Browsing Category

ଆଞ୍ଚଳିକ

ରଘୁନାଥଜୀଉ ମନ୍ଦିର ରୂପାନ୍ତରୀକରଣରେ ଚରମ ଅବହେଳା

ନୟାଗଡ଼: ନୟାଗଡ଼ ଜିଲ୍ଲାର ପ୍ରମୁଖ ଆଧ୍ୟାତ୍ମିକ ପୀଠ ଶ୍ରୀ ଶ୍ରୀ ରଘୁନାଥ ଜୀଉ ରୂପାନ୍ତରୀକରଣରେ ଚରମ ଅବହେଳା ର ଅଭିଯୋଗ ଆସିଛି । ମନ୍ଦିର ରୂପାନ୍ତରୀକରଣ ପାଇଁ ୩କୋଟି ୫୦ଲକ୍ଷ ବ୍ୟୟ ବରାଦ କରାଯାଇଥିଲା ହେଲେ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ମାନମାନୀ ଯୋଗୁଁ ମନ୍ଦିର ତଥା ମନ୍ଦିର…

ଓଏଭି ଚମାଖଣ୍ଡିରେ ବିଦ୍ୟାଳୟ ଉନ୍ନୟନ ଓ ପରିଚାଳନା ବୈଠକ ଅନୁଷ୍ଠିତ

ବ୍ରହ୍ମପୁର : ଗୁରୁବାର ଦିନ ଚମାଖଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ତଥା ବିଦ୍ୟାଳୟ ପରିଚାଳକ ସୁଧାଂଶୁ ଶେଖର ଭୋଇଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିଚାଳନା ଉନ୍ନୟନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧକ୍ଷ ପ୍ରମୋଦ କୁମାର ବେହେରା ଶ୍ରୀ ଭୋଇ…

ସରକାରଙ୍କ ଠିକାଦାର କୁ ଛାଟ ଏକ ଧୂଆଁ ବାଣ…

*ସଳଙ୍ଗାବାହାଲ ଠାରୁ ବିହାର ବୋଡ଼ର ରାସ୍ତା କଚ୍ଛପ ଗତିରେ... ପ୍ରଶାସନ ଓ ଠିକାଦାର ମଧ୍ୟରେ ଚୋରାପୀରତି...!! *ସମୟ ସୀମା ଭିତରେ କାର୍ଯ୍ୟ ସାରିବା କୁ ନେଇ ପ୍ରଶ୍ନ ବାଚୀ.. ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଆନ୍ତର୍ଗତ ରାଏଵଗା ଥାନା ଅଧିନସ୍ଥ…

ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରସ୍ତୁତି

ଚିକିଟି: ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ହିସାବରେ ମା ବଳକୁମାରୀ ଗଣ୍ୟ l ଉକ୍ତ ପୀଠରେ ଥିବା ମହାକାଳୀ ଓ ଗଣେଶଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ଜାନୁଆରୀ ୨୩ ରୁ ଆରମ୍ଭ ହୋଇ ୩୦ ରେ ସମାପନ ହେବ l ଏହି ଅବସରରେ ପାରମ୍ପରିକ ରୀତିନୀତି ଅନୁସାରେ ବିଶ୍ଵଶାନ୍ତି ମହା…

ସୁନ୍ଦରଗଡ ନାଟ୍ୟ ଜଗତର କିମ୍ୱଦନ୍ତୀ ପୁରୁଷ ପ୍ରଦୀପ ଭୋଳଙ୍କ ପୁଣ୍ୟତିଥି ଦିବସ ପାଳିତ

ସୁନ୍ଦରଗଡ : ସୁନ୍ଦରଗଡର କଳା, ସଂସ୍କୃତି ଓ ନାଟକ ଦିଗନ୍ତର କିମ୍ବଦନ୍ତୀ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ପୁଣ୍ୟତିଥି ଆଜି ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସ୍ବର୍ଗତ ଭୋଳଙ୍କ ପାଇଁ ସୁନ୍ଦରଗଡ କଳା, ସଂସ୍କୃତି ଓ ନାଟକ ଦିଗରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି…

ଆସନ୍ତା ଫେବୃଆରୀ ୧୧ରୁ ମାଲକାନଗିରିରେ ଆରମ୍ଭ ହେବ ବଡଯାତ୍ରା

ମାଲକାନଗିରି, ୧୮।୧୨ ମାଲକାନଗିରି ଜିଲ୍ଲା ବଡ ପର୍ବ ତଥା ବଡ ଯାତ୍ରା ଆସନ୍ତା ବର୍ଷ ଫେବ୍ରୁଆରି ୧୧ ତାରିଖରୁ ଆରମ୍ଭ ହେବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଏବାଦରେ ଏକ ବୈଠକ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ଏହି ବଡ ଯାତ୍ରା ପ୍ରତି ଦୁଇ…

୧୫ ତମ ଭରତ ମୁନି ସମ୍ମାନରେ ସମ୍ମାନିତ ହେଲେ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ କୃଷ୍ଣମୂର୍ତ୍ତି

ଭୁବନେଶ୍ୱର:- ଓଡ଼ିଶା ର ବହୁ ପୂରାତନ ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରେ ଅବସ୍ଥିତ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ କଳିଙ୍ଗାୟନ ତୌର୍ୟତ୍ରିକମ ତରଫ ରୁ ୧୫ ତମ ଭରତ ମୁନି ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି…

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ ଉତ୍ସବ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଆନ୍ତର୍ଗତ ଥାନା ରାଏବଗା ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲଚନା ବେହେରାଙ୍କ ତତ୍ୱାବଧାନରେ…

କନ୍ଧମାଳ ସାମ୍ବାଦିକ ୟୁନିୟନର ନୂତନ କର୍ମକର୍ତ୍ତା ଚୟନ ସୁଜିତ ସଭାପତି ଅଜିତ ସମ୍ପାଦକ

ଫୁଲବାଣୀ : ବୁଧବାର ଦିନ କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ଵିବାର୍ଷିକୀ ସମ୍ମିଳନୀ ଓ ସାଧାରଣ ପରିଷଦ ବୈଠକ ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀ ଠାରେ ଅଶୋକ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ପ୍ରଥମେ ବାର୍ଷିକ ଆୟ ବ୍ୟୟ ପାଠ କରାଯାଇଥିଲା lଏଥି ସହିତ…