Browsing Category

ଆଞ୍ଚଳିକ

ଟାମଣା ଘାଟିରେ ଓଲଟିଲା ଅଟୋ ୧୦ ଆହତ, ୪ ଗୁରୁତର

ଚିକିଟୀ : ଆଜି ସକାଳେ ଚିକିଟୀ ପେଣ୍ଠ ସ୍ଥିତ କରବାଲୁଆ ନୂଆସାହି ରୁ ଏକ ଅଟୋ ଯୋଗେ ଶାଗ ମାଛ ଭୋଜି ଖାଇବାକୁ ଛୋଟ ବଡ ହୋଇ ପ୍ରାୟ ୧୨ ଜଣ ଟାମଣା କୁ ଯାଉଥିଲେ।ସୂଚନା ମୁତାବକ ଅଟୋଟୀ ନିଜର ଭାରସାମ୍ୟ ହରାଇ ଘାଟି ରୋଡ ମାଧୁରୀ ନିକଟରେ ଓଲଟି ଯାଇଥିଲା। ଅଟୋରେ ବସିଥିବା ଯାତ୍ରୀଙ୍କୁ ସ୍ଥାନୀୟ

ସାହାରା ଜମାକାରୀ ମଞ୍ଚ ପକ୍ଷରୁ ଜମାକାରୀ କ୍ଷତିଗ୍ରସ୍ତଙ୍କ ଧନରାଶି ଫେରସ୍ତ ପାଇଁ ବୈଠକ

ବ୍ରହ୍ମପୁର : ସାହାରା ଜମାକାରୀ ମଞ୍ଚ ପକ୍ଷରୁ ଜମାକାରୀ କ୍ଷତିଗ୍ରସ୍ତଙ୍କ ଧନରାଶି ଫେରସ୍ତ ପାଇଁ ଆଜି ଏକ ବୈଠକ ଆଜିବିଜିପୁର ସଂତୋଷି ମାଆ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ବିଜୟ କୁମାର ପାଢୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ

ଅନ୍ଧାରରେ ବ୍ରହ୍ମପୁରର ରାମଳିଙ୍ଗମ ପାର୍କ ଏବଂ ବନ୍ଦ ରହିଛି ଲେଜର ସୋ ସହିତ ମ୍ୟୁଜିକାଲ ଫାଉଣ୍ଟେନ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଏବଂ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ସହରକୁ ସୌନ୍ଦର୍ଯ୍ୟ କରଣ କରିବା ସହିତ ସହରବାସୀ ଙ୍କ ଆମୋଦପ୍ରମୋଦ ପାଇଁ ବହୁ ପାର୍କ ଆଦି ନିର୍ମାଣ କରାଯାଇଛି।ବ୍ରହ୍ମପୁର ସହର ମଧ୍ୟରେ ରାମଳିଙ୍ଗମ ପାର୍କ ଅନ୍ୟତମ ରହିଛି।ଏହି ପାର୍କ କୁ ଜୁଲାଇ

ପୁଣି ମାତିଲେ ଦନ୍ତା ହାତୀ : ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କଲେ, ଲୋକେ ଆତଙ୍କିତ

ବାଲିଗୁଡା : ଦୀର୍ଘ ଦିନ ଧରି ହାତୀପଲ ଘୁମୁସର ଉଦୟଗିରି ବନାଞ୍ଚଳର କଳିଙ୍ଗା ସେକ୍ସସନରେ ଉପଦ୍ରବ କରିବା ସହ ବ୍ୟାପକ କ୍ଷୟକ୍ଷତି କରିବା ପରେ ୨୫ଟିକିଆ ହାତୀପଲରୁ ୨୩ଟି ଏହି ଅଞ୍ଚଳ ଛାଡି ଟିକାବାଲି ବନାଞ୍ଚଳ ଦେଇ ପଳେଇଥିବା ବେଳେ ଅନ୍ୟ ଦୁଇଟି ଏହି ଅଞ୍ଚଳରେ ରହି ଉପଦ୍ରବ ଚଳେଇଥିଲେ। ତିନି

ଜିଲ୍ଲାର ଶିକ୍ଷା ବିଭାଗରେ ୧୬୯ ଜଣ କନିଷ୍ଠ ସହାୟକଙ୍କୁ ନିଯୁକ୍ତି ପତ୍ର ଆବଣ୍ଟନ

ଛତ୍ରପୁର : ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଗଞ୍ଜାମ ଜିଲ୍ଲାର ନବନିଯୁକ୍ତ ୧୬୯ଜଣ କନିଷ୍ଠ ସହାୟକ ମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ଛତ୍ରପୁର ଜିଲ୍ଲା ପରିଷଦ ଋଷିକୂଲ୍ଯା ସମ୍ମିଳନୀ କକ୍ଷ ଠାରେ ବୁଧବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ

କଳାକାର ସମାଜ ଜାତୀୟ ଅସ୍ମିତାର ପରିଚାୟକ : ବରିଷ୍ଠ କଳାକାର ସଂଘ

ବ୍ରହ୍ମପୁର : ସ୍ଥାନୀୟ କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ'ର ପଞ୍ଚମ ବାର୍ଷିକୋତ୍ସବ ଅବସରରେ ଏକ ବର୍ଣାଢ୍ୟ କଳାକାର ଶୋଭାଯାତ୍ରା ସ୍ଥାନୀୟ ଟାଉନ୍ ହଲ୍ ପରିସରରୁ ବାହାରି ବିଜୁ ପଟ୍ଟନାୟକସଂସ୍କୃତି ଭବନ ଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ

ଫୁଲବାଣୀ କେନ୍ଦ୍ରୀୟ ବିଦ୍ୟାଳୟରେ ୭୫ତମ ବନମହୋତ୍ସବ…

ଫୁଲବାଣୀ - କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ପକ୍ଷରୁ ଫୁଲବାଣୀ ଜଙ୍ଗଲ ବିଭାଗ ରେଞ୍ଜ ଅନ୍ତର୍ଗତ ବୁଧବାର ସ୍ଥାନୀୟ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ୭୫ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଫୁଲବାଣୀ

ମାଁ ମାଉଳି ଯୁବକ ସଂଘ ତରଫରୁ ବୃକ୍ଷରୋପଣ : ପରିବେଶ ସଚେତନାର ଦେଲେ ବାର୍ତ୍ତା…

ଉମରକୋଟ//ଝରୀଗାଁ ( ୦୩/୦୭/୨୦୨୪) ବିଶ୍ୱ ବାତାବରଣ ଓ ଜଙ୍ଗଲ ନଷ୍ଟ କୁ ଆଖି ଆଗରେ ରଖି ମା ମାଉଳି ଯୁବକ ସଂଘ ଉଭୟ ପୁରୁଷ / ମହିଳା ମାନେ ମା ମାଉଳି ମନ୍ଦିର ପରିସର ଓ ଏହାର ଆଖ ପାଖ ଅଞ୍ଚଳ ରେ ବିଭିନ୍ନ ପ୍ରକାରର ନୂଆ ବୃକ୍ଷ ରୋପଣ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଯୁବକ ସଂଘ

ବଡଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତରୁ ପାଣି ଗଳୁଛି

ବାଲିଗୁଡା : ଘରେ ନ ପଶୁଣୁ ଚାଳ ବାଜିଲାଣି। ବାଲିଗୁଡ଼ା ଏନ୍ ଏ ସି ଅନ୍ତର୍ଗତ ବଡଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତରୁ ପାଣି ଗଳୁଛି। ବର୍ଷା ଆରମ୍ଭ ହେଉ ହେଉ ବିଦ୍ୟାଳୟ ଛାତ ଘରର ଏପରି ଅବସ୍ଥା। ବର୍ଷା ରୁତୁ ଶେଷ ବେଳକୁ ବୋଧ ହୁଏ ସମ୍ପୂର୍ଣ୍ଣ ଛାତ ଗଳି ପଡ଼ିବ ଏହିଭଳି ଅନୁମେୟ

ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ଥାନା ସାହିରେ ଜଣେ ମହିଳା ଘର ଭିତରେ ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକା ଜଣଙ୍କ ହେଲେ ଥାନା ସାହିର ସ୍ୱପ୍ନା ପାଢି (୪୨) । ମୃତା ମହିଳା ଜଣଙ୍କ ପରିବାର ସହ ଦିଲ୍ଲୀରେ ରହୁଥିବା