Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଶ୍ରମିକ ବଦଳରେ ମେସିନରେ ଚାଲିଛି ରାସ୍ତା କାମ : ଶ୍ରମିକ ଯାଉଛି ଦାଦନ ଖଟି…
କୋମାରେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଓ ଜିଲ୍ଲା ପ୍ରଶାସନ..!!
ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି ଦେବୀ, ବୁଧବାର ସନ୍ଧ୍ୟାରୁ ଆରମ୍ଭ ହେବ ଦେବୀଙ୍କ ଘଟଯାତ୍ରା !
ଛତ୍ରପୁର : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମ୍ମା ଙ୍କ ପାରମ୍ପରୀକ ଠାକୁରାଣୀ ଯାତ୍ରା ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଛି । ସନ୍ଧ୍ୟାରେ ନବନିର୍ମିତ ଅସ୍ଥାୟୀ ମଣ୍ଡପରେ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା ହୋଇ ବର୍ଣ୍ଣାଢ଼୍ୟ ସମାରୋହରେ ସୋମବାର ମାଆ ଙ୍କୁ ଆମନ୍ତ୍ରଣ!-->!-->!-->…
ସାଲୁଙ୍କି ଗାଡି ଦୁର୍ଘଟଣା ଗ୍ରସ୍ତ ୪ ମୃତ, ଅନେକ ଆହାତ…
ଫୁଲବାଣୀ : ମୁନିଗୁଡ଼ାରୁ ଫୁଲବାଣୀ ଅଭିମୁଖେ ଆସୁଥିବା ସାଲୁଙ୍କି ଗାଡି ଦୁର୍ଘଟଣା ଗ୍ରସ୍ତ ୪ ମୃତ ଅନେକ ଆହାତ ହୋଇଥିବା ସୂଚନା l ଘଟଣା ସ୍ଥଳରେ ପୋଲିସ ଓ ଦମକଳ ବାହିନୀ ଉପସ୍ଥିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ପ୍ରାପ୍ତ ସୂଚନା ଯାହା ରହିଚି ଯାତ୍ରୀବାହୀ ବସ ସାଲୁଙ୍କି ମୁନିଗୁଡ଼ାରୁ ୫୦!-->…
ହିଞ୍ଜିଳି ପୋଲିସକୁ ସଫଳତା, ୨ ଅଖା ଚୋରା ଦେଶୀ ମଦ ଜବତ, ବାଇକ ସହ ବେପାରୀ ଗିରଫ
ହିଞ୍ଜିଳିକାଟୁ ୨୭/୦୫ ହିଞ୍ଜିଳିକାଟୁ ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ କାରବାର । ପୋଲିସ ଆଖିରେ ଧୂଳି ଦେଇ ଦିନ ଦୀପହରେ ଚାଲିଛି ଖୁଲମ ଖୋଲା ମଦ ବେପାର । ଏନେଇ ବୁରୁପଡା ପଞ୍ଚାୟତ ପୋଡଙ୍ଗି ଗ୍ରାମର ଶ୍ୟାମଳାଇ ବିଦ୍ୟାଳୟ ରୋଡ ପୋଖରୀ ନିକଟରେ ଥୁବା ସରକାରୀ ପାଣି ଟାଙ୍କିର!-->…
ଭ୍ରାମ୍ୟମାଣ ପାଠାଗାର ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମେଧା ଅନ୍ୱେଷଣ…
ଉମରକୋଟ (୨୮/୦୫ /୨୦୨୪) ଫକୀରମୋହନ ପଠନଶାଳା ଉମରକୋଟର ପ୍ରଚେଷ୍ଟାରେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ବ୍ଲକ୍ ଉପକଣ୍ଠ ସରଗୁଲି ଠାରେ ଭ୍ରାମ୍ୟମାଣ ପାଠାଗାର ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମେଧା ଅନ୍ୱେଷଣ ଭଳି ଏକ ଅନୁପମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଗ୍ରାମାଞ୍ଚଳରେ ନୂତନ ପାଠକ!-->…
ଲାଲବାହିନୀର ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା
ଫୁଲବାଣୀ //ବାଲିଗୁଡା : କିଛି ଦିନର ନିରବତା ପରେ ଲାଲବାହିନୀ କନ୍ଧମାଳ ଜିଲ୍ଲାରେ ରକ୍ତମୁଖା ହୋଇଉଠିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଛନ୍ତି । ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ଯୁବକକୁ ହତ୍ୟା କରିଥିବା ମାଓବାଦୀ ପୋଷ୍ଟରରେ!-->…
ବିଜ୍ଞାନ ମହାବିଦ୍ୟାଳୟର ତିନିଜଣ କୃତି ବିଦ୍ୟାର୍ଥୀ ସମ୍ମାନୀତ…
ଛତ୍ରପୁର : ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଯୁକ୍ତଦୁଇ ଶ୍ରେଣୀ ରୁ ଉତ୍ତୀର୍ଣ୍ଣ ଲାଭ କରି ଛତ୍ରପୁର ବ୍ଲକ୍ ଟପର ହୋଇଥିବା ତିନଜଣ ବିଦ୍ୟାର୍ଥୀ ସୋମବାର ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ସେମାନେ ହେଲେ ସାହିକ୍ ମର୍ଷିଦ୍ ଅହମ୍ମଦ ୫୩୨ ନମ୍ୱର (୮୮.୬%), ବି. ଧନୁ!-->…
ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଆଲୁମିନ୍ ସମାରୋହ…
ସ୍ଵୟଂଚାଳିତ ମହାବିଦ୍ୟାଳୟ ରୂପେ ମାନ୍ୟତା ପାଇଁ ଦାବୀ ଉଠିଛି ।।ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଲୁମିନ୍ ସମାରୋହ ରବିବାର କଲେଜ୍ କମ୍ୟୁନିଟ୍ ହଲରେ ସମାହିତ ହୋଇଯାଇଛି । ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ତରଫରୁ ମୋ-କଲେଜ୍ ତଥା ପୁରାତନ!-->…
“ଜଙ୍ଗଲ ପାଇଁ ମଞ୍ଜିଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ରହ୍ମପୁର : ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସ୍ଥାନୀୟ ରାମଚଣ୍ଡୀ ଠାରେ "ଜଙ୍ଗଲ ପାଇଁ ମଞ୍ଜି ଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ଛତ୍ରପୁର ସହର ଉପକଣ୍ଠରେ ଥିବା ମା ରାମଚଣ୍ଡୀଙ୍କ ମନ୍ଦିର ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏହାର ନିକଟରେ ଥିବା!-->…
ଯୁବ ସାମାଜସେବୀଙ୍କ ଦ୍ଵାରା ଫୁଲବାଣୀ ମଶାଣିର ସଫେଇ
ଫୁଲବାଣୀ : ସ୍ଥାନୀୟ ନାରାୟଣୀ ମନ୍ଦିରକୁ ଯିବା ରାସ୍ତା ନିକଟରେ ଥିବା ମଶାଣି ଭିତରେ ବହୁ ଦିନରୁ ଖାଲ ଢିପ, ଉଚାବଚ, ଅଳିଆ ଆବର୍ଜନା ରେ ଭରପୁର ହୋଇ ପଡ଼ି ରହିଥିଲା l ତାହାକୁ ସଫେଇ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ କିଛି ଯୁବ ସାମାଜସେବୀ l ସେମାନେ ହେଲେ ଫୁଲବାଣୀ ଉପ!-->!-->!-->…