Browsing Category

ଆଞ୍ଚଳିକ

ବେଆଇନ ବାଲି ଚାଲାଣ, ବେଆଇନ ଚୋରା ମଦ ବିକ୍ରୀ, ମଦଦୋକାନ ଓ ପଥରବ୍ଲାଷ୍ଟିଂ ବନ୍ଦ କରିବାକୁ କଂଗ୍ରେସ ପ୍ରାର୍ଥୀଙ୍କ…

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଦେଇ ପ୍ରବାହିତ ଘୋଡାହାଡ ଓ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବଢିଚାଲଛି। ଏହାକୁ ପ୍ରଶାସନ ରୋକି ପାରୁ ନ ଥିବାରୁ ସରକାର ବହୁ ରାଜସ୍ବ ହରାଉଛନ୍ତି | ବେଆଇନ ବାଲି ଚାଲାଣ ଯୋଗୁଁ ନଦୀପଠା କ୍ଷୟ

କାର ଧକ୍କାରେ ବୃଦ୍ଧ ଆହତ

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ ରବିବାର ଦିନ ୨ ଘଣ୍ଟା ସମୟରେ ଏକ କାର ଧକ୍କାରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି l ଆହତ ବୃଦ୍ଧ ଜଣକ ହେଲେ କଣମଣା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁ l ଗୋପାଳପୁର ରୁ

ଫୁଲବାଣୀ ସହରର ଗର୍ବ ଗୌରବ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର

ଫୁଲବାଣୀ : ଲଗାତାର ଭାବରେ ବର୍ଷ ବର୍ଷ ଧରି ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମାଟ୍ରିକ ପରୀକ୍ଷାରେ ନିଜର ଗର୍ବ ଓ ଗୌରବକୁ ବଜାୟ ରଖିବାତଥା ଶତ ପ୍ରତିଶତ ସଫଳତା ହାସଲ କରି ଆସିଛି l ଚଳିତ ବର୍ଷ ମଧ୍ୟ ଶତ ପ୍ରତିଶତ ଫଳାଫଳ ସହିତ ଏ-୧ ସାତଟି ହାସଲ କରି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର

ଫୁଲବାଣୀ ଲେଖକ ସାମ୍ମୁଖ୍ୟର ମାସାନ୍ତ ସୃଜନ ସାହିତ୍ୟ ଆସର ଆୟୋଜିତ

ଫୁଲବାଣୀ : ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟର ରବିବାସରୀୟ ସାହିତ୍ୟ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ସାହିତ୍ୟ ସମାଜର ସ୍ୱର, ଯୁବ ପିଡି ସାହିତ୍ୟ ର ସାଧନା

ସଫଳତାର ସହ ମୁକ୍ତିଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର ରିଲୋ ରିଲୋ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ସୁନାମଧନ୍ୟ ରତ୍ନମଞ୍ଜରୀ ଆର୍ଟ ନିବେଦିତ ସମାଜର ଏକ ସତ୍ୟ ଘଟଣା ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ‘ରିଲୋ ରିଲୋ’ ରାଇଘର ତପନ କଲ୍ୟାଣ ମଣ୍ଡପ ଠାରେ ୨୫/୦୫/୨୦୨୪ ରିଖ ମୁକ୍ତିଲାଭ କରିଛି। ମୁକ୍ତିଲାଭ ସମାରୋହରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ

କୋମଳଗାନ୍ଧାର ଭଜନ ସନ୍ଧ୍ୟାରେ ଦର୍ଶକଙ୍କ ଭିଡ : ଖୋଲିଲା ମୀନା ବଜାର

ଫୁଲବାଣୀ : ଦ୍ୱିବାର୍ଷିକ ମା ନାରାୟଣୀ ଠାକୁରାଣୀ ଯାତ୍ରା ଅବସରରେ ଦିନକୁ ଦିନ ଯାତ୍ରା ପଡ଼ିଆରେ ଭକ୍ତଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିବା ବେଳେ ଆଜି ଯାତ୍ରା ଅବସରରେ ମିନା ବଜାର ଓ ବିଭିନ୍ନ ପ୍ରକାର ଦୋଳୀ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଆଦର୍ଶ ଟାଉନ ଥାନା ଅଧିକାରୀ କନକ ମାଝୀ ଓ

ମାଟ୍ରିକ ପରୀକ୍ଷା ଫଳ : ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶତ ପ୍ରତିଶତ ସଫଳତା

ବାଲିଗୁଡା : ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ଵାରା ପରିଚାଳିତ ଦଶମ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି। ଚଳିତ ବର୍ଷର ପାସ୍ ହାର ୯୬.୦୭ ପ୍ରତିଶତ ରହିଥିବା ବେଳେ ସମଗ୍ର କନ୍ଧମାଳ ଜିଲ୍ଲାରେ ୯୬.୬% ରହିଛି । ଏଥିରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଥିବା

ହିଞ୍ଜିଳି ପ୍ରଶାସନ ନିଷ୍କ୍ରିୟ, ଚୋରାମଦ ବିକ୍ରିକୁ ବିରୋଧ କରି ଜିଲ୍ଲା ପ୍ରଶାସନକୁ ଦାବିପତ୍ର

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଓ ପୌରପରିଷଦ ଅଞ୍ଚଳରେ ବେଆଇନ ମଦର ଅବାଧ ବିକ୍ରି ତଥା ଚୋର ମଦ କାରବାର ଶୀର୍ଷରେ ପହଞ୍ଚିଥିବାବେଳେ ଏହାର କରୁଣ ପ୍ରଭାବ ଗାଁ ଗାଁ ରେ ଦେଖିବାକୁ ମିଳୁଛି । ବେଆଇନ ମଦ ବିକ୍ରି ରୋକିବାରେ ଅବକାରୀ ଓ ପୋଲିସ ଏକ ରକମର ଫେଲ ମାରିଥିବା ଚର୍ଚ୍ଚା

ସରକାରୀ ଅବସରପ୍ରାପ୍ତ ସୈନିକମାନଙ୍କ ଜମିକୁ ହଡପ କରି ଲକ୍ଷାଧିକ ଟଙ୍କାରେ ବିକ୍ରି !

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ତହସିଲ ସମେତ ଏହାର ପାରିପାଶ୍ୱର୍ରେ ଥିବା ଖଜୁରିପଡା ଏବଂ ଫିରିଙ୍ଗିଆ ତହସିଲ ଅଂଚଳରେ ଜମି ମାଫିଆ ମାନଙ୍କର ପ୍ରଦୁର୍ଭାବ ବଢିବାରେ ଲାଗିଛି । ଏହାର ପରିଣାମ ସ୍ୱରୁପ ବେସରକାରୀ ଭାବରେ ଜମିର ମୁଲ୍ୟ ଆକାସ ଛୁଆଁ ହେବା ସହିତ ନିରିହ ସରଳ

ଅର୍ଦ୍ଧନିର୍ମିତ ଭାବରେ ପଡି ରହିଛି ଅଙ୍ଗନବାଡ଼ି ଗୃହ : ପ୍ରଶାସନ ନିରବ ଦ୍ରଷ୍ଟା…

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡାଳି ଜାମ୍ବାହଲ ପଞ୍ଚାୟତ ର ବଡ଼ମାଳ ସେଣ୍ଟର ୧ ଗଢ଼ାଟଲି ୨ ଓ ଯୁନେନ ମିନି ଅଙ୍ଗନବାଡ଼ି ସେଣ୍ଟରର ନିର୍ମାଣ ହେଉଥିଲା କିନ୍ତୁ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ ନିର୍ମାଣ ହୋଇପାରିନାହିଁ !