

ସାହୁ ଭାଉଜଙ୍କ ନଗ୍ନ ନାଚ ଭାଇରାଲ ପରେ ଯାତ୍ରାରେ ନଗ୍ନ ନାଚ ତଦାରଖ ପାଇଁ ପେଣ୍ଡାଲରେ ଲାଗିଲା ପୁଲିସ କ୍ୟାମେରା

ମାଲକାନଗିରି : ଗତ ଚାରି ଦିନ ତଳେ କତା ମେଟା ଠାରେ ଯାତ୍ରା ମଞ୍ଚ ରେ ସାହୁ ଭାଉଜ ନଗ୍ନନୃତ୍ୟ ଯୋଗୁଁ ସାହୁ ଭାଉଜଙ୍କ ଉପରେ କେସ ପରେ ଏବେ ଯାତ୍ରା ପେଣ୍ଡେଲ ରେ ପୁଲିସ କ୍ୟାମେରା ନଜରରେ ସଞ୍ଜମତା ସହିତ ନାଚିଛନ୍ତି ନିଶା ମହାରଣା, | ଯାତ୍ରା ମଞ୍ଚରେ ଲାଗିଲା ପୋଲିସ୍ କେମେରା । ପୋଲିସ

ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ ଓ ଅନ୍ୟାନ୍ୟ ମାମଲାରେ ସାମିଲ ଏକଲକ୍ଷ ଇନାମୀ ସହ ତିନି ମାଓବାଦୀ ଗିରଫ

ମାଲକାନଗିରି,୩୧।୧୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସ ଦ୍ୱାରା ଏକ ଲକ୍ଷ ଇନାମୀ ମାଓବାଦୀଙ୍କ ସହ ତିନି ମାଓବାଦୀ ଗିରଫ କରିଛନ୍ତିା ତଥ୍ୟ ଅନୁଯାୟୀ ବିଜାପୁର ଜିଲ୍ଲା ପାମେଡ ଥାନା ପୋଲିସ ଓ ସିଆରପିଏଫ ଜବାନ ମିଳିତ ଭାବେ ଧର୍ମାରମ ଓ ଜିଡପଲ୍ଲୀ ଅଂଚଳରେ କୁମ୍ବିଂ

ଜେଲ ଗଲେ ନକଲି ଜାମିନଦାର : ମୃତ ବ୍ୟକ୍ତିଙ୍କ ନାଁରେ ଜାମିନଦାର, ଅଭିଯୋଗ ପରେ ପୁଲିସର ତଦନ୍ତ

ବ୍ରହ୍ମପୁର : ମୃତ ବ୍ୟକ୍ତିଙ୍କ ନାଁରେ ଜାମିନଦାର । . ଜଣେ ନୁହେଁ କି ଦୁଇଜଣ ଶହେ ରୁ ଅଧିକ ଅଭିଯୁକ୍ତ ଏଭଳି ନକଲି ଜାମିନ ପାଇ ମୁକୁଳିଛନ୍ତି ଜେଲରୁ। ଅଭିଯୋଗ ପରେ ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ ଛଅ ଜଣଙ୍କୁ ଗିରଫ କରିଛି। ଆସିକା ନୂଆଗାଁର ମୃତକ ଲଡ଼ୁ କିଶୋର ବେହେରଙ୍କ ସ୍ତ୍ରୀ

ଆର୍ଥିକ ସେବା  ସାକ୍ଷରତା ଓ ସଚେତନା ଶିବିର

ଫୁଲବାଣୀ : ରାଜ୍ୟ ସରକାରଙ୍କ ଆର୍ଥିକ ସେବା ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ ଫୁଲବାଣୀ ଜିଲ୍ଲା ପିଅନପଡାର ଆଦର୍ଶ ଅଙ୍ଗନବାଡି କେନ୍ଦ୍ରରେ ଆର୍ଥିକ ସେବା ସାକ୍ଷରତା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ସୁପରିଟେଣ୍ଡେଣ୍ଟ ପୋଷ୍ଟ , ଡ଼ିଓପିଏଲ ଆଇ , ଫୀଲ୍ଡ ଅଫିସର ଓ ଦୁଇ ଏଜେନ୍ଟ

୧୪ ତମ ସର୍ବଭାରତୀୟ ଓପନ କରାଟେ ଚାମ୍ପିୟନସିପ ୨୦୨୪ରେ କନ୍ଧମାଳ ହାତେଇଲା ୧୪ ଟି ପଦକ ପଦକ

ସ୍ଵର୍ଣ - ୪ ରୌପ୍ୟ - ୩ ଏବଂ କାଂସ୍ୟ - ୭ ଫୁଲବାଣୀ : ୧୪ ତମ ସର୍ବଭାରତୀୟ ଓପନ କରାଟେ ଚାମ୍ପିୟନସିପ ୨୦୨୪ରେ କନ୍ଧମାଳ ହାତେଇଲା ୧୪ ଟି ପଦକ ପଦକ ସ୍ଵର୍ଣ -୪ ରୌପ୍ୟ -୩ଏବଂ କାଂସ୍ୟ -୭ ସେମାନେ ହେଲେ ପ୍ରିୟାଂଶୁ ଶେଖର ସାହୁ ୧୧ବର୍ଷ ବାଳକ ବିଭାଗ -୩୦ କି.ଗ୍ରା ଫାଇଟିଂରେ ସ୍ଵର୍ଣ୍ଣ

ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ଵାରା ଅଭିଯୋଗ ଶୁଣାଣି ଶିବିର

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ବ୍ଲକ ଚିତ୍ରଗିରି ସମ୍ମିଳନୀ କକ୍ଷରେ ଆଜି ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଦ୍ଵାରା ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ରଖିଛନ୍ତି ସ୍ଥାନୀୟ ଲୋକେ ।

ସହର ତଳି ଅଞ୍ଚଳ ବ୍ରହ୍ମପୁର ମହାନଗର ନିଗମରେ ମିଶିବ ଓ ବୃହତ୍ତର ବ୍ରହ୍ମପୁର ମହାନଗର ନିଗମ ଗଠନ ହେବ

ବ୍ରହ୍ମପୁର : ଆଜି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ବ୍ରହ୍ମପୁର ଗସ୍ତ ସମୟରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ନେତୃତ୍ଵରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତନିଧି ମଣ୍ଡଳୀ ମନ୍ତ୍ରୀଙ୍କୁ ବିଡ଼ିଏ ସମ୍ମିଳନୀ

ଗୁରୁ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ସମ୍ବର୍ଦ୍ଧିତ

ଫୁଲବାଣୀ : ବିଶ୍ୱବିଖ୍ୟାତ ଓଡ଼ିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ଵରରେ ତ୍ରିଭଙ୍ଗ କଳାନିକେତନ, ଭୁବନେଶ୍ଵରର ପ୍ରତିଷ୍ଠାତା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ,ଓଡ଼ିଶୀ ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ବିକ୍ରମ ସାମଲଙ୍କ ଦ୍ୱାରା ଆୟୋଜିତ ଏହି ସର୍ବଭାରତସ୍ତରୀୟ ନୃତ୍ୟ, ସଙ୍ଗୀତ, ଚିତ୍ର ଉତ୍ସବ,କଳା

ଏବେବି ଲୋକ ପ୍ରିୟତା ହରେଇ ନାହାନ୍ତି ନବୀନ…

ଗଞ୍ଜାମ ଗସ୍ତରେ ଆସି ନବୀନ ଯିବା ପରେ ରାଜନୈତିକ ମହଲ ରେ ହଲଚଲ….. ବ୍ରହ୍ମପୁର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଗସ୍ତରେ ଆସି ସିଧା ଚଷୀ ମାନଙ୍କ ସହ ମିଶି ସେମାନେ ଯେପରି ସ୍ୱଳ୍ପ ସମୟ ମଧ୍ୟରେ କ୍ଷତି ପୂରଣ ପାଇବେ ସେ ନେଇ ସରକାଙ୍କ ସହ କଥା ବାର୍ତ୍ତା କରିବେ