Browsing Category

ଆଞ୍ଚଳିକ

ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ଗଞ୍ଜାମ ଜିଲ୍ଲା ଶାଖାପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ୬ ଦଫା ସମ୍ବଳିତ ଦାବିପତ୍ର…

ଛତ୍ରପୁର, : ଭାରତୀୟ ମଜଦୁର ସଙ୍ଘ ଅନୁବନ୍ଧିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ଗୁରୁବାର ଏକ ଲିଖିତ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି l ଆଶା କର୍ମୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ…

ଓଡିଶା ଆଉଟସୋରସିଂ ନର୍ସିଂ କର୍ମଚାରୀ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କ ଛଟେଇ ନିର୍ଦେଶ ପୁନଃ ବିଚାର କରି ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା ଲାଗି ଗୁରୁବାର ପୁଣି ଜିଲ୍ଲାପାଳଙ୍କୁ ଭେଟିଲେ ଓଡିଶା ଆଉଟଶୋରସିଂ ନର୍ସିଂ କର୍ମଚାରୀ ୟୁନିଅନ ଗଞ୍ଜାମ ଜିଲ୍ଲା…

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ…

ବ୍ରହ୍ମପୁର - ବରିଷ୍ଠ ସାମ୍ବାଦିକ, ବିବିଧ ସମ୍ବାଦର ସମ୍ପାଦକ ତଥା ଆଇନଜୀବି ଗୌରାଙ୍ଗ ଚୌଧୁରୀଙ୍କ ମାତା ଶ୍ରୀମତୀ ଜମ୍ଭୁବତୀ ଚୌଧୁରୀଙ୍କ ଆଜି ପରଲୋକ ଘଟିଛି। ବୁଧବାର ବ୍ରହ୍ମପୁର ପୁରୁଣା ବ୍ରହ୍ମପୁର ମେଂଟୁଛକ ସ୍ଥିତ ନିଜସ୍ୱ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ସେ ଶେଷ…

ଜିଲ୍ଲା ଭିତ୍ତିକ ଦାବି ନେଇ ମୁହଁରେ କଳା କନା ବାନ୍ଧି ଧାରଣା ଦେଲେ, ଜିଲ୍ଲା ଭିତ୍ତିକ ନିଯୁକ୍ତି କ୍ରିୟାନୁଷ୍ଠାନ…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଲାଣି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ଜିଲ୍ଲାର ୪୫ ଗୋଟି ସଂଗଠନ କୁ ନେଇ ଗଠିତ ଜିଲ୍ଲା ଭିତ୍ତିକ ନିଯୁକ୍ତି କ୍ରିୟା ନୁଷ୍ଠାନ କମିଟି ପକ୍ଷରୁ ଆଜି ସ୍ଥାନୀୟ ଗାନ୍ଧିଛକ ରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ…

ରାଜା ଚୈତନ୍ୟ ଦେବ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର : ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ବିଧାୟକ ନବରଙ୍ଗପୁର ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ…

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ଉମରକୋଟ / ରାଇଘର : ଏହି ପୃଥିବି ପୃଷ୍ଠରେ ଗୁରୁହି ଏକ ମାତ୍ର ସଠିକ ପଥ ପ୍ରଦର୍ଶକ ହୋଇ ପଥ ଦେଖାନ୍ତି। ଗୁରୁ ସନ୍ତୁଷ୍ଟ ହୋଇ ଯାହାକୁ କୃପା କରନ୍ତି ସେ ଅନାୟାସେ ଭଵସିନ୍ଧୁ ପାର ହୋଇ ଯାଏ। ଏହି ପରି ଜଣେ ଗୁରୁ କୁମଲି ପଞ୍ଚାୟତ ଅନ୍ତର୍ଗତ ଜାମଦୋରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର…

ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଗ୍ରାମସଭା ବୈଠକ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ପଞ୍ଚାୟତରେ ଗାନ୍ଧୀ ଜ୍ୟନ୍ତି ପାଳନ ହୋଇଯାଇଛି ! ଏହି ଶୁଭ ମହୁରତରେ ଆଜି ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁଲୁ ପରିଚାଳନା କରିଥିବା ବେଳେ ଇଓ…

ମହାତ୍ମା ଗାନ୍ଧୀ ଓ ଲାଲବାହଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳନ ହୋଇଯାଇଛି | ଏହି ଶୁଭ ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ ରାଷ୍ଟ୍ର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମ ଦିନ ଏବଂ ପୂର୍ବତନ ମହା…

ଚିକିତ୍ସା ଅବହେଳାରୁ ଜଣେ ମୃତ

ଛତ୍ରପୁର : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳା ପାଇଁ ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ୍ୟୁ ବ୍ୟକ୍ତି ଜଣକ ହେଲେ ଚମାଖଣ୍ଡି ଥାନା ଅଧିନ ଘଡଘଡାପଲ୍ଲୀ ଗ୍ରାମର ଡି.ଜଗାରାଓ ପାତ୍ର। ଆଜି ସକାଳେ ଛାତିରେ ଯନ୍ତ୍ରଣା…

ଦୁଇ ମନ୍ତ୍ରୀଙ୍କ ଦ୍ୱାରା ଏନଏସି ପକ୍ଷରୁ ନିର୍ମାଣ କରାଯାଇଥିବା ୩ଟି ପ୍ରକଳ୍ପର ଶୁଭ ଉଦଘାଟନ

ଛତ୍ରପୁର : ଛତ୍ରପୁର ଏନଏସିର ୱାର୍ଡ ନଂ ୧୪ ସ୍ଥିତ ନ୍ୟୁ ପୋଲିସ ଲାଇନରେ ୧.୮ ଏକର ଜାଗାରେ ୩ କୋଟି ରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧିନ ୱାଣ୍ଡେର ସ୍ମାର୍ଟ ପାର୍କକୁ ଆଜି ଗୃହ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ବାଣିଜ୍ୟ, ସଡକ ପରିବହନ ଓ…