Browsing Category

ଆଞ୍ଚଳିକ

ଜୀବନ ଯୁଦ୍ଧରେ ହାରିଗଲେ ରାଖାଲ

ଉମରକୋଟ /ରାଇଘର : ମାତ୍ର ୧୪ ବର୍ଷ ବୟସରେ ବଡ଼ ଦାୟିତ୍ୱ l ଏଭଳି ଏକ ଶୀର୍ଷକକୁ ନେଇ ଗତ ୨୦୨୦ ମସିହା ଅକ୍ଟୋବର ମାସ ୨୨ ତାରିଖରେ ରେ ଖବର ପ୍ରକାଶିତ ହୋଇଥିଲା l ଏହି ଖବର ମାଧ୍ୟମରେ ନିଜ ପାଗଳୀ ମା’ ର ବୋଝ ସହିତ ଆଶ୍ରୟ ନିମନ୍ତେ ଘର ଖଣ୍ଡିଏ ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରି ଗୁହାରି

ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା : ଧରାବତରଣ କଲେ ପ୍ରଭୁ ଯୀଶୁ

ବାଲିଗୁଡା : ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ମଧ୍ୟ ରାତ୍ରରୁ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗାଁ ଗହଳିରେ ଥିବା କ୍ୟାଥଲିକ, ବାପିଷ୍ଟ୍ , ସି.ଏନ.ଆଇ ଚର୍ଚ୍ଚ ଓ ଉପାସନା ଗୃହରେ

ଗୁଡ଼ିସର ବାଲି ମାଫିଆ ଙ୍କ ମାଟିଆ କଭର ଆସିକା ରେ ଘୁରି ବୁଲୁଛି…..!

ବାଲି ମାଫିଆ ମାନେ ପାଟି ଖୋଲୁଥିବା ଲୋକଙ୍କ ମୁହଁରେ ତୁଣ୍ଡି ବାନ୍ଧିବାକୁ କୁ ଚକ୍ରାନ୍ତ ……!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ର ଉଭୟ ପାର୍ଶ୍ଵରେ ଋଷିକୂଲ୍ୟା ଓ ବଡ଼ ନଦୀ ପ୍ରବାହିତ ହେଉଛି। ଉଭୟ ନଦୀର ବାଲିର ଚାହିଦା ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ଓ ଆନ୍ଧ୍ରା ପ୍ରଦେଶ ରେ

ଧାନ ମଣ୍ଡି ଗୁଡିକରେ ନାହିଁ ଶୌଚାଳୟ : ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମହିଳା ଚାଷୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ସମବାୟ ବ୍ୟାଙ୍କ ଅନ୍ତର୍ଗତ ୧୦ ଟି ପଞ୍ଚାୟତରେ ୭ଟି ସ୍ଥାନରେ ଧାନମଣ୍ଡି ଉଦଘାଟନ ହୋଇଯାଇଛି । ପଡିଆ ସମବାୟ ଅନ୍ତର୍ଗତ ୪ ହଜାର ୩ ଶହ ୧୯ ଜଣ ଚାଷୀ ତାଲିକାଭୁକ୍ତ ହୋଇଥିବା ବେଳେ ପ୍ରଥମ ସପ୍ତାହ ଧାନ କିଣା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ

ନୂତନ ସିଆରପିଏଫ୍ କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ, ୨ ଯବାନ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲାର ନୂତନ ସିଆରପିଏଫ୍ କ୍ୟାମ୍ପ ଉପରେ ମାଓବାଦୀ ମାନେ ଅତର୍କିତ ଆକ୍ରମଣ ସହ ବିଜିଏଲ ଲଞ୍ଚର ମାଡ଼ କରିଛନ୍ତି। ଯେଉଁଥିରେ ଦୁଇ ଜଣ ଯବାନ ଆହତ ହୋଇଥିବାର ଜଣାପଡିଛି। ସୂଚନା ଅନୁଯାୟୀ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଗୋମାଗୁଡା

ରୁଷିକୂଲ୍ୟା ନଦୀର ପାଣିକୁ ଟାଟା ଓ ଅନ୍ୟାନ୍ୟ କମ୍ପାନୀ ହାତରେ ଟେକିଦେବା ପାଇଁ ଜନ ଶୁଣାଣିରେ ବିରୋଧ

ସୋରଡ଼ା : ତା ୨୪. ୧୨. ୨୪ ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଗାଜଲବାଡ଼ି ପଂଚାୟତ କାର୍ଯ୍ୟାଳୟ ଠାରେ ଗାଜଲବାଡି,ଶିଙ୍କୁଳାପଦର, ଗଣପଙ୍କାଳ, ରାମନାବାଡ଼ି ଓ ରୁବାଙ୍ଗି ମୌଜାକୁ ନେଇ ଆଜି ସରକାରଙ୍କ ତରଫରୁ ପିପଳପଙ୍କା ଡ୍ୟାମ ନିର୍ମାଣ ଉଧେଶ୍ୟରେ ସୋରଡ଼ା ତହସିଲଦାର,ବିଡ଼ିଓ ଓ ରାଜସ୍ବ

ଲାଞ୍ଚ ନେବା ଅଭିଯୋଗରେ ଅଭିଯୁକ୍ତକୁ ୪ ବର୍ଷ ସଶ୍ରମ କାରାଦଣ୍ଡ ୧୦ ହଜାର ଜୋରିମାନା

ଫୁଲବାଣୀ : ଏକ ଲାଞ୍ଚ ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଡବ୍ଲ୍ୟୁ ଇ ଓ ରଞ୍ଜନ ଜେନାଙ୍କୁ ଚାରିବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧୂକ ୬ ମାସ ସଶ୍ରମ କାରାଦଣ୍ଡ

ପୈାରାଞ୍ଚଳ ଚାଷୀଙ୍କୁ ମିଳୁନି ସରକାରୀ ମୁଗ ବିହନ, ବିହନ ପ୍ରଦାନ ଦାବି ନେଇ କୃଷି କାର୍ଯ୍ୟାଳୟ ଘେରିଲେ ଚାଷୀ

ହିଞ୍ଜିଳିକାଟୁ : କୃଷି ବିଭାଗ ରେ ଚାଲିଜ ଅଜବ ନୀତି। ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ଅଲଗା ନିୟମ ରହିଥିବା ବେଳେ ସହରାଞ୍ଚଳ ଚାଷୀଙ୍କ ପାଇଁ ରହିଛି ଅଲଗା ନିୟମ। ଏଭଳି ଅଲଗା ଅଲଗା ନିୟମକୁ ବିରୋଧ କରି ମଙ୍ଗଳବାର ଶତାଧିକ ଚାଷୀ କୃଷି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏଭଳି ଏକ ଘଟଣା ମଙ୍ଗଳବାର

‘‘ଜାତୀୟ କୃଷକ ଦିବସ’’ ପାଳନ ଅବସରରେ ଜିଲ୍ଲାସ୍ତରୀୟ କୃଷକ ମହାସଭା ଅନୁଷ୍ଠିତ

ବ୍ରହ୍ମପୁର : ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡ ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରଠାରେ ଜାତୀୟ କୃଷକ ଦିବସ ପାଳନ ଅବସରରେ ଏକ କୃଷକ ମହାସଭା ଆୟୋଜିତ ହୋଇଯାଇଅଛି। ଏଥିରେ ଆଲୋଚ୍ୟ ବିଷୟ ଥିଲା- ‘‘ଏକ ସୁନିଶ୍ଚିତ କୃଷି ସକାଶେ କୃଷକମାନଙ୍କ ସଶକ୍ତିକରଣ’’। ଉକ୍ତ ସଭାରେ