Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ଜିଲ୍ଲା ସ୍ତରୀୟ ବୈଠକ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସଭାପତି ମହୋନ ରାଓ ମାଝୀ ଏବଂ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଲାୟନସ କ୍ଳବ୍ ଠାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ!-->…
ହତ୍ୟା ମାମଲା ରଫାଦଫା ପାଇଁ ଧମକ : ହତ୍ୟା ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ୨୦୧୭ ମସିହାରେ ଘଟିଥିବା ଏକ ହତ୍ୟା ମାମଲାକୁ ରଫାଦଫା ପାଇଁ ଧମକ ଦେଇଛନ୍ତି ଉକ୍ତ ହତ୍ୟାକାଣ୍ଡର ଅଭିଯୁକ୍ତ । ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳାଙ୍କ ପୁଅକୁ ପୁଣି ଥରେ ହତ୍ୟା ଧମକ ଦେଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ!-->…
ପଞ୍ଚୁକଯାତ୍ରା ଉଦଯାପିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦର ଅରବିନ୍ଦ ନଗର ଠାରେ ଦିର୍ଘ ଦିନ ଧରି ଚାଲୁଥିବା ପଞ୍ଚୁକ ଯାତ୍ରା ସମାପନ ହୋଇଛି lଏହି ପଞ୍ଚୁକ ଯାତ୍ରାର ପରିଚାଳନା କନ୍ଧମାଳ ଯୁବ ସାମ୍ବାଦିକ ଅଶୋକ କୁମାର ମିଶ୍ର କରିଥିଲେ l ପ୍ରାରମ୍ଭ ଦିନ ସକାଳ ୮ ଟା ସମୟରେ ଫୁଲବାଣୀ ସାଲୁକଙ୍କି!-->!-->!-->…
ରୋଟାରୀ କ୍ଲବ ପକ୍ଷରୁ ଗୁରୁସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ପବ୍ଲିକ ସ୍କୁଲ ଅଡିଟୋରିଅମ ଠାରେ ଗୁରୁ ସମ୍ମାନ କାର୍ଯ୍ୟକ୍ରମ ରୋଟାରୀ ସଭାପତି ବିପ୍ର ଚରଣ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଜଜ୍ଞାସିସ ମହାପାତ୍ର, ସିଡି ଏମ ଓ!-->…
ଦୁର୍ଘଟଣା ଗସ୍ତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପହଞ୍ଚାଇ ପ୍ରଶଂସିତ ହେଲେ ନବରଙ୍ଗପୁର ବିଧାୟକ
ନବରଙ୍ଗପୁର : ସାଧାରଣ ଜୀବନ ଚର୍ଯ୍ୟା ଆଉ ଶାନ୍ତ ସରଳ ଵ୍ୟବହାର ପାଇଁ ସବୁବେଳେ ସମସ୍ତଙ୍କର ପ୍ରିୟପାତ୍ର ହେଇପାରିଥିବା ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ଆଜି ନିଜ ମଣିଷପଣିଆ ପାଇଁ ପ୍ରଶଂସିତ ହେଉଛନ୍ତି | ସଡ଼କ ଦୁର୍ଘଟଣାରେ ଆହତ ମାନଙ୍କୁ ନିଜ ଗାଡିରେ ବସେଇ ଚିକିତ୍ସା ପାଇଁ!-->…
ଛାଡଖାଇ – ଆମିଷ ବଜାରରେ ଗ୍ରାହକଙ୍କ ଖଚାଖଚ୍ ଭିଡ, ବେପାରୀ ଖୁସ୍
ହିଞ୍ଜିଳିକାଟୁ : ସରିଛି ଧର୍ମ ଅର୍ଜନର ମାସ କାର୍ତ୍ତିକ । ମାସ ସାରା ଆମିଷ ବଜାର ଖାଁ ଖାଁ ରହିଥିବା ବେଳେ ଶନିବାର ପଡିଥିଲା ଛାଡଖାଇ ପର୍ବ। ଶନିବାର ତ ବହୁଲୋକ ଆମିଷ ଖାଇନଥାନ୍ତି । ତେବେ ରବିବାର ଜମିଛି ଛାଡକାଇରେ ଆମିଷ ବେପାର ।ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ!-->…
ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାର ସର୍ବ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିର ପରିସର ରେ ନବ ନିର୍ମିତ ପାର୍ଶ୍ଵ ଦେବା ଦେବୀ ଙ୍କ ନୂତନ ମନ୍ଦିର ନିର୍ମାଣ ସହ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ଏହାକୁ ନେଇ ସମଗ୍ର ମନ୍ଦିର ପରିସର ସୁସଜିତ ହୋଇଥିବା ବେଳେ ଏହା!-->…
ନବରଙ୍ଗପୁରଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
ନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟ ରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ!-->…
ଚିକିଟୀ ପ୍ରେସ କ୍ଳବ ତରଫରୁ ତ୍ରୟୋଦଶ ଜାତୀୟ ପ୍ରେସ ଦିବସ ପାଳିତ
ଚିକିଟୀ : ଏହି ବ୍ଲକର ଚିକିଟୀ ପ୍ରେସ କ୍ଲବ ତାର ତ୍ରୟୋଦଶ ପ୍ରେସ଼୍ ଦିବସ ପାଳନ କରିଛି l ପ୍ରଥମେ ଚିକିଟୀ ର ଆରାଧ୍ୟ ଦେବୀ ମା ବlଳକୁମାରୀଙ୍କ ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଏହି ଅବସରରେ ସାମ୍ବାଦିକମାନଙ୍କ ଦେଶଗଠନ ରେ କିଭଳି ଭୂମିକା!-->…
କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ
ଫୁଲବାଣୀ : ଜିଲ୍ଲା ପ୍ରଶାସନ ଏବଂ କମଳା ପ୍ରକାଶନୀର ମିଳିତ ଆନୁକୂଲ୍ୟରେ ଫୁଲବାଣୀ କର୍ନେସ ପଡ଼ିଆରେ ପୁସ୍ତକ ମେଳା ଅନୁଷ୍ଠିତ ହେଉଛି | ପଞ୍ଚମ ସନ୍ଧ୍ୟାରେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ତରଫରୁ କବିତା ପାଠୋତ୍ସବ ଓ ସାଂପ୍ରତିକ ପରିସ୍ଥିତିରେ ସାହିତ୍ୟର!-->…