Browsing Category

ଆଞ୍ଚଳିକ

ମୃତ୍ୟୁ ପ୍ରମାଣପତ୍ର ନ ମିଳିବାରୁ ବିଭିନ୍ନ ସହାୟତାରୁ ବଞ୍ଚିତ ବିଧବା ସୁନିଆ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆପଦର ପଞ୍ଚାୟତ ଲତପଙ୍ଗିଆ ଗ୍ରାମର ସୁନିଆମତି ଦିଗାଲ। ସ୍ବାମୀ ଗୌତମ ଦିଗାଲ ଦାଦନ ଖଟି ପରିବାର ଚଳାଉଥିଲେ। ଗତ ଫେବୃଆରୀ ୨୬ ରେ ତାଙ୍କର ମୃତ୍ୟୁ ହୋଇଛି। ଏ ମଧ୍ୟରେ ୭ ମାସ ବିତି ଯାଇଥିଲେ ମଧ୍ୟ ମୃତ୍ୟୁ ପ୍ରମାଣପତ୍ର ମିଳିପାରି…

ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ

ମାଲକାନଗିରି : ସାହା ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ମାଲକାନଗିରି ସହରର ଚତୁର୍ଥ ସଶକ୍ତ ବାହିନୀ ପରିସର, ଜିଲ୍ଲା ପୋଲିସ କାର୍ଯ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଲକାନଗିରି ମହାବିଦ୍ୟାଳୟ ପରିସର ମଧ୍ୟରେ ଏକ ହଜାରରୁ ଉର୍ଦ୍ଧ୍ୱ…

ଜଙ୍ଗଲରେ ଯୁବକଙ୍କ ଗଳିତ ଶବ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ଶବ ପୁଲିସ ଠାବ କରିଛି। ମୃତକ ଦଳପଡ଼ା ପଞ୍ଚାୟତ ଅଧୀନ ବ୍ରଡିଗୁଡ଼ା ଗ୍ରାମର ମଛେନ୍ଦ୍ର ବେହେରାଙ୍କ ପୁଅ ସାନୁଜ (୨୨) ) । ସପ୍ତାହେ ହେବ ସେ ନିଖୋଜ ଥିଲେ। ତାଙ୍କୁ ଖୋଜା ଖୋଜି କରୁଥିବା ବେଳେ କେରା…

ବୀରମିତ୍ରପୁର ରେ ଜୁଆ ଆଡ୍ଡା ଉପରେ ଚଢ଼ାଉ ୨୮ଜୁଆଡ଼ି ଗିରଫ ଟଙ୍କା ଜବତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ଉପର ମାର୍କେଟର ଗୋଟିଏ ଘରରେ ବଡ଼ ଧାରଣାର ଜୁଆ ଖେଳ ଚାଲିଥିଲା। ବୀରମିତ୍ରପୁର ପୋଲିସ ଉପଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ଦାସ ଏବଂ ଥାନା ଅଧିକାରୀ ଆଇ ଆଇ ସି ବନ୍ଧାନା ପାତ୍ର ନିଜର ସହକର୍ମୀଙ୍କୁ ନେଇ ଅତର୍କିତ ଭାବରେ…

ଗୋପାଳପୁର ବନ୍ଦରରେ ମାଲ ପାରିବହନକୁ ନେଇ ଦିଆଯାଇଥିବା ଆନ୍ଦୋଳନ ଡାକରାକୁ ସ୍ଥଗିତ ରଖିଲା ଫେଡେରେସନ

ଛତ୍ରପୁର : ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ଓ ସଠିକ ଦର ପ୍ରଦାନ କରିବା ଦାବି ନେଇ ଗଞ୍ଜାମ ମାଲ ବୋଝେଇ ଟ୍ରକ ମାଲିକ ଫେଡେରେସନ ପକ୍ଷରୁ ଏକ ଦାବିପତ୍ର ଗତ ୭ ଦିନ ତଳେ ଗଞ୍ଜାମ ଜିଲ୍ଲାପାଳ ଓ ବନ୍ଦର କର୍ତ୍ତୃପକ୍ଷ ଙ୍କୁ ପ୍ରଦାନ…

ମାଲକାନଗିରି ଡିଗ୍ରୀ କଲେଜର ଗ୍ରନ୍ଥାଗାର କୋଠା ଉନ୍ମୋଚନ କଲେ ବିଧାୟକ

ମାଲକାନଗିରି : ଆଜି ମାଲକାନଗିରି ଡିଗ୍ରୀ କଲେଜ ପରିସରରେ ବିଧାୟକ ଶ୍ରୀ ନରସିଙ୍ଗ ମାଡକାମୀଙ୍କ ଦ୍ଵାରା ନବ ନିର୍ମିତ ଗ୍ରନ୍ଥାଗାର ଉନ୍ମଚୋନ ହୋଇଯାଇଛି । ଆଜିର ସୋସିଆଲ ମିଡିଆ ଓ ଡିଜିଟାଲ ଯୁଗରେ ଧୀରେ ଧୀରେ ପାଠକ ଙ୍କ ସଖ୍ୟା ହ୍ରାସ ପାଇବା ସହ ପାଠକ ଇତିହାସ ହୋଇଯାଇଛନ୍ତି । ଦୀର୍ଘବର୍ଷ…

ବଡ ବଡୁଆଙ୍କୁ ଡ଼ାକିବାକୁ ମିଳୁନି କାଉଁରିଆ କାଠି : କାଉଁରିଆ କାଠ ଅମୁଲମୂଲ

ହିଞ୍ଜିଳିକାଟୁ : ଆଉ ମାତ୍ର ୪ ଦିନ ପରେ ଦିନ ପରେ ଆସୁଛି ଆଲୋକର ପର୍ବ ଦୀପାବଳି । ଗୁରୁବାର ସବୁଠି ପାଳନ ହେବ ଆଲୋକର ପର୍ବ ଦିପାବଳି । ଏହି ଦିନ ଓଡ଼ିଆଙ୍କ ଚିରାଚରିତ ପର୍ବ ଭାବେ ଗାଁ ଗଣ୍ଡାରୁ ପିଠା ପଣା କରି ବଡ଼ ବଡୁଆଙ୍କୁ ଘର ଆଗରେ ଡ଼ାକିଥାନ୍ତି ପରିବାର ଲୋକେ । ଏକ ସଙ୍ଗରେ କାଉଁରିଆ…

ଘରେ ଘରେ ପାଣି ବୋତଲ କାରଖାନା : ପାଣିର ଶୁଦ୍ଧତା ନେଇ ପ୍ରଶ୍ନବାଚି !

ହିଞ୍ଜିଳିକାଟୁ : ମାତ୍ର ୧୦ ଟଙ୍କାରେ ବଜାରରେ ମିଳୁଛି ପାଣି ବୋତଲ । ତାହା ମଧ୍ୟ ଅନାମଧେୟ ନାମରେ । ଯିଏ ଯେଉଁ ନାମ ଦେଲା ସେହି ନାମରେ ମାର୍କେଟିଂ କରି ବଜାରରେ ପାଣି ବୋତଲ ବିକ୍ରି ହେଉଛି । ସଂପୃକ୍ତ ପାଣି ବୋତଲ ଗୁଡିକରେ ମିନେରାଲ ଠାରୁ ଆରମ୍ଭ କରି ଭିଟାମିନ୍ ଯୁକ୍ତ ଓ ବିଆଇଏସ ମାର୍କା…

ପିପଲପଦର ଗ୍ରାମରୁ ଚୋରା ଚାଲାଣ ପାଇଁ ଗଛିତ ଗଞ୍ଜେଇକୁ ଜବତ କଲା ଅବକାରୀ ବିଭାଗ

ମାଲକାନଗିରି ୨୬/୧୦ : ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ବଳ , ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପିପଲପଦର ଗ୍ରାମର ପଶ୍ଚିମ ପାର୍ଶ୍ୱ ଘଞ୍ଚ ପାହାଡ ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରି ୧୬୦ କିଲୋଗ୍ରାମ…

ରାୟଗଡ଼ା ଆଦିବାସୀ ସମାଜ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ…

ରାୟଗଡା : ତା : ୨୬/୧୦/୨୪ ରାୟଗଡା ଜ଼ିଲ୍ଲା ଏକ ଆଦିବାସୀ ଅଧୁଷିତ ଜ଼ିଲ୍ଲା | ଏଠାରେ ଜ଼ିଲ୍ଲାର ଜନସଂଖ୍ୟାର ୭୫ ଶତକଡା ଜନତା ହଉଛନ୍ତି ଆଦିବାସୀ | ଜ଼ିଲ୍ଲାରେ ଆଦିବାସୀଙ୍କ ଉନ୍ନତି ଯଦି ନହେବ ତାହାଲେ ଜ଼ିଲ୍ଲା କେବେବି ଉନ୍ନତି ହେବନାହିଁ | ଯୋଉ ଜ଼ିଲ୍ଲାରେ ଚାରି ଭାଗରୁ ୩ ଭାଗ…