Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
୧୦୮ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ବ୍ରହ୍ମପୁର : ୧୦୮ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଗଞ୍ଜାମ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସଂଘ । ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ଡାକରା ରେ ଆଜି ଜିଲ୍ଲା!-->!-->!-->…
ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି
ବ୍ରହ୍ମପୁର, ତା ୨୮.୧୦.୨୦୨୪ ରିଖ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଆଜି ସମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଉପ-ଜିଲ୍ଲାପାଳ ବ୍ରହ୍ମପୁର ଦୀନା ଦସ୍ତଗୀର , ଅତିରିକ୍ତ!-->…
ଡବଲ ଇଞ୍ଜିନ ଡବଲ ଧମାକା ଖାଉଟି ବେହାଲ !
ବ୍ରହ୍ମପୁର : ରାଜ୍ୟରେ ନୂତନ ସରକାର ଆସିବା ପରେ ଲୋକେ ଭାବି ଥିଲେ ଆଛେଦିନ ଆୟେଙ୍ଗେ ବୋଲି। ବିଜେପି ସିଂହାସନ ସମ୍ଭାଳୁ ସମ୍ଭାଳୁ ପ୍ରଥମେ ଆଳୁ ର ପାଳି ପଡ଼ିଲା ଦର ସିଧା କିଲୋ ୪୦ ରୁ ୫୦ ଲମ୍ପ ମାରିଲା। ତା ପରେ ପିଆଜ ୬୦, ପରିବା ଦର ହାଫ ସେଞ୍ଚୁରୀ ରୁ ଅଧିକ। ଏବେ ତେଲ ଦର ପାମ୍ମେଲ ତେଲ!-->…
ଅଗ୍ନିଶମ ସେବା କେନ୍ଦ୍ର ପରିଦର୍ଶନ କରି ବିଭାଗ ବିଷୟରେ ଜ୍ଞାନ ଆହରଣ କଲେ ୟୁରୋ ସ୍କୁଲର ଛାତ୍ରଛାତ୍ରୀ
ଛତ୍ରପୁର : ପିଲାଙ୍କ ପାଠପଢ଼ା ସହିତ ବୈଷୟିକ ଜ୍ଞାନ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ବିଷୟରେ ଜ୍ଞାନ ଆହୋରଣ ଲକ୍ଷ୍ୟ ନେଇ ଅନ୍ତର୍ଜାତୀୟ ମାର୍କା ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲର ମୁଖ୍ୟ ରଞ୍ଜନ ମହାପାତ୍ର ଙ୍କ ନିର୍ଦେଶ କ୍ରମେ ପ୍ରିନସିପାଲ!-->…
୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲାଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…
ଛତ୍ରପୁର : ବିନା କାରଣ ରେ ଓଡିଶା ର ୩୫୦ଜଣ ଆମ୍ବୁଲାନ୍ସ କର୍ମଚାରୀ ସଂଘ ର ଲିଡର ମାନଂକୁ ଛଟେଇ କରାଯାଇଛି , ଯାହାଫଳ ରେ ଅଲ ଓଡିଶା ୧୦୮ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଏହାର ପ୍ରତିବାଦ କରି ଆନ୍ଦୋଳନ ନିମନ୍ତେ ଡାକରା ଦେଇଛି, ଏହାସହିତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ବିଭିନ୍ନ ଦାବି!-->…
ଆସିକାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି
ବାବୁ ଓ ନେତାମାନଙ୍କ ଦ୍ୱାରା ଚାନ୍ଦା ଦେବାକୁ ଫୋନରେ ଅଫିସର ଏବଂ ମାଫିଆ ମାନଙ୍କୁ ନିର୍ଦ୍ଦେଶ !!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତା ରେ ମହିଳାଦଳ ଓ ପୁରୁଷ ଦଳ ଭାଗ ନେବେ ଆସିକା ହରିହର ହାଇସ୍କୁଲ!-->!-->!-->…
ସ୍ୱାତୀ ଅନୁଷ୍ଠାନ ଦ୍ୱାରା ଦୁର୍ନୀତି ନିବାରଣ ସପ୍ତାହ-୨୦୨୪ ପାଳନ ର ଶୁଭାରମ୍ଭ
ଫୁଲବାଣୀ: ରାଜ୍ୟ ଓ କେନ୍ଦ୍ର ସରକାର ଦୁର୍ନୀତିର ମୂଳଉତ୍ପାଟନ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅଧିକ ଜନସଚେତନତା ପାଇଁ ଦୁର୍ନୀତି ନିବାରଣ ସପ୍ତାହ ଦେଶବ୍ୟାପି ପାଳନ ହେଉଛି । ଏହି ପରିପ୍ରେକ୍ଷିରେ ଏ ବର୍ଷର ବିଷୟ “ଜାତିର ସମୃଧତା ପାଇଁ ଅଖଣ୍ଡତା ର ସଂସ୍କୃତି” କୁ ନେଇ କନ୍ଧମାଳ!-->…
ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ମାସର ଆରମ୍ଭ
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଅକ୍ଟୋବର ୨୮ରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ମାସ ପାଳନ କରାଯାଉଛି। ଏଥିରେ କାର୍ଯ୍ୟକ୍ଷେତ୍ରରେ ସାଧୁତା, ସ୍ଵଚ୍ଛତା ଏବଂ ଦାୟିତ୍ଵନିଷ୍ଠା ବଜାୟ ରଖିବା ଉପରେ!-->…
ସରକାରୀ ବୃନ୍ଦାବନ ବିଦ୍ୟାଳୟର ପୋଷାକ ବିତରଣ ଉତ୍ସବ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଵୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ପୋଷକ ଵିତରଣ ଉତ୍ସବ ପାଳିତ ହୋଇଯାଇଛି। ଵିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,!-->…
ଦୀପାବଳି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ଫୁଲବାଣୀ : କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ଦୀପାବଳି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାରଙ୍କ ନେତୃତ୍ୱରେ!-->…