Browsing Category

ଆଞ୍ଚଳିକ

ଆମ ଗଂଜାମ ସ୍ୱଚ୍ଛ ଗଂଜାମ ଅଭିଯାନ…

ବ୍ରହ୍ମପୁରର ହରିଡ଼ାଖଣ୍ଡି ପୋଖରୀ କୂଳ ସଫାକଲେ ସଚେତନ ନାଗରିକ ସମାଜ ବ୍ରହ୍ମପୁର ତା 26 /୦୫/୨୬ ସ୍ୱଚ୍ଛତା ବିନା ଗଞ୍ଜାମ ଗୌରବ ଅଧୁରା । କଳା, ସାହିତ୍ୟ ଓ ସଂସ୍କୃତି ପାଇଁ ବିଶ୍ୱବିଦିତ ଗଞ୍ଜାମକୁ ସ୍ୱଚ୍ଛତାରେ ମଧ୍ୟ ଶ୍ରେଷ୍ଠ କରିବାର ସମୟ ଆସିଛି । ତେଣୁ ଜିଲ୍ଲା ପ୍ରଶାସନ

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ “ସ୍ୱତନ୍ତ୍ର ସଘନ ସଂଶୋଧନ” ତାଲିମ

ଛତ୍ରପୁର ତା: ୨୬/୦୫/୨୬ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯଥା ବ୍ରହ୍ମପୁର ମହାନଗର ନିଗମ, ବୁଗୁଡ଼ା, ଜଗନ୍ନାଥ ପ୍ରସାଦ, ସାନଖେମୁଣ୍ଡି, ବେଲଗୁଣ୍ଠା ବ୍ଲକ , କୋଦଳା ଏନଏସିରେ ବୁଥସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜରମାନଙ୍କୁ ସ୍ବତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ତାଲିମ ଦିଆଯାଇଛି ।

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସୁପରିଚାଳନା ନେଇ ପ୍ରସ୍ତୁତି ବୈଠକ

ଛତ୍ରପୁର : ରାଜ୍ୟରେ ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) କାର୍ଯ୍ୟକ୍ରମର ସୁପରିଚାଳନା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନ ଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଏହି

କନ୍ଧମାଳ ଜିଲ୍ଲାର ଗଣଶିକ୍ଷା ବିଭାଗରେ ବ୍ୟାପକ ବଦଳି ଆଦେଶ ଜାରୀ

ବାଲିଗୁଡା : ୨୬/୦୫ : ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ମୁଖ୍ୟ ଶିକ୍ଷକ ସ୍ତରର ଅଧିକାରୀ ମାନଙ୍କର ବ୍ୟାପକ ବଦଳି ଆଦେଶ ଜାରି କରାଯାଇଛି । ବିଭାଗର ନୋଟିଫିକେଶନ ନମ୍ବର ୧୩୨୩୮/ଏସଏମଇ, ତା.୨୫.୦୫.୨୦୨୬ ଅନୁଯାୟୀ

ତାଳକଣି ଗ୍ରାମରେ ଗ୍ରିଲ ତାଡି ଝରକା ଭାଙ୍ଗି ଚୋରି, ପୋଲିସ୍ ଟିମ୍ ଓ ଡଗ୍ ସ୍କ୍ଵାଡ୍ ର ତଦନ୍ତ ଜାରି

ନୟାଗଡ଼,୨୬/୦୫ (ନିସର୍ତ୍ତ) : ତାଳକଣି ଗ୍ରାମରେ ଗ୍ରିଲ ତାଡି ଝରକା ଭାଙ୍ଗି ୭ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ତାଳକଣି ଗ୍ରାମର ବିଭୂତି ଭୂଷଣ ଲେଙ୍କା (୩୨) ବର୍ଷ ପିତା ଧୂଳି ଲେଙ୍କା ଗତ କାଲି ସୋମବାର

ସୁନାବେଡ଼ାରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା: ଆହାର କେନ୍ଦ୍ରର ଖାଦ୍ୟ ଚାଖିଲେ, ଶତପ୍ରତିଶତ ଆବର୍ଜନା ସଂଗ୍ରହ ପାଇଁ…

ସୁନାବେଡ଼ା, ୨୬/୦୫ (ବସନ୍ତ ପେଗଡ଼) : କୋରାପୁଟ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ (ଡୁଡା) ତଥା ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଆଜି ସୁନାବେଡ଼ା ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ବିଶେଷ କରି ସହରର ଆହାର କେନ୍ଦ୍ର ଓ

କର୍ତ୍ତବ୍ୟରେ ଅବହେଳା : ନୟାଗଡ଼ ବନପାଳ ଓ ମାଛିପଡ଼ା ବନରକ୍ଷୀ ନିଲମ୍ବିତ

ନୟାଗଡ: କର୍ତ୍ତବ୍ୟରେ ଅବହେଳା ପାଇଁ ନୟାଗଡ଼ ବନପାଳ ଓ ମାଛିପଡ଼ା ବନରକ୍ଷୀଙ୍କୁ ନିଲମ୍ବିତ କରାଯାଇଛି ।ନୟାଗଡ଼ ବନାଞ୍ଚଳ ଅଧୀନ ନୟାଗଡ଼ ସେକ୍ସନ ଦାୟିତ୍ୱରେ ଥିବା ଶୁଭେନ୍ଦୁ ପ୍ରସାଦ ନାୟକ ଓ ମାଛିପଡ଼ା ବନରକ୍ଷୀ ରଶ୍ମିତା ବେହେରାଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ଼ ବନଖଣ୍ଡ ଅଧିକାରୀ

ଟାଟା ପାଓ୍ୱାର ନେତୃତ୍ୱାଧୀନ ଦକ୍ଷିଣ ଓଡ଼ିଶା ଡିସକମକୁ ମିଳିଲା ଅନ୍ତର୍ଜାତୀୟ ସୁରକ୍ଷା ପୁରସ୍କାର

ବ୍ରହ୍ମପୁର : ଟାଟା ପାଓ୍ୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍)କୁ ବ୍ରିଟିଶ ସେଫ୍ଟି କାଉନସିଲ୍ ଦ୍ୱାରା ‘ଡିଷ୍ଟିଙ୍କସନ୍’ ବର୍ଗରେ ସମ୍ମାନଜନକ ଅନ୍ତର୍ଜାତୀୟ ସୁରକ୍ଷା ପୁରସ୍କାର ୨୦୨୬ ପ୍ରଦାନ କରାଯାଇଛି । ଏହି

ମହୁମାଛି ଆକ୍ରମଣରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ବାଲିଗୁଡ଼ା, ତା, ୨୬/୦୫ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନରେ ଘଟିଛି ଏକ ଅଭାବନୀୟ ଘଟଣା । ବ୍ୟାଡମିଣ୍ଟନ ଖେଳି ଘରକୁ ଯିବାବେଳେ ଘର ଦୁଆରେ ଜଗି ବସିଥିଲା ଯମ । ଘରେ ପଶିବା ପୂର୍ବରୁ ଘର ସାମ୍ନାରେ ମହୁମାଛି ଆକ୍ରମଣରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ । ମୃତକ ଜଣକ ହେଲେ ବାଲିଗୁଡ଼ା

ବେଆଇନ ନରସିଂହ ପଲ୍ଲୀ ବାଲି ଘାଟ ବନ୍ଦ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡ଼ି..! ନେତାଙ୍କ ଆଶୀର୍ବାଦ ରେ ବେଆଇନ ବାଲି…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଥିବା ବେଆଇନ ବାଲି ଘାଟ ଗୁଡ଼ିକ ଉପରେ ପ୍ରଶାସନ ନୁହଁ ଆସିକା ବିଜେଡ଼ି ପକ୍ଷରୁ ଚଢ଼ାଉ କରି ବନ୍ଦ କରାଯାଇଥିଲା। ଆସିକା ବିଜୁ ପଟ୍ଟନାୟକ ଛକ ଠାରେ ଥିବା ନରସିଂହ ପଲ୍ଲୀ, ବରଗାଁ, ଜୟପୁର, ପାଟଳିଗୁଡା ଠାରେ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଛି।