Browsing Category

ଆଞ୍ଚଳିକ

ନିର୍ବାଚନୀ ଜୁମଲା : ମାଗଣା ବିଦ୍ୟୁତ କେବଳ ପ୍ରତିଶୃତି ରେ ରହିଗଲା…!

ବ୍ରହ୍ମପୁର: ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ଓ ବିଜେପି ଦଳ ସେମାନଙ୍କ ନିର୍ବାଚନୀ ଇସ୍ତହାର ରେ ମାଗଣା ବିଜୁଳି ଦିଆଯିବ ବୋଲି କହିଥିଲେ। ରାଜଧାନୀ ଦିଲ୍ଲୀ ଷ୍ଟାଇଲ ରେ ଉଭୟ ଦଳ କ୍ଷମତା କୁ ଆସିଲେ ତିନି ସହ ୟୁନିଟ ମାଗଣା ବିଜୁଳି ଦେବେ ବୋଲି କହିଥିଲେ। ହେଲେ ସାଧାରଣ ଜନତା ଆଜି

ରାଏବଗା ପୋଲିସ ପକ୍ଷରୁ ଏମଭିଆଇ ଯାଞ୍ଚ, ୧୬ ହଜାର ଟଙ୍କା ଜରିମାନା ଆଦାୟ…

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ତ ବିଭିନ୍ନ ଜାଗାରେ ଆଜି ଏମଭିଆଇ ଯାଞ୍ଚ ବସି ଫାଇନ ଆଦାୟ କରାଯାଇଥିଲା । ଏହି ଯାଞ୍ଚରେ ହେଲମେଟ, ଲାଇସାଂଶ, ଗାଡିର କାଜପତ୍ର, ଇସ୍ପିଟ ଡ୍ରାଇଭିଙ୍ଗ, ଡ୍ରିଙ୍କିଙ୍ଗ ଡ୍ରାଇଭିଙ୍ଗ, ସିଟ ବେଲଟ ଏବଂ ତିନିଜଣ ବସି ବାଇକ ଚଲାଇବାକୁ ନେଇଁ

ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ମନୁସେନା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବ୍ରହ୍ମପୁର : ଭାରତରତ୍ନ ଅଟଳ ବିହାରି ବାଜପେୟୀଙ୍କ ଜନ୍ମ ଶତ ବର୍ଷିକୀ ଅବସରରେ ମନୁସେନା ପକ୍ଷରୁ ଆୟୋଜିତ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ

ରାମଲିଙ୍ଗେଶ୍ୱର ପାର୍କଠାରେ ବାଜପେୟୀଜୀଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚିତ

ବ୍ରହ୍ମପୁର : ବାଜପେୟୀଙ୍କ ଜନ୍ମ ତିଥି ଅବସରରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ର ଉଦଘାଟନ କଲେ କଲେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସଭାପତି ମନମୋହନ ସାମଲ । ସମଗ୍ର ବିଶ୍ବ ରେ ରାଷ୍ଟ୍ର ରାଷ୍ଟ୍ର ମଧ୍ଯରେ ପ୍ରେମ ଓ ବନ୍ଧୁତ୍ୱ ସ୍ଥାପନ କରି ଶାନ୍ତି ପ୍ରତିଷ୍ଠା କରିବା ଅଟଳ ବିହାରୀ

ବରକନ୍ୟା ଜଳ ପ୍ରପାତ ଉନ୍ନତିକରଣରେ ଦୁର୍ନୀତି ଅଭିଯୋଗ

ନୟାଗଡ଼ : ନୟାଗଡ଼ ଜିଲ୍ଲା ପଞ୍ଚରିଡା ବନାଞ୍ଚଳ ଅନ୍ତର୍ଗତ ବରକନ୍ୟା ଝରଣା ଉନ୍ନତିକରଣରେ ବ୍ୟାପକ ଦୁର୍ନୀତି ହୋଇଛି । ଏହାର ବିଧିବଦ୍ଧ ତଦନ୍ତ ନ ସରିବା ପର୍ଯ୍ୟନ୍ତ ବିଲ୍ ପୈଠ ନ କରିବାକୁ ଦାବି କରାଯାଇଛି । ଏ ସଂକ୍ରାନ୍ତରେ ଅଖିଳ ଭାରତ ଯୁବ ଛାତ୍ର ସଂସଦର ପ୍ରତିଷ୍ଠାତା ସେଖ ଅବଦୁଲ ଅହାଦ

୯୯୯ କିଲୋ ଗଞ୍ଜେଇ ଚୋରା ଚାଲାଣ ମାମଲା, ଜମାନତରେ ଆସିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ପୁଣି ଗିରଫ ହେଲେ…

ମାଲକାନଗିରି, ୨୫।୧୨ : ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ଆଜି ବାଲିମେଳା ସହରର ଦୈନିକ ବଜାରରେ ରହୁଥିବା ଅସୀମ ମାଲିକ ନାମକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏନେଇ ଓର୍କେଲ ପୋଲିସ ପକ୍ଷରୁ

ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଜିଲାସ୍ତରୀୟ ସୁଶାସନ ଦିବସ

ମାଲକାନଗିରି : ମହାନ ଜନନାୟକ ତଥା ଯଶସ୍ୱୀ କବି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ଵାବଧାନରେ ରେ

ବେଆଇନ ମାଙ୍କଡ଼ା ପଥର ଗାଡ଼ି ଜବତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଓ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ଏବଂ ରୋହିବାଙ୍କ ପଞ୍ଚାୟତ ରେ ୩୦ ରୁ ଉର୍ଦ୍ଧ୍ବ ବେଆଇନ ମାଙ୍କଡ଼ା ପଥର ଖଣି ଚାଲିଛି । ରାଜସ୍ବ ବିଭାଗ ଏହି ଖଣି ଗୁଡ଼ିକ ନିଲାମ କରିବାରେ ଅସମର୍ଥ ହେବାରୁ ସେଗୁଡିକ ବେଆଇନ ଭାବରେ ଚାଲିଛି । ଏହାକୁ କେହି ବିରୋଧ

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନ ଓ ସୁଶାସନ ଦିବସ ପାଳିତ

ବାଲିଗୁଡା : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଶହେତମ ଜନ୍ମ ଜୟନ୍ତୀ ଉତ୍ସବ ସ୍ଥାନୀୟ ନଗର ବିଜେପି ପକ୍ଷରୁ ଗାୟତ୍ରୀ ମନ୍ଦିର ସଭାଗୃହ ଠାରେ କନ୍ଧମାଳ ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ

ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଗହଣରେ ବଡଦିନ ପାଳିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ

ହିଞ୍ଜିଳିକାଟୁ : ଦେଶର ବିଭିନ୍ନ ସହରରେ ବଡ ଦିନ ଧୁମଧାମରେ ପାଳନ କରାଯାଇଛି । ଆଜିର ଦିନରେ ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିବାରୁ ଏହାକୁ ପାଳନ କରିଆସୁଛନ୍ତି ଖ୍ରୀଷ୍ଟାଧର୍ମାବଲମ୍ବି । ଏହି ଅବସରରେ ହିଂଜିଳି ନିର୍ବାଚନ ମଣ୍ଡଳିର କଂଗ୍ରେସ ବିଧାୟକ ପାର୍ଥି ରଜନୀ କାନ୍ତ ପାଢି ଓ ହିଂଜିଳି