Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲାସ୍ତରୀୟ ଗାଁ କଲ୍ୟାଣ, ମହିଳା ଆରୋଗ୍ୟ ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ
ଦେବଗଡ, ୨୭ା୨ : ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଜିଲ୍ଲା ସ୍ତରୀୟ ଆଶା ମାନଙ୍କୁ ନେଇ ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱ ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ!-->…
ବିଜେପି ଗୋସାଇଁନୂଆଗାଁ ମଣ୍ଡଳ କାର୍ଯ୍ୟାଳୟଠାରେ ସମ୍ୱର୍ଦ୍ଧନା ସଭା
ବ୍ରହ୍ମପୁର, ୨୭/୨ : ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ବରେ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ମହିଳା ଉପସଭାନେତ୍ରୀ ମୋନିତା ଦାସ ବିଜେଡ଼ି ପରିତ୍ୟାଗ କରି!-->…
ଚିକିଟୀ ବ୍ଲକରେ ସୁଧ ଫେରସ୍ତ ମେଳାରେ ଯୋଗ ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
ଚିକିଟୀ : ସ୍ଥାନୀୟ ବ୍ଲକ ପରିସରରେ ମିଶନ ଶକ୍ତି ଗ୍ରୁପର ସୁଧ ଫେରସ୍ତ ଓ ବିନା ସୁଧରେ ୧୦ ଲକ୍ଷ୍ୟ ପର୍ଯ୍ୟନ୍ତ ଋଣ ମେଳା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଭାସୀ ଜରିଆରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ!-->…
ବିମଳାଗଡ – ତାଳଚେର ରେଳ ପଥ ପାଇଁ ଶୀଘ୍ର ଜମି ଅଧିଗ୍ରହଣ ସମାପ୍ତ କର : ଜ଼ିଲ୍ଲା ନାଗରିକ କମିଟି
ଦେବଗଡ଼,୨୭|୨ : ବର୍ତ୍ତମାନ ସୁଦ୍ଧା ବିମଳାଗଡ -ତାଳଚେର ପାଇଁ ଦେବଗଡ଼ ଜ଼ିଲ୍ଲାରେ ମୋଟ ୧୯ଟି ଗ୍ରାମ ମଧ୍ୟରୁ ୧୫ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହୋଇ ରେଳ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେ, ଅବଶିଷ୍ଟ ୪ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ କରି ରେଳବାଇ ବିଭାଗକୁ!-->…
୧୦୦ ରୁ ଉର୍ଦ୍ଧ୍ବ ବିଜେପି ର ସକ୍ରିୟ କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ
ମାଲକାନଗିରି, ୨୭।୨ : ତୃଣମୂଳ ସ୍ତରରୁ ସୁଦୃଢ ହେଉଛି ବିଜୁ ଜନତା ଦଳ। ଯାହାକୁ ନେଇ ଅନ୍ୟ ଦଳୀୟ କର୍ମୀ ବର୍ତ୍ତମାନ ବିଜେଡି ମୁହାଁ । ଏହି କ୍ରମରେ ମାଲକାନଗିରି ନିର୍ବାଚନ ମଣ୍ଡଳୀର କାଲିମେଳା ବ୍ଲକ ଅନ୍ତର୍ଗତ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତର ବିଜେପି ସକ୍ରିୟ ଓ ପ୍ରଭାବ ଶାଳୀ କର୍ମୀ!-->…
ଅନୁସୂଚିତ ଜାତି/ଜନଜାତି ଏକତା ମଂଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଦଳିତ ସମାଜର ବନ୍ଧୁ ମିଳନରେ ସାମିଲ ନକରିବା ନେଇ…
ଦେବଗଡ ,୨୭ା୨: ଗତ ୨୪ ତାରିଖ ଦିନ ଦେବଗଡ ପୌରାଂଚଳର ନିଳବେର୍ଣ୍ଣୀ ସାହି ବାଇପାସ ଛକ ନିକଟସ୍ଥ ପଡିଆରେ ଲକ୍ଷେ ଘର ଦଳିତ(ପାଣ)ସମାଜର ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ମୂଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ତେବେ ଏହାକୁ ଜିଲାର!-->…
ଛତିଶଗଡରେ ଖଣି ଖନନ ବେଳେ ଅଘଟଣ, ୪ ଜଣ ଶ୍ରମିକ ମୃତ
ମାଲକାନଗିରି, ୨୭।୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡାର ବଇଲାଡିଲା ଠାରେ ଥିବା ଏନଡିସି ଲୁହାପଥର ଖଣିରେ ଖନନ ସମୟରେ ପଥର ଅତଡା ଖସି ଯାଇଥିଲା । ଯାହା ଫଳରେ ଅନେକ ଶ୍ରମିକ ପଥର ତଳେ ପୋତି ହୋଇ ରହିଥିବା ସୂଚନା ଆସିଛି । ଏହି ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା!-->…
ପୋଲିସର ମାତ୍ରାଧିକ କାର୍ଯ୍ୟକ୍ରମ ବିରୋଧରେ ୪ ହଜାରରୁ ଉର୍ଦ୍ଧ ଆଦିବାସୀ ଏକତ୍ରିତ ମେଳି ବାନ୍ଧିଲେ
ଗଜପତି , (୨୭/୨) : ବିଭିନ୍ନ ସମୟରେ ଅଧ ରାତିରେ ଆଦିବାସୀ ଅଧୁଷିତ ଅଞ୍ଚଳରେ – ପୋଲିସ୍ ଅବାଧରେ ପହଞ୍ଚି ବିନା କାରଣରେ ଗୁଜବ ଖବର ଓ ଭୁଲ ତଥ୍ୟ ପାଇ ସ୍ଥାନୀୟ ଅଧିବାସୀମାନଙ୍କୁ – ଭୟଭୀତ କରିବା ସହିତ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ପୃକ୍ତ ଅଞ୍ଚଳର ଆଦିବାସୀମାନଙ୍କ ଠାରେ ତୀବ୍ର!-->…
କଳାକାରଙ୍କ ବିୟୋଗରେ ବରିଷ୍ଠ କଳାକାର ସଂଘର ଶୋକସଭା
ବ୍ରହ୍ମପୁର : ସୁପ୍ରସିଦ୍ଧ ଗଜଲ୍ ଗାୟକ ପଦ୍ମଶ୍ରୀ ପଙ୍କଜ ଉଧାସ (୭୨)ଙ୍କ କର୍କଟ ରୋଗ ଚିକିତ୍ସାଧିନ ଅବସ୍ଥାରେ ଇହଲୀଳା ସମ୍ବରଣ ଏବଂ ଦୁର୍ଘଟଣା ଜନିତ ତିନି ମଞ୍ଚ ଅଭିନେତ୍ରୀ ଜ୍ଯୋତ୍ସ୍ନାରାଣୀ ପରମାଣିକ (୩୪), ବେବିରାଣୀ ଦାଶ (୩୨) ଓ ଟେଲି ଧାରାବାହିକ ଅଭିନେତ୍ରୀ ରାଜଲକ୍ଷ୍ମୀ ରାଉତ!-->…
ମିଶନ ଶକ୍ତି ମା’ଙ୍କ ପାଇଁ ଖୁସି ଖବର, ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏ ଋଣ
ଛତ୍ରପୁର :ମିଶନ ଶକ୍ତି ମା’ଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ବଡ଼ ଉପହାର । ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏ ଋଣ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମଙ୍ଗଳବାର ଆଭାସୀ ମାଧ୍ୟମରେ ଏହାର ଶୁଭଆରମ୍ଭ କରିଛନ୍ତି,ସୁଧ ଫେରସ୍ତ!-->…