Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କନ୍ଧମାଳ ସର୍ଗିଫୁଲ ମହିଳା ସଂଘର ବାର୍ଷିକ ସାଧାରଣ ବୈଠକ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସର୍ଗିଫୁଲ ମହିଳା ସଂଘ ତରଫରୁ ଖଜୁରୀପଡ଼ା ଗୋଦାମ ଗୃହ ଠାରେ ଆଜି ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଖଜୁରୀପଡା ସରପଞ୍ଚ ଶ୍ରୀମତୀ ମନୋରଞନୀ ଜାନୀ,ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ, ଓଡ଼ିଶା ଜୀବିକା!-->…
ନକ୍ସଲ ଦମ୍ପତିଙ୍କ ସମେତ ୧୨ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବସ୍ତର ରେଞ୍ଜର ଇନ୍ସପେକ୍ଟର ଜେନେରାଲ୍ ତଥା ପୋଲିସ୍ ଦନ୍ତେୱାଡାର ଡେପୁଟି ଇନ୍ସପେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ଚାଲିଥିବା ମାଓବାଦୀ ବିଲୋପ ଅଭିଯାନରେ ଡିଆରଜି, ବସ୍ତର ଫାଇଟର୍, କୋବ୍ରା ୨୦୨, କାରିପୁ ୨୨୨ ଏବଂ ୮୫ ବାହିନୀର ମିଳିତ!-->…
ସମସ୍ୟା ଘେରରେ ଷୋଲଭାଗ ପେଣ୍ଠ ସରକାରୀ ବିଦ୍ୟାଳୟ
ପାତ୍ରପୁର : ପାତ୍ରପୁର ବ୍ଲକ୍ ସୁରଙ୍ଗି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଷୋଲଭାଗପେଣ୍ଠ ଗ୍ରାମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ରହିଛି l ଛାତ୍ର ଛାତ୍ରୀ ସଂଖ୍ୟା ୧୭୫ ଥିବା ବେଳେ ଶ୍ରେଣୀ ଗୃହ ସଂଖ୍ୟା ମାତ୍ର ୨ଟି। ଶିକ୍ଷକ, ଶିକ୍ଷୟତ୍ରୀ ସର୍ବ ମୋଟ!-->!-->!-->…
କାଶିପୁର ବ୍ଲକରେ ଥମିବାର ନାଁ ନେଉନାହିଁ ଜନନୀ ଯନ୍ତ୍ରଣା
ରାୟଗଡ଼ା : ସ୍ଵାଧୀନତା ପାଇ ୭୭ ବର୍ଷ ବିତିଗଲା କିନ୍ତୁ ଆଜି ମଧ୍ୟ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକ ରେ ଥମିବାର ନାଁ ନେଉନାହିଁ ଜନନୀ ଯନ୍ତ୍ରଣା ଏହି ପରିଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକର ଅଧିକାଂଶ ଗ୍ରାମରେ ପକ୍କା ସଡ଼କ ନଥିବାରୁ ଆମ୍ବୁଲାନ୍ସ ଗାଁ କୁ!-->…
ରାଜ୍ୟ ସମବାୟ ସ୍ବତନ୍ତ୍ର ସଚିବଙ୍କ ତିନି ଦିନିଆ କନ୍ଧମାଳ ଗସ୍ତ : ବିଭିନ୍ନ ସମବାୟ ସମିତି ପରିଦର୍ଶନ
ଫୁଲବାଣୀ (୨୯।୬) : ରାଜ୍ୟ ସମବାୟ ସ୍ବତନ୍ତ୍ର ସଚିବ ତଥା କନ୍ଧମାଳ ଜିଲ୍ଲା ସମବାୟ ନୋଡାଲ ଅଫିସର,ପ୍ରତାପ ଚନ୍ଦ୍ର ରାଉତରାୟ ତିନି ଦିନିଆ କନ୍ଧମାଳ ଗସ୍ତରେ ଆସି ଜିଲ୍ଲାର ଫୁଲବାଣୀ, ଟିକାବାଲି,ରାଇକିଆ ଆଦି ଅଞ୍ଚଳରେ ଥିବା ଲ୍ୟାମ୍ପସେସ ଏବଂ ଆର ଏମ୍ ସି ରାଇକିଆ ଓ ଟିକାବାଲି ଆଦି ସଂସ୍ଥା!-->…
ମା’ ଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଫୁଲବାଣୀ : ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଜୁନ୍ ୫ ତାରିଖରେ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ପରିବେଶର ସୁରକ୍ଷା ପାଇଁ ସରକାରୀ, ବେସରକାରୀ ତଥା ବ୍ୟକ୍ତିଗତ ଭାବେ ନିଜ ନିଜ ମା'ଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ ପାଇଁ ଏକ ବୃହତ୍ତ ଓ ଚମତ୍କାର ଚାରା ରୋପଣ ଅଭିଯାନ ଆରମ୍ଭ!-->…
ଜଗନ୍ନାଥ ବଜାରର ନୂତନ କର୍ମକର୍ତ୍ତା ଚୟନ…
ଫୁଲବାଣୀ : ଫୁଲବାଣୀ ଜଗନ୍ନାଥ ବଜାର କମିଟିର ନିର୍ବାଚନ ପ୍ରକ୍ରିୟା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବଜାର କମିଟିର ପରାମର୍ଶଦାତା କପିଳେଶ୍ଵର ସେନାପତିଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟର ହିସାବ ଦିଆଯାଇଥିଲା!-->!-->!-->…
ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏସ.ଓ.ଜି ଯବାନ…
ଫୁଲବାଣୀ : ଆଜିର କର୍ମଠ ଓ ବସ୍ତୁବାଦୀ ଦୁନିଆରେ ଜନ୍ମଦିନ ପାଳନ କେବଳ ଆତ୍ମୀୟସ୍ବଜନ ମାନଙ୍କ ମଧ୍ଯରେ ଭୋଜି ଭାତର ଆସର କରି ଜନ୍ମଦିନ ପାଳନ କରୁଥିବା ବେଳେ ଏସଓଜି ଯବାନ ଅନିଲ ପଧାନ ନିଆରା ଢଗଂରେ ଜନ୍ମ ଦିନ ପାଳନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏସଓଜି ଯବାନ ୩୨!-->!-->!-->…
ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଚ୍ଛେଦ ଓ କିଶୋର ଶ୍ରମିକମାନଙ୍କ ବିପଦ ସଙ୍କୁଳ କାର୍ଯ୍ୟରେ ନିରାକରଣ ସଚେତନତା ସଭା
ମାଲକାନଗିରି : ଆଜି ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷରେଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଚ୍ଛେଦ ଓ କିଶୋର ଶ୍ରମିକ ମାନଙ୍କ ବିପଦ ସଙ୍କୁଳ କାର୍ଯ୍ୟରେ ନିରାକରଣ ନିମନ୍ତେ ଏକ ସଚେତନତା ସଭା ଅନୁଷ୍ଠିତ!-->…