Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ
ନବରଙ୍ଗପୁର : ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷରେ ନବରଙ୍ଗପୁର ପଂଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇ ଯାଇଛି,ଏହି ବୈଠକରେ ସରକାର ଙ୍କ ଦ୍ଵାରା ପରିଚାଳିତ ହେଉଥିବା ବିଭିନ୍ନ ଯୋଜନା ବିଷୟ ରେ ଆଲୋଚନା ହେବା ସହ ପଞ୍ଚାୟତ ସମିତି ର ଉନ୍ନତି ନିମନ୍ତେ ଆଲୋଚନା କରା ଯାଇଥିଲା।ଆହୂତ ବୈଠକରେ!-->…
ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ୧୦ ଦଫା ଦାବିକୁ ନେଇ କାର୍ଯ୍ୟବନ୍ଦର ଡାକରା ଦେଇ ଧାରଣା ଦେଲେ ସମସ୍ତ ନର୍ସିଂ କର୍ମଚାରୀ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟବନ୍ଦ କରି ଧାରଣା ଦେଉଛନ୍ତି ସମସ୍ତ ନର୍ସିଂ କର୍ମଚାରୀ, ନର୍ସିଂ କର୍ମଚାରୀ ଙ୍କ ଡ୍ରେସ କୋଡ଼ ପରିବର୍ତ୍ତନ, କେବିକେ ଭତ୍ତା ପ୍ରଦାନ, ନିୟମିତ ହୋଇ ନଥିବା ନର୍ସିଂ କର୍ମଚାରୀ ଙ୍କୁ ତୁରନ୍ତ ନିୟମିତ କରିବା ଭଳି 10 ଦଫା ଦାବି!-->…
ବାଲିପଦର ଗ୍ରାମରେ ଦୂର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ବୁଗୁଡ଼ା : ବୁଗୁଡ଼ା ବ୍ଲକ ବାଲିପଦର ଗ୍ରାମସ୍ଥ ପୂଜା କମିଟି ପକ୍ଷରୁ ଆଗାମୀ ଅକ୍ଟୋବର ମାସରେ ମା’ ଦୂର୍ଗାଦେବୀଙ୍କ ଷଷ୍ଠୀ ପୂଜା ଉପଲକ୍ଷେ ଆଜି ବାଲିପଦର ବସଷ୍ଟାଣ୍ଡଠାରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ପୂଜା କମିଟି ସମେତ!-->…
ଓକିଲଙ୍କୁ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି
ବୁଗୁଡ଼ା : ଓକିଲ ଆଶିଷ ରାଉତଙ୍କୁ ଅଜଣା ଦୁର୍ବୁତ୍ତଙ୍କ ଆକ୍ରମଣ ଘଟଣାକୁ ବୁଗୁଡ଼ା ଓକିଲ ସଙ୍ଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ଓକିଲ ସଙ୍ଘ ପକ୍ଷରୁ ଏକ ଦାବିପତ୍ର ସ୍ଥାନୀୟ ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତିଙ୍କୁ ପ୍ରଦାନ!-->…
ଚତୁର୍ଥ ସ୍ତମ୍ଭ ବିନା ସାମ୍ବିଧାନିକ ବ୍ୟବସ୍ଥା ଚାଲିପାରିବ ନାହିଁ : ବିଧାୟକ ଦୁର୍ଗା ଚରଣ ତନ୍ତୀ
ରାଉରକେଲା: କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ ପାଳିର ୧୦୦ ଦିନ ପୂର୍ତ୍ତି ସହିତ ଓଡିଶାରେ ମୋହନ ଚରଣ ମାଝିଙ୍କ ଭାରତୀୟ ଜନତା ପାର୍ଟି ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ଆଜି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ପକ୍ଷରୁ ସେକ୍ଟର-୨ ସାହାନାଇ ମଣ୍ଡପ ଠାରେ ଏକ!-->…
ଜଳ ଏବଂ ଭେକ୍ଟର ବାହିତ ରୋଗର ନିରାକରଣ ନିମନ୍ତେ ସଚେତନତା ଶିବିର
ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ କଟ୍ରିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ସଭାଗୃହ ପ୍ରକୋଷ୍ଠରେ ଜଳ ଏବଂ ଭେକ୍ଟର ବାହିତ ରୋଗର ନିରାକରଣ ନିମନ୍ତେ ଜିଲ୍ଲା!-->!-->!-->…
ପ୍ରାକୃତିକ କୃଷିକୁ ସୁଦୃଢ କରିବା ପାଇଁ କନ୍ଧମାଳ ଚାପ୍ଟର ଉଦ୍ଘାଟିତ
ଫୁଲବାଣୀ : ପ୍ରାକୃତିକ କୃଷିକୁ କନ୍ଧମାଳ ଜିଲ୍ଲା ସ୍ତରରେ ଆଗେଇନବା ପାଇଁ ପ୍ରାକୃତିକ କୃଷି ଜାତୀୟ ସଂଘର ମୁଖ୍ୟ ପ୍ରମେଲ ଗୁପ୍ତାଙ୍କ ଦ୍ୱାରା ରାଇକିଆ ଠାରେ କନ୍ଧମାଳ ଚାପ୍ଟର ସୁଭ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ କୃଷିକୁ ଗ୍ରାମ ସ୍ଥରରେ ଆଗେଇ ନେଉଥିବା ଅନୁଷ୍ଠାନ ଓ!-->…
ସାମ୍ବାଦିକଙ୍କ ପିତୃ ବିୟୋଗ
ଚିକିଟୀ : ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ରାଜପୁର ଗ୍ରାମର କାର୍ଯ୍ୟରତ ସାମ୍ବାଦିକ ହରିଶ୍ଚନ୍ଦ୍ର ସେଠୀଙ୍କ ବାପା ହାଡ଼ି ସେଠୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିବା ବେଳେ ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଧର୍ମପରାୟଣ ବ୍ୟକ୍ତିତ୍ୱ ଥିଲେ । ପାତ୍ରପୁର ବ୍ଲକ!-->…
ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବ୍ଲକ ପରିସର ସଫା
ଚିକିଟୀ : ଏହି ବ୍ଲକ ପରିସର ମଧ୍ୟରେ ଆଜି ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସ୍ଥାନୀୟ ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ ଙ୍କ ତତ୍ୱାବଧାନରେ ବ୍ଲକ ପରିସର ମଧ୍ୟରେ ଥିବା ପ୍ଲାଷ୍ଟିକ,ପଲିଥିନ, ଶୁଖିଲା ପତ୍ର, ବ୍ୟବହାର ହୋଇସାରିଥିବା ପାଣି ବୋତଲ ଗୁଡିକୁ ବାହାର କରି ନଷ୍ଟ!-->…
ସ୍ୱଚ୍ଛତା ହିଁ ସେବା ସଚେତନତା ରାଲିରେ ଯୋଗ ଦେଲେ ବିଦ୍ୟାଳୟର ଛାତ୍ର ଛାତ୍ରୀ
ଚିକିଟୀ : ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ ୧୭ ତାରିଖରୁ ଚାଲିଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଉଥିବା ଦେଖିବାକୁ ମିଳିଛି । ଆଜି ଅଞ୍ଚଳ ପରିଷଦ ମଧ୍ୟରେ ଥିବା ଚିକିଟୀ ଗଡ ଓ ପେଣ୍ଠର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର!-->…