Browsing Category

ଆଞ୍ଚଳିକ

୪ ବର୍ଷ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୬୦ ହଜାର ଜୋରିମାନା

ଫୁଲବାଣୀ : ଫାଷ୍ଟ ଟ୍ରାକର ବିଚାରପତି ରାଜେଶ ଦାଶ ଏକ ୪ ଵର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାର କରି ପବନ @ ହେମନ୍ତ ମଲ୍ଲିକ କୁ ଦୋଷୀ ସାବ୍ୟସ୍ତ କରି ୨୫ବର୍ଷ ସଶ୍ରମ କାରାଦଣ୍ଡ ସହ ୬୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା

ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି, ୨୨।୭ : ଜାତୀୟ ପତାକା ଦିବସ ଅବସରରେ ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା । ମାଲକାନଗିରି ମହାବିଦ୍ୟାଳୟର ଏନସିସିର ଅଧିକାରୀ ଲେଫଟିନେଣ୍ଟ ସୁଶାନ୍ତ ମାଝିଙ୍କ ଉତ୍ତମ କାର୍ଯ୍ୟ କଳାପ ଯୋଗୁଁ ତାଙ୍କୁ ଏନସିସି ପକ୍ଷରୁ ଜୁନିୟର ୱାରେଣ୍ଟିୟର ଅଫିସର ଜ୍ଯୋତି ଶଙ୍କର ମିଶ୍ରଙ୍କ

ପାଞ୍ଚ ଲକ୍ଷ ଇନାମୀ ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ଦାନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ପାଞ୍ଚ ଲକ୍ଷ ଇନାମୀ ମାଓବାଦୀର ଆତ୍ମସମର୍ପଣ l ସୂଚନା ଅନୁଯାଇ ଛତିଶଗଡର ଦାନ୍ତେୱାଡା ଜିଲ୍ଲା ପୁଲିସ ଦ୍ୱାରା ଲୋନ ବାରଟୁ ଅଭିଯାନରେ ଭରସା କରି ପାଞ୍ଚ ଲକ୍ଷ ଇନାମୀ ମାଓବାଦି ଆତ୍ମସମର୍ପଣ

ଟ୍ରାନ୍ସଫର୍ମର ଉପରେ ଗଛପଡି ବିଦ୍ୟୁତ ବିଭ୍ରାଟ, ୬ ଘଣ୍ଟା ପରିଶ୍ରମ ପରେ ଫେରିଲା ବିଜୁଳି

ମାଲକାନଗିରି : ମାଲକାନଗିରି ବିଗତ ୩ଦିନ ଧରି ଲଗାଣ ବର୍ଷା ଯୋଗୁଁ ସଦର ମହକୁମା ର ବିଭିନ୍ନ ଜାଗାରେ ଭୁସ୍କଲନ, ବସ୍ତିରେ ବନ୍ୟାଜଳ ପଶିବା ଭଳି ଘଟଣା ଯୋଗୁଁ ନାନା ଅସୁବିଧା ଉପୁଜିବା ସହ ପରିସ୍ଥିତି ଶୋଚନୀୟ ହୋଇପଡିଥିବା ବେଳେ ଆଜି ଅନ୍ୟଏକ ଘଟଣା ଘଟି ମାଲକାନଗିରି ସଦର ମହକୁମା ପି ଡବ୍ଲୁ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର; ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ଼

ବ୍ରହ୍ମପୁର : ଶ୍ରାବଣର ଆଜି ପ୍ରଥମ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଅଭିଷେକ କରିଛନ୍ତି କାଉଡିଆ ମାନେ । ଶତାଧିକ ବୋଲବମ୍ ଭକ୍ତ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି। ବୋଲ୍ ବମ୍ ନାରାରେ କମ୍ପୁଛି ମନ୍ଦିର ପରିସର। ଅଧିକାଂଶ ପୀଠରେ ଗତକାଲିଠୁ ଅନେକ କାଉଡିଆ

ଶିକ୍ଷକ ପ୍ରଶିକ୍ଷକ କେନ୍ଦ୍ରର ଅଧ୍ୟକ୍ଷଙ୍କ କ୍ଳଷ୍ଟରସ୍ତରୀୟ ବୈଠକ ପରିଦର୍ଶନ

ଛତ୍ରପୁର : ସାରା ରାଜ୍ୟରେ ଚାଲିଥିବା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଏଫ୍ଏଲ୍ଏନର ସଫଳତା ପାଇଁ ନୀତି ନିର୍ଦ୍ଧାରଣ ଓ ରୂପରେଖ ଅନୁସାରେ ଗଞ୍ଜାମ ଜିଲ୍ଳା ଶିକ୍ଷକ ପ୍ରଶିକ୍ଷକ କେନ୍ଦ୍ର ( ଡ଼ାଇଟ ) ଖଲିକୋଟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପରିଡା ଛତ୍ରପୁର ବ୍ଳକର କଣମଣା ଓ କାଳିଆବାଲି

ଆସିକାର ଏକ ଘରୋଇ ନର୍ସିଙ୍ଗହୋମରେ ଅଗ୍ନିକାଣ୍ଡ

ପ୍ରଶାସନର ଦୃଷ୍ଟି ଆଡୁଆଳରେ ଚାଲିଥିଲା ନର୍ସିଙ୍ଗ ହୋମ… ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଣ ଅନୁକଣ ରେ ଖୁଲାମ ଖୁଲା ଅଣ ପଞ୍ଜିକୃତ ନର୍ସିଙ୍ଗ ହୋମ ଚାଲୁଛି। ଏହାର ନଗ୍ନ ନମୁନା ଆଜି ଆସିକା ବାଣୀବିହାରରେ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ହେଲା ମା ବାପା ନଥାଇ ଏକ ଘରୋଇ ନର୍ସିଙ୍ଗ ହୋମ

ଶାଳପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆର ଆଭାସୀ ମାସିକ ସାହିତ୍ୟ ଆସର

ଫୁଲବାଣୀ : ରବିବାର ସନ୍ଧ୍ୟା ୬ଘଣ୍ଟା ସମୟରେ ଶାଳାପର୍ଣ୍ଣୀ ସାହିତ୍ୟ ସଂସଦର ଏକାଦଶ ଆଭାସୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ଡ.ବିରଞ୍ଚି ନାରାୟଣ ସାହୁଙ୍କ ସଭାପତିତ୍ବରେ ଏକାଦଶ ଆସର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ ଡ.ଅଜୟ

ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା : ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ବାଲିଗୁଡ଼ା : ଆରମ୍ଭ ହୋଇଛି ମାସିକ ଶ୍ରାବଣୀ ଯାତ୍ରା। ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ବିଶ୍ବାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ । ସେଇ ବିଶ୍ବାସ ନେଇ ମାନସିକଧାରୀ ମହାଦେବଙ୍କ ନିକଟରେ ଜଳିଭିଷେକ କରନ୍ତି

ଓଡ଼ିଶା ତିଅର ମତ୍ସ୍ୟଜୀବୀ ମହା ସଂଘ ସାଧାରଣ ବୈଠକ !

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ ଠାରେ ଓଡ଼ିଶା ତିଅର ମତ୍ସ୍ୟଜୀବୀ ମହା ସଂଘ ଏକ ସାଧାରଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶାର ତିଅର ବୋର୍ଡ ମେମ୍ବର ସଦସ୍ୟ ମାନଙ୍କ ସହ ବିଭିନ୍ନ ଜିଲ୍ଲାର ସଭାପତି