Browsing Category

ଆଞ୍ଚଳିକ

ବଳଦକୁ ଧକ୍କା ଦେଲା ବାଇକ ଚାଲକ, ବଳଦ ସହିତ ଚାଲକ ମୃତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଧୀନରେ ଥିବା ଚୁଟିଆ ଟୋଲି ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଗତ କାଲିରାତ୍ରୀରେ ପ୍ରଚୁର ମାତ୍ରାରେ ଗାଈଗୋରୁ ଥିବାରୁ ରାସ୍ତା ଜାମ ହୋଇଥିଲା | ଜଣେ ଯୁବକ ଆରଏସ କଲୋନୀ ଏ ବ୍ଲକ, ଥାନା

ଇଂରାଜୀଭାଷା ଶିକ୍ଷା ତାଲିମ ଶିବିର ଅନୁଷ୍ଠିତ

ନବରଙ୍ଗପୁର : ସ୍ଥାନୀୟ ଦକ୍ଷତାବିକାଶ ତାଲିମ କେନ୍ଦ୍ର ଠାରେ ଇଂରାଜୀ ଭାଷା ଶିକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରରେ ଜିଲ୍ଲାପାଳ ଙ୍କ ସହ ବହୁ ଅଧିକାରୀ ପ୍ରାଥମିକ ଆଶ୍ରମ ବିଦ୍ୟାଳୟର ୫୦ ଜଣ ଶିକ୍ଷକଙ୍କୁ ନେଇ ଇଂରାଜୀ ଭାଷା ଶିକ୍ଷା ତାଲିମ ଶିବିର ଆରମ୍ଭ ହୋଇଯାଇଛି ।

ଯୌତୁକ ପାଇଁ ବୋହୁଙ୍କୁ ନିର୍ଯ୍ୟାତନା

ହିଞ୍ଜିଳିକାଟୁ, ୩୦ା୭ : ଅଧିକ ୧ ଲକ୍ଷ ଟଙ୍କା ଯୌତୁକ ଦାବି କରି ବୋହୁଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୬୪୮/୨୪ରେ ଏକ ମାମଲା ରୁଜୁ କରି ସ୍ୱାମୀଙ୍କୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ

ଯୁବତୀଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ : ସୋମବାର ରାତିରେ ହିଞ୍ଜିଳି ପୁଲିସ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । ମୃତକା ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ କଲେଜରୋଡ ଅଞ୍ଚଳର ଆଲିଶା ସାହୁ(୧୯) । ପ୍ରକାଶ ଯେ, ଯୁବତୀ ଜଣଙ୍କ ପ୍ରତିଦିନ ପରି ସୋମବାର ରାତ୍ରଭୋଜନ ସାରି ଶୋଇବା ପାଇଁ ରୁମକୁ

ଜିଲ୍ଲାସ୍ତରୀୟ ୭୮ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଛତ୍ରପୁର : ଛତ୍ରପୁର ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୮ ତମ ସ୍ବାଧୀନତା ଦିବସ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମହା ସମାରୋହର ସହିତ ପାଳନ କରାଯିବ । ଏହି ଜାତୀୟ ଉତ୍ସବଟିକୁ କିଭଳି ସରସ ସୁନ୍ଦର ଭାବେ ପାଳନ କରାଯିବ ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି

ଅଟୋକୁ ଧକ୍କା ଦେଲା ଟେଲର ଜଣେ ମହିଳା ଗୁରୁତର

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଦଲକି ଶଙ୍ଖ ନଦୀର ପୋଲ ଉପରେ ଗୋଟିଏ ଯାତ୍ରୀବାହୀ ଅଟୋକୁ ପଛୋପଟୁ ଧକ୍କା ଦେଇଥିଲା ଟେଲର | ଯାତ୍ରୀ ବାହି ଅଟୋରେ ରାଏବଗା ରୁ ଲକ୍ଷ୍ମିପୋଷ ଶିବ ମନ୍ଦିରକୁ ପୂଜା ଅର୍ଚ୍ଚନା କରି ନିଜ ଘର ପୋଗ୍ରାପୋଶକୁ ଫେରୁଥିବା ବେଳେ

ନୂଆଁ ଓଡିଶା, ଜିଲ୍ଲା ଦକ୍ଷତା କେନ୍ଦ୍ରରେ” ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ…

ଫୁଲବାଣୀ : ଗାୟତ୍ରୀ ଚାରିଟେବୁଲ୍ ଏଜୁକେଶନ୍ ଟ୍ରଷ୍ଟ, ଫୁଲବାଣୀ ଦ୍ୱାରା ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥ୍ ଭାବରେ ଶ୍ରୀମତୀ

ନବରଙ୍ଗପୁରଠାରେ ଅତ୍ୟାଧୁନିକ ଗୋଶାଳା ନିମନ୍ତେ ନିବେଦନ

ନବରଙ୍ଗପୁର : ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝି ଓ ବିଧାୟକ ଝରିଗାଁ ଶ୍ରୀ ନରସିଂହ ଭତ୍ରା, ମାନ୍ୟବର ମତ୍ସ୍ୟ ଓ ପଶୁ ସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ଭେଟି ନବରଙ୍ଗପୁର ଜିଲ୍ଲାରେ ଗାଈ ଚାଲାଣ ଦିନକୁ ଦିନ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇବା ବିଷୟ ରେ

ଲାଞ୍ଚ ଅଭିଯୋଗରେ ବରିଷ୍ଠ କିରାଣୀଙ୍କୁ ୩ବର୍ଷ ଜେଲ ୫ହଜାର ଜୋରିମାନା

ଫୁଲବାଣୀ : ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଦାରିଙ୍ଗବାଡି ବିଇଓ ଅଫିସର ପୂର୍ବତନ ବରିଷ୍ଠ କିରାଣୀ ଚିତ୍ତ ରଞ୍ଜନ ସିଂଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡଦେଶ ଶୁଣାଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜୋରିମାନା ଆଦେଶ

ନାବାଳିକା ଛାତ୍ରୀକୁ ଅସଦାଚରଣ ଅଭିଯୁକ୍ତ ପ୍ରଧାନ ଶିକ୍ଷକକୁ ୩ ବର୍ଷ ଜେଲ ୧୦ ହଜାର ଟଙ୍କା ଜରିମାନା

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ରାଜେଶ ଦାଶ, ଆଜି ଏକ ନାବାଳିକା ଛାତ୍ରୀ କୁ ଅସଦାଚରଣ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପଣ୍ଡାଙ୍କୁ ସାଖି ଓ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର