Browsing Category

ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ବାର୍ଷିକ ସମ୍ମିଳନୀ ପାଳିତ…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ଆନୁକୁଲ୍ୟରେ ସ୍ଥାନୀୟ ସୌରା ସାହି କଲ୍ୟାଣ ମଣ୍ଡପ ଠାରେ ସଂଘର ବାର୍ଷିକ ସମ୍ମିଳନୀ ତଥା ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଂଘର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ

ବିଦ୍ୟାଳୟରେ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ହିନ୍ଦୀ ଦିବସ ଏବଂ ସ୍ବାଗତ ସମାରୋହ…

(ଭାଷାସୂତ୍ରରେ ଭାରତର ପ୍ରାଦେଶିକ ସଂପର୍କ ଏବଂ ଅଖଣ୍ଡତାକୁ ହିନ୍ଦୀର ଭୂମିକା ଅବର୍ଣ୍ଣନୀୟ - ଅଧ୍ୟକ୍ଷ) ଆସିକା ତା ୧୪/୯ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ତଥା ହିନ୍ଦୀ ବିଭାଗର ସଂଯୋଜନାରେ ହିନ୍ଦୀ ଦିବସ ଏକ ବର୍ଣ୍ଣାଢ୍ୟ

ବୀରମିତ୍ରପୁର ଟାଉନ ହୋଲରେ ବିଜେପି ପକ୍ଷରୁ ସାଂସଦ ସଦସ୍ୟତା ବୈଠକ ଅନୁଷ୍ଠିତ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ମୁନସୀପାଲଟି ଟାଉନ ହୋଲ ରେ ବିଜେପି ପକ୍ଷରୁ ସଦସ୍ୟତା ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକରେ ସୁନ୍ଦରଗଡ଼ ଜିଲ୍ଲା ସାଂସଦ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ! ବିଜେପିର

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୪ ଅନୁଷ୍ଠିତ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍‌ଙ୍କ ଅଦାଲତରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ -୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛିଯେ, ପ୍ରାକ୍ ମକଦ୍ଦମା ମାମଲା ଗୁଡ଼ିକ ମଧ୍ୟରୁ ୧୩ଗୋଟି ଅର୍ଥ ଅସୁଲି ମାମଲାର ବିଚାର

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ…

ଚିକିଟୀ-- ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗୁରୁବାର ଦିନ ଅଧ୍ୟକ୍ଷା ଦୀପା କୁମାରୀ ସାହୁଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଆଗାମୀ ସତର ତାରିଖ ଠାରୁ ସମଗ୍ର ଚିକିଟୀରେ ସମୂହ ସଫାଇ, ପୁଷ୍କରିଣୀ, ନାଳ ନର୍ଦମା, ସମୂହ ଅଞ୍ଚଳ,ଜନଗହଳି, ନଦୀ, ସାମୁହିକ ଜାଗା ଆଦି

ବାଇକ ଓ ସାଇକଲ ମୁହାଁମୁହିଁ ଧକ୍କା, ତିନି ଜଣ ଆହତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ଇଣ୍ଡିଆନ ଗେଷ ଅଫିସ ସମ୍ମୁଖରେ ଗୋଟିଏ ବାଇକ ଓ ସାଇକଲ ମୁହାଁମୁହିଁ ଧକ୍କା ହେଇଥିବାରୁ ତିନି ଜଣ ରାସ୍ତା ଉପରେ ଛିଟିକି ପଡ଼ି ଆହତ ହୋଇଛନ୍ତି | ବାଇକ ଚାଳକ ଭବାନୀ ବାରିକ ୨୫ ବର୍ଷ ଓ ଅଜୟ କୁମାର ସାହୁ ( ପୁକ୍ଲୁ ) ୨୪ ବର୍ଷ

ନୁଆଁ ମୈଶାନପୁର ଓ ରାମଚନ୍ଦ୍ର ପୁରରେ ପୋଷଣ ମାସ ପାଳିତ

ଚିକିଟୀ : ଏହି ବ୍ଲକ କଳବlଡ ଗ୍ରାମପଞ୍ଚାୟତର ନୁଆଁ ମୈଶାନପୁର ଓ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯାଳୟରେ ପୋଷଣ ମାସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସିଡ଼ିପିଓ ଶ୍ରୀମତୀ ଗୀତାଞ୍ଜଳି ପାଣିଗ୍ରାହୀ ଓ ସମ୍ମାନୀୟ ଅତିଥିଭାବେ ସୁପରଭାଇଜର ଶ୍ଵେତାରାଣୀ ବେହେରା ଓ ପୋଷଣ

ଗଜାନନଙ୍କୁ ବିଦାୟ : ଭସାଣି ଉତ୍ସବରେ ଦୁଲୁକିଲା ହିଞ୍ଜିଳିକାଟୁ

ଟ୍ରାଫିକ ସମସ୍ୟା ଉତ୍କଟ, ଫସିଲା ଆମ୍ବୁଲାନ୍ସହିିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହର ଐତିହ ସମ୍ପନ୍ନ ସହରରେ ଗଣେଷ ପୂଜା ମେଳଣ ଓ ଭସାଣି ଉତ୍ସବ ଶୁକ୍ରବାର ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ତତ୍ତ୍ୱାବଧାନରେ ସହରରେ ପୁଜାପାଉଥିବା ୩୫ ରୁ

ଶିକ୍ଷାଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ କିଛି ବର୍ଷ ହେବ ଜଣେ ବ୍ୟକ୍ତି ଶିକ୍ଷା ଦେବା ନା ରେ ଆସି ରହିବା ପରେ ଅନୁସୂଚିତ ଆଦୀମ ଜନଜାତି, ଜନଜାତି ଓ ଜାତି ବର୍ଗର ଲୋକଙ୍କୁ ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ ହୋଇଛି। ଏହି