Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବ୍ଳକ ସଭାଗୃହରେ ପରାମର୍ଶ କର୍ମଶାଳା
ଦାରିଙ୍ଗବାଡ଼ି,୧୧/୩, ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଦିନିକିଆ ପରାମର୍ଶ କର୍ମଶାଳା ବ୍ଳକ ସଭାଗୃହରେ ଅନୁଷ୍ଠିତ ହୋଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ୟୁଥ ଫର ୱାଟର ସହଯୋଗରେ ରାଜ୍ୟର ୧୭୬ଟି ପର୍ଯ୍ୟଟନ!-->!-->!-->…
ଚିକିଟୀ ଏନଏସିରେ ମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ଓ ଉଦ୍ଘାଟନ
ଚିକିଟୀ : ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଙ୍କ ଦ୍ଵାରା ଆଜି ଦୁଇଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଅଛି। ପ୍ରଥମେ ଚିକିଟୀ ଗଡ଼ ସ୍ଥିତ ୨ ନମ୍ବର ୱାର୍ଡରେ ଥିବା ଵାଲାଜୀ ଠାକୁର ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ!-->…
ମହିଳା ମାନେ ଶିକ୍ଷିତ, ସୁରକ୍ଷିତ ଓ ସ୍ବାବଲମ୍ବୀ ହେଲେ, ପରିବାର ସହ ଦେଶ ଶକ୍ତିଶାଳୀ ଓ ସମୃଦ୍ଧି ହେବ
ମହାନ୍ ସଂଘ ମହିଳା ବିଭାଗର ୩୮ତମ ବାର୍ଷିକ ଉତ୍ସବ ରେ ବିଶିଷ୍ଟ ଅତିଥିଙ୍କ ମତ।ବ୍ରହ୍ମପୁର ୧୦/୩ : ରାଜ୍ୟର ଅନ୍ୟତମ ଅଗ୍ରଣୀ ସମାଜସେବା ସାଂସ୍କୃତିକ, କ୍ରୀଡା ଅନୁଷ୍ଠାନ ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଚତୁର୍ଥ ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ସହ ୩୮ତମ ବାର୍ଷିକ ଉତ୍ସବ ବ୍ରହ୍ମପୁର!-->…
କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ଦେବଗଡ,୧୦ା୩:ତିଲେଇବଣି ବ୍ଲକ ଛେପିଲିପାଲି ଗ୍ରାମ ପଂଚାୟତର କୁଶପଙ୍ଗା ଗ୍ରାମରେ ଆଜି ଜିଲା କଂଗ୍ରେସର ଏକ ପଂଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ସେଲ ଅଧ୍ୟକ୍ଷ ସିଦ୍ଧେଶ୍ୱର ଗୁରୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ମୂକ୍ୟ!-->…
ଜିଲ୍ଲାସ୍ତରୀୟ ଭୁୟାଁ ସଂଗଠନ-୨୦୨୪, ଦେବଗଡ଼ ପ୍ରଥମ ଅଧିବେଶନ ଅନୁଷ୍ଠିତ
ଦେବଗଡ୧୦|୩ସ୍ଥାନୀୟ ଟାଉନ୍ ହଲ୍ ଠାରେ ଜିଲ୍ଲାସ୍ତରୀୟ ଭୁୟାଁ ସଂଗଠନ-୨୦୨୪ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତିଳେଇବଣି, ରିଆମାଳ, ଓ ବ୍ଲକ ଏବଂ ଦେବଗଡ଼ ପୈ।ପରିଷଦରୁ ବହୁ ସଂଖ୍ୟାରେ ଭୁୟାଁ ସମାଜର ସ୍ତ୍ରୀ ଓ ପୁରୁଷ ଉପସ୍ଥିତ ରହି ଓ୍ବର୍ଡ ନଂ୨!-->…
କୁସୁମପାଳ ଭଲିବଲ ପ୍ରତିଯୋଗିତା ଉଦଘାଟିତ
ଦେବଗଡ,୧୦ା୩:ରିଆମାଳ ବ୍ଲକ ଚଢେଇମରା ଗ୍ରାମ ପଂଚାୟତ ଅନ୍ତର୍ଗତ କୁସୁମପାଳ ଗ୍ରାମରେ କୁସୁମପାଳ ଭଲିବଲ କ୍ଲବ ଆନୁକୂଲ୍ୟରେ ଦିବାରାତ୍ର କୁସୁମପାଳ ଭଲିବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । କୁସୁମପାଳ ଭଲିବଲ କ୍ଲବର ସଭାପତି ତୁଷାର କାନ୍ତ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ!-->…
ଭାଜପା ଜନସମ୍ପର୍କ ବୈଠକ ଅନୁଷ୍ଠିତ
ଦେବଗଡ,୧୦ା୩ : ତିଲେଇବଣି ବ୍ଲକ ଝରାଗୋଗୁଆ ଗ୍ରାମ ପଂଚାୟତର ରାତାଳ ଗ୍ରାମର ଆମ୍ବ ତୋଟାରେ ଝରାଗୋଗୁଆ, ଲଇମୁରା, ପାରପୋଶି, ଗଣ୍ଡମ, ଝାରମୁଣ୍ଡା ଓ ଡିମିରିକୁଦା ଆଦି ୬ଟି ଗ୍ରାମ ପଂଚାୟତର ବରିଷ୍ଠ ବିଜେପି ନେତା ମାନଙ୍କୁ ନେଇ ଆଜି ଏକ ଜନ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାଜପା ଯୁବ!-->…
ଜାମ୍ବୁନାଳି ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ : ଧୁମଧାମରେ ଶେଷ ହେଲା ଉଦଯାପନୀ କାର୍ଯ୍ୟକ୍ରମ
ଦେବଗଡ଼, ୧୦।୩ : ତିଲେଇବଣୀ ବ୍ଲକ ଜାମ୍ବୁନାଳି ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ଧୁମଧାମରେ ଉଦଯାପିତ ହୋଇଛି। ଦ୍ବିତୀୟ ଦିନରେ ସଭାପତି ପ୍ରମାଦ କୁମାର ଝାଙ୍କରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ!-->…
ରାଜନଗର ଗଣପର୍ବ ଦୋଳ ମେଲଣର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଆଜି ଚଳିତବର୍ଷର ବ୍ଲକ ସ୍ତରୀୟ ଦୋଳମେଲଣର ସୁଵର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଦୋଳକମିଟିର ସଭାପତି ଶ୍ରୀ ଅଜୟ କୁମାର ଜେନାଙ୍କ ସଭାପତିତ୍ବରେ ଥାନା ମହାଦେବ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ!-->…
ପିତାତଳି ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ ମନ୍ତ୍ରୀ
ଚିକିଟୀ : ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଶନିବାର ଦିନ ପିତାତଳି ପଞ୍ଚାୟତ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରଥମେ ଜଗନ୍ନାଥପୁର ଠାରେ ଏ ଏନ ଏମ ସେଣ୍ଟର ଓ କୋଠ ଘର ଉଦ୍ଘାଟନ କରି ପିତାତଳି ଠାରେ ପହଞ୍ଚିବା!-->…