Browsing Category

ଆଞ୍ଚଳିକ

ମେଗା ହଳଦୀ କ୍ଲଷ୍ଟର ଋଣମେଳା ଅନୁଷ୍ଠିତ

ଦାରିଙ୍ଗବାଡ଼ି, ୬/୩ : ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ ଶାଖା ଫୁଲବାଣୀ ତରଫେ, ଦାରିଙ୍ଗବାଡ଼ି ଶାଖା ପୌରହିତରେ ଆଇଟିଆଇ ପଡ଼ିଆରେ ଏକ ମେଗା ହଳଦୀ କ୍ଲଷ୍ଟର ଋଣମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କର ମହା ପ୍ରବନ୍ଧକ ଦିନେଶ ପୃଥୀ ଯୋଗ ଦେଇଥିବା ବେଳେ

ଓଡ଼ଗାଁ କଲେଜ ଏବଂ କୁରାଳ ସଂସ୍କୃତ ମହାବିଦ୍ୟାଳୟ ରେ ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମ

ନୟାଗଡ଼: ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଏବଂ କୁରାଳ ସଂସ୍କୃତ ମହାବିଦ୍ୟାଳୟ ରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି। ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରିବା ସହିତ ୮୩୩ ଜଣଙ୍କୁ

ମୋ ସ୍କୁଲ ଅଭିଯାନର ବୈଠକ ଓ ମାନପତ୍ର ପ୍ରଦାନ

ବାଲିଗୁଡ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତର ନୂଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହ ମାନପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ପ୍ରାରମ୍ଭରେ

ମାର୍ଚ୍ଚ ୩୧ ସୁଦ୍ଧା ଧାନ କିଣା ଶେଷ ହେବ, ମାତ୍ର ନୟାଗଡ଼ରେ ୧୭ହଜାର ଚାଷୀ ଏବେ ବି ମଣ୍ଡିକୁ ଯାଇନାହାନ୍ତି

ନୟାଗଡ଼ : ୨୦୨୩-୨୪ ଖରିଫ ବିପଣନ ଋତୁ ପାଇଁ ଧାନ କିଣା ମାର୍ଚ୍ଚ ୩୧ସୁଦ୍ଧା ଶେଷ ହେବାକୁ ଥିବା ବେଳେ ନୟାଗଡ଼ ଜିଲ୍ଲାରୁ ଧାନ ସାଂଗ୍ରହ ଧାର୍ଯ୍ୟ ମୁତାବକ ହୋଇପାରିବ ନାହିଁ । ପଞ୍ଜୀକୃତ ପ୍ରାୟ ୧୭ହଜାର ୩୯୮ଜଣ ଚାଷୀ ମଣ୍ଡି କୁ ଯାଇନଥିବା ବେଳେ ସେମାନେ ବେପାରୀଙ୍କୁ ଧାନ ବିକ୍ରି କରୁଥିବାର

ମୋହନା ହିଲ୍ଟପ କଲେଜରେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ

ଆର, ଉଦୟଗିରି : ସ୍ଥାନୀୟ ମୋହନା ହିଲ୍ଟପ କଲେଜ ସମ୍ମିଳନୀ କକ୍ଷରେ ବିଜୁ ଜୟନ୍ତୀ ଅବସରରେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଲେଜ୍ ଅଧ୍ୟକ୍ଷ ଜଗନ୍ନଥ ପଣ୍ଡା ଓ ଅଧ୍ୟାପିକା ଶ୍ରୀମତିସୟଂପ୍ରଭା ସାହୁ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରରେ ମୁଖ୍ୟ

ଖ୍ରୀଷ୍ଟ ନଗର ସାହିରେ ପାନୀୟ ଜଳ ସମସ୍ୟା

ନୂତନ ନଳକୂପ ପାଈଁ ସାହି ବାସିନ୍ଦାଙ୍କ ଦାବୀ ଦାରିଙ୍ଗବାଡି, ୬/୩ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ମହକୁମା ସ୍ଥିତ ଖ୍ରୀଷ୍ଟନଗର ସାହିରେ ବିଶୁଧ ପାନୀୟ ଜଳ ସମସ୍ୟା ଲାଗିରହିଛି। ପାଇପ ଲାଇନ ଯୋଗେ ସପ୍ଲାଇ ପାଣିର ବ୍ୟବସ୍ତା ରହିଛି, ହେଲେ ଗୋଳିଆ ପାଣି ଆସୁ

ଟିପିଏସଓଡିଏଲ୍ ପକ୍ଷରୁ ଲାଇନମ୍ୟାନ ଦିବସ ଓ ଜାତୀୟ ସୁରକ୍ଷା ଦିବସ ପାଳିତ

ବ୍ରହ୍ମପୁର : ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣରେ ଲାଇନମ୍ୟାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼(ଟିପିଏସଓଡିଏଲ୍)ରେ ଲାଇନମ୍ୟାନ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଟିପିଏସଓଡିଏଲ୍, ଲାଇନମ୍ୟାନଙ୍କ ମଧ୍ୟରେ ସୁରକ୍ଷା ସଚେତନତା ସୃଷ୍ଟି

ଶିକ୍ଷକଙ୍କ ଅଫର୍ ମଧ୍ୟାହ୍ନ ଭୋଜନ ରୋଷେଇ ନ ହୋଇ ପୋର୍ଟାଲରେ ପିଲା ଖାଇଛନ୍ତି ରନ୍ଧାଖାଦ୍ୟ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଶିକ୍ଷାଧିକାରୀଙ୍କ ଅପାରଗତା ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ଯୋଗୁ ଵ୍ଲକ ଶିକ୍ଷା ବିଭାଗରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଯାହାକି ଶିକ୍ଷକଙ୍କର ଏକପ୍ରକାର ଅଫର୍ ମିଳିଛି ଛାତ୍ରଛାତ୍ରୀ ମାନଙ୍କୁ ସେ ଅଫର୍ ଟିହେଉଛି ମଧ୍ୟାହ୍ନ

ମାଥିଲିଠାରେ ବିଜୁବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳିତ

ଆର,ଉଦୟଗିରି /୬/୩/ : ମୋହନା କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ ତରଫରୁ ପ୍ରବାଦପୁରୁଷ ବିଜୁ ବାବୁଙ୍କ 108 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଆଜିର ଏହି ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ରେ ମୋହନା ନିର୍ବାଚନ ମଣ୍ଡଳୀ ରଜିଲ୍ଲା ସଭାପତିଙ୍କ ଦେହ ଅସୁସ୍ଥଥିବା

ସ୍ଥାୟୀ ପଟ୍ଟା ଦାବିରେ କେପିଏଫ ପକ୍ଷରୁ ରାଲି ଓ ବିକ୍ଷୋଭ

ଫୁଲବାଣୀ : ସଦର ମହକୁମା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାର ଲୋକଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ବୁଧବାର ଅଗ୍ରଣୀ ସାମାଜିକ ସଂଗଠନ କନ୍ଧମାଳ ପିପୁଲସ ଫୋ୍ରମ (କେପିଏଫ୍) ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସମାଜସେବୀ, ବରିଷ୍ଠ ସାମ୍ବାଦିକ ରାଧାମୋହନ ମହାପାତ୍ରଙ୍କ