Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସ୍ବର୍ଗତ ପ୍ରଦୀପ ମୁନୀଙ୍କ ଉଦ୍ଦେଶ୍ୟରେ ଫୁଲବାଣୀ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ଶୋକସଭା
ଫୁଲବାଣୀ : ଫୁଲବାଣୀ ସହର ବିଜୁଜନତା ଦଳ ପକ୍ଷରୁ ସ୍ବର୍ଗତ ପ୍ରଦୀପ ମୁନୀଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ଓ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଶୋକସଭା ବିଜୁ ଜନତା ଦଳର ଫୁଲବାଣୀ ନଗର ସଭାପତି ବିମଳେନ୍ଦୁ ପାଢ଼ୀଙ୍କ ନେତୃତ୍ୱରେ!-->…
ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ାଙ୍କ ପତ୍ନୀ ବିୟୋଗ
ଆସ୍କା : ଆସିକାର ବରିଷ୍ଟ ନେତା ତଥା ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ାଙ୍କ ଧର୍ମପତ୍ନୀ ହେଉଛନ୍ତି ସରୋଜିନୀ ପରିଡ଼ାଙ୍କର ପରଲୋକ ହାଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା | ସେ ଜଣେ ଅତ୍ୟନ୍ତ ପରୋପକାରୀ ଓ ଧର୍ମପ୍ରାଣା ମହିଳା ଥିଲେ | ତାଙ୍କର ବିୟୋଗରେ ସ୍ଥାନୀୟ!-->…
ହିଞ୍ଜିଳିକାଟୁ ମେଡିକାଲରୁ ବାଇକ ଚୋରି ଅଭିଯୋଗ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ରେ ବାରମ୍ବାର ଚୋରି ହେଉଛି ବାଇକ । ଯାହାକୁ ନେଇ ଏବେ ଚିନ୍ତାରେ ହିଞ୍ଜିଳିକାଟୁ ବାସୀ । କୌଣସି ରାସ୍ତା କଡ଼ ନୁହେଁ କି ଦୋକାନ ସାମ୍ନାରୁ ନୁହେଁ । ଚିକିତ୍ସାଳୟ ପରିସର ରୁଚୋରି ହୋଇଛି ବାଇକ । ବୁଧବାର ଦିନ ୧୧ଘଣ୍ଟାସମୟରେ ହିଞ୍ଜିଳିକାଟୁ ଉପଖଣ୍ଡ!-->…
ଗଣେଶ ବିଦ୍ୟାପୀଠଠାରେ ଜାତୀୟ କୃମି ନାଶକ ଦିବସ ନେଇ ପ୍ରସ୍ତୁତି ବୈଠକ
ଛତ୍ରପୁର : ଛତ୍ରପୁର ସ୍ଥିତ ଗଣେଶ ବିଦ୍ୟାପୀଠ ଠାରେ ଗୁରୁବାର ଜାତୀୟ କୃମି ନାଶକ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ୧୦ ତାରିଖ ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରତିରୋଧକ ଦିଆଯିବ l!-->…
ଆନ୍ଦୋଳନକୁ ଜୋରଦାର କଲେ ଆଇଆରଇଏଲ କମ୍ପାନୀରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ : ସାମିଲ ହେଲେ ପରିବାର ବର୍ଗ
ଛତ୍ରପୁର : ସୁପରଭାଇଜର ଓ ଇନଚାର୍ଜ ଜାତିଭେଦ ଭାବକୁ ନେଇ ସବୁବେଳେ ସିକ୍ୟୁରିଟି ଗାର୍ଡ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଗୁରୁବାର ଆନ୍ଦୋଳନ କୁ ଜୋରଦାର କରିଛନ୍ତି ଛତ୍ରପୁର ଉପକଣ୍ଠରେ ଥିବା ଆଇଆରଇଏଲ କମ୍ପାନୀ ରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମାନେ l ଆଉ ସେମାନଙ୍କ ସହ ଧାରଣରେ!-->…
ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ପଞ୍ଚାୟତ ବିକାଶର ମୂଳଲକ୍ଷ୍ୟ : ଫୁଲବାଣୀ ବିଧାୟକ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପଞ୍ଚାୟତ ସମିତିର ୮ମ ସାଧାରଣ ବୈଠକ ବ୍ଳକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଅଧ୍ୟକ୍ଷା ସସ୍ମିତା କହଁରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ସରକାରଙ୍କ!-->…
ବିଜେପି ର ଆଳୁ ମିଶନ ଫେଲ ପୁଣି ଚଢ଼ା ଦରରେ ଆଳୁ ବିକ୍ରି….!
ମନ୍ତ୍ରୀଙ୍କୁ ବାଧୁନି ଆଳୁ ଦର ଲୋକେ ହେଲେଣି ନାକେଦମ….
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଗାଁ ରୁ ସହର ପର୍ଯ୍ୟନ୍ତ ଆଳୁ ଦର ହୁ ହୁ ହୋଇବଢୁଛି।ଆଳୁ ଦର ଅହେତୁକ ଭାବେ ବଢ଼ିଥିଲେ ବି ମନ୍ତ୍ରୀଙ୍କ ଆଶ୍ୱାସନା ସ୍ୱଳ୍ପ ଦର ବଢ଼ିଥିବା ବୟାନ ବାଜୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ଏକ!-->!-->!-->…
ବିପଦ ସଂକୁଳ ପରିସ୍ଥିତି ରେ ବିଦ୍ୟୁତ ଖୁଣ୍ଟ:ବାରମ୍ବାର ଅଭିଯୋଗ ସତ୍ତ୍ଵେ ନିଆଯାଉନି ପଦକ୍ଷେପ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ମୁଖ୍ଯ ରାଜ ରାସ୍ତା ଉପରେ ସ୍ଥାନୀୟ ମାଦିକୁନ୍ଦା ଛକ ନିକଟସ୍ଥ ଭବାନୀ ମାର୍କେଟ ର ସୋନୁ ଟି ଷ୍ଟଲ ଆଗରେ ଆଜକୁ ବହୁ ବର୍ଷ ହେଲା ଓହଳି ରହିଛି ବିପଦ ସଂକୁଳ ପରିସ୍ଥିତିରେ ଏଗାର କେଭି ତାର ବିଶିଷ୍ଟ ଲୁହା ବିଦ୍ୟୁତ ଖୁଣ୍ଟ l ବାରମ୍ବାର ବିଦ୍ୟୁତ!-->…
ଅଷ୍ଟମ ବାଟାଲିୟନ ହାବିଲଦାର ଓ ସିପାହୀ ନିର୍ବାଚନ ପାର୍ଥୀପତ୍ର ଦାଖଲ…
ଗଞ୍ଜାମ : 8.8.24,ଗଞ୍ଜାମ ଥାନା ଅନ୍ତର୍ଗତ ଓଡିଶା ସ୍ୱତନ୍ତ ସଶସ୍ତ୍ର ଅରକ୍ଷୀ ବାହିନୀ ଅଷ୍ଟମ ବାଟାଲିୟନ(ଛତ୍ରପୁର) ହାବିଲଦାର ଓ ସିପାହି ଶାଖା ସଙ୍ଘର 2024-2025 ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ ହୋଇଛି l ଏହି ସଙ୍ଘର ଏଗାରଟି ପଦବୀ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି l ଦୁଇ ଗୋଷ୍ଠିର!-->…
ସରକାର ଙ୍କ ଗାଁ ଗାଁ କୁ ରାସ୍ତା ଧୂଆଁ ବାଣ : ମରଣ ଯନ୍ତା ପାଲଟିଛି ଉମରକୋଟ ବ୍ଲକ ଡେବଗୁଡ଼ା ରାସ୍ତା…
ଉମରକୋଟ ( ୦୮/୦୮/୨୦୨୪) ଭାରତ ସରକାର ୭୬ ବର୍ଷର ସ୍ଵର୍ଣ ଜୟନ୍ତୀ ଯୋଉଁଠି ପାଳନ କରୁଛନ୍ତି ସେହି ଭାରତ ବର୍ଷରେ ଏବେ ବି ଏମିତି ସୀମାନ୍ତ ବର୍ତ୍ତୀ ଗ୍ରାମ ଅଛି ଯୋଉଁ ଗ୍ରାମ ଗୁଡିକରେ ଆଜି ଯାଏ ସରକାରୀ ବାବୁ ମାନେ ଅଣଦେଖା କରି ଅତିରୁ ଅତି ଯମ ଯନ୍ତ୍ରଣା ଦେଇ ଅବହେଳିତ ଓ ନିଷ୍ପେସିତ!-->!-->!-->…